ସୁନାପଞ୍ଜୁରୀ ଫିଲ୍ମ ର ଏହି ଶିଶୁ କଳାକାର ଏବେ ହେଇଯାଇଛି ଓଡ଼ିଆ ଫିଲ୍ମ ଜଗତର ସବୁଠୁ ବଡ ସିଙ୍ଗର – ଆପଣ ଦେଖିଲେ କହିବେ ଶୋଇଯା ମାମା ରୁ ସାବାସ ମାମା..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଅଭିନେତ୍ରୀ ଶ୍ୱେତା ମିଶ୍ରଙ୍କ ଜୀବନ କାହାଣୀ।ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଶ୍ୱେତା ମିଶ୍ରଙ୍କ ଜୀବନୀ ବିଷୟରେ।ସେହି ବିଶିଷ୍ଟ ଅଭିନେତ୍ରୀଙ୍କ ନାମ ହେଉଛି ଶ୍ୱେତା ମିଶ୍ର।ଏବଂ ତାଙ୍କ ଡାକ ନାମ ହେଉଛି ମାମା।ପ୍ରଥମେ ଆସନ୍ତୁ ତାଙ୍କ ଜନ୍ମ ତାରିଖ ଏବଂ ଜନ୍ମ ଦିନ ବିଷୟରେ।

ଅଭିନେତ୍ରୀ ଶ୍ୱେତା ମିଶ୍ରଙ୍କ ଜନ୍ମ ୩୦ ଅକ୍ଟୋବରରେ ହୋଇଥିଲା।ଜନ୍ମ ମସିହା ଏପର୍ଯ୍ୟନ୍ତ ଜଣାପଡିନାହିଁ।ଶ୍ୱେତା ଏହି ଦିନ ଟିକୁ ନିଜ ଜନ୍ମ ଦିନ ଭାବରେ ଧୂମ ଧାମରେ ପାଳନ କରନ୍ତି।ଶ୍ୱେତା ମିଶ୍ରଙ୍କ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱରରେ।ସେ ନିଜର ପିଲାବେଳୁ ସେହିଠାରେହିଁ ରହିଛନ୍ତି।ଏବେ ଆସନ୍ତୁ ଜାଣିବା ଶ୍ୱେତା ମିଶ୍ରଙ୍କ ପରିବାର ବିବରଣୀ ବିଷୟରେ।ଶ୍ୱେତାଙ୍କ ମାତାଙ୍କ ନାମ ହେଉଛି ଅର୍ଣ୍ଣପୂର୍ଣା ମିଶ୍ର।ଏବଂ ତାଙ୍କ ପିତାଙ୍କ ନାମ ହେଉଛି ଜ୍ଞାନରଞ୍ଜନ ମିଶ୍ର।

ଶ୍ୱେତା ତାଙ୍କ ଘରେ ନିଜ ମାତା, ପିତା ଏବଂ ସାନ ଭାଇଙ୍କ ସହିତ ରୁହନ୍ତି।ଶ୍ୱେତା ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ଫଟୋ ଆପଣଙ୍କୁ ସୋସିଆଲ ମିଡିଆରେ ମିଳିଯିବ।ସେହି ଫଟୋ ଗୁଡିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି।ଏବେ ଆସନ୍ତୁ ଜାଣିବା ଶ୍ୱେତାଙ୍କ ବିବାହ ସମ୍ପର୍କରେ।ଶ୍ୱେତାଙ୍କ ସ୍ୱମୀଙ୍କ ନାମ ହେଉଛି ସ୍ୱସ୍ତିକ ଶତପଥୀ।ଏବଂ ଶ୍ୱେତାଙ୍କ ସ୍ୱମୀ ଜଣେ ଡାକ୍ତର ଅଟନ୍ତି।ଏବେ ଆସନ୍ତୁ ଜାଣିବା ଶ୍ୱେତାଙ୍କ ଫିଲ5 ଜୀବନୀ ବିଷୟରେ।

ଶ୍ୱେତା ମାତ୍ର ପାଞ୍ଚ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ।ସେ ୧୯୯୫ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ସୁନା ପଞ୍ଜୁରୀରଏ ଅଭିନୟ କରିଥିଲେ।ତାଙ୍କ ପ୍ରଥମ ଫିଲ୍ମ ବିଜୟ ମହାନ୍ତିଙ୍କ ସହିତ ଥିଲା।ଶ୍ୱେତା ଏହାପରେ ଅନେକ ଗୁଡିଏ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି।ଏବେ ଆସନ୍ତୁ ଜାଣିବା ଶ୍ୱେତାଙ୍କ କିଛି ଫିଲ୍ମ ବିଷୟରେ।

କଳା ମାଣିକ ୨୦୦୧, ପବିତ୍ର ବନ୍ଧନ ୧୯୯୯ ଏବଂ ଆହୁରି ଅନେକ ଫିଲ୍ମରେ ସେ ଆକ୍ଟିଙ୍ଗ କରିଛନ୍ତି।ଏବେ ଆସନ୍ତୁ ଜାଣିବା ଶ୍ୱେତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ।ଶ୍ୱେତା ଭୁବନେଶ୍ୱରର ଏସ ଟି ଜୋସେଫ ହାଇ ସ୍କୁଲରେ ପଢିଥିଲେ।ଏବଂ ବେସିକ ସାଇନ୍ସ କଲେଜରେ ନିଜର କଲେଜ ଶିକ୍ଷା ପୁରଣ କରିଥିଲେ।ଏହା ସହତ ସେ କୀଟ ବିଶ୍ୱବିଦ୍ୟାଳୟରୁ ନିଜର ପି ଏଚ ଡି ମଧ୍ୟ ପୁରଣ କରିଛନ୍ତି।ଏବେ ଆସନ୍ତୁ ଜାଣିବା ଶ୍ୱେତା ଏବେ କଣ କରୁଛନ୍ତି।

ଶ୍ୱେତା ମିଶ୍ର ଏବେ ତାଙ୍କ ସଙ୍ଗୀତ ଜୀବନରେ ଆଗକୁ ମାଡି ଚାଲିଛନ୍ତି।ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ବହୁତ ଭଲ ସିଙ୍ଗର ମଧ୍ୟ ଅଟନ୍ତି।ଶ୍ୱେତା ତାଙ୍କର ଏବଂ ତାଙ୍କ ପରିବାରର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ଦଶର୍କ ମାନେ ମଧ୍ୟ ସେହି ସବୁ ଫଟୋ ଗୁଡିକୁ ବହୁତ ପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *