ସମାଜସେବୀ ଆଦିତ୍ୟ ଦାସଙ୍କ ତିଆରି ହେବ Statue ବା ପ୍ରତିମୂର୍ତ୍ତି,ଏହି ଜାଗାରେ ହେବ ଓ ଏହି ଦିନ ସ୍ଥାପନ ହେବ..ଦେଖନ୍ତୁ Video

Spread the love

ସଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ସମାଜ ସେବୀ ଆଦିତ୍ୟଙ୍କୁ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ।ଏହାକୁ ନେଇ ତାଙ୍କର ସହଯୋଗୀ କଣ କହିଛନ୍ତି ଆମେ ସେହି ବିଷୟରେ ଜାଣିବା।ତେବେ ତାଙ୍କ କହିବା ଅନୁସାରେ ସେ କଣ ଥିଲା କଣ ନାହିଁ ସେଥିରେ କିଛି ଆମେ କହିବାକୁ ଚାହୁନୁ

ଆମେ ଏଠାରେ ନିଜସ୍ୱ ହିସାବରେ କରିବାକୁ ଚାହୁଁଛୁ।ଏହି ନିଷ୍ପତ୍ତି ଆମର ଦୀର୍ଘ ଦେଢ଼ ବର୍ଷ ହେବ ଥିଲା ଯେ ଆମେ ତାଙ୍କର ଏକ ମୂର୍ତ୍ତି ତିଆରି କରିବୁ ବୋଲି।ଏହାର କାରଣ ହେଉଛି ଯେହେତୁ ସେ ବହୁତ କିଛି କାର୍ଯ୍ୟ କରିଛନ୍ତି ସମାଜ ପାଇଁ ଏବଂ ଆମେ ଇଚ୍ଛା କରୁଥିଲୁ ତାଙ୍କର ଏକ ମୂର୍ତ୍ତି କରିବୁ ଯାହାଦ୍ୱାରା ତାଙ୍କର ନିଜସ୍ଵ ଏକ ଆଶ୍ରମ କରାଯାଇଥାନ୍ତା।

ସେଇଟା ତ ହେଇପରିଲା ନାହିଁ କିନ୍ତୁ ଆଶା କରୁଛି କି ଆଶ୍ରମ ଟି କରାଗଲେ ସେ ନିଶ୍ଚୟ ତାଙ୍କ ପାଇଁ କରିବେ।ମୁଁ ଏକ ସାଙ୍ଗ ହିସାବରେ ଏହା କରିବାକୁ ବାହାରିଛି।ଆମେ ଲୋକଙ୍କୁ ତ କିଛି ଆବେଦନ କରିନୁ ଏପର୍ଯ୍ୟନ୍ତ।କାରଣ ଆମେ ବେସି ବଡ଼ ତ କରିପାରିବୁନି।ଯଦି ଆମେ ଏକ ନିଜସ୍ଵ ଜାଗରେ କରନ୍ତୁ ତାହାଲେ ବଡ଼ ହେଲେ ଚଳିଥାନ୍ତା।

ଏଥିପାଇଁ ଯେଉଁଟା ଠିକ ହୋଇପାରିବ ଆମେ ସେହି ହିସାବରେ କରିବୁ।କାରଣ ପର୍ତ୍ସନାଲ ଜାଗାରେ କରୁଥିଲେ ବଡ଼ ମୂର୍ତ୍ତି କରିଥାନ୍ତୁ।ଏଥିପାଇଁ ଆମେ ଏକ ଛୋଟ ମୂର୍ତ୍ତି କରିବା ପାଇଁ ପ୍ଲାନ କରୁଛୁ।ଅନେକ ଲୋକଙ୍କ ସହଯୋଗ ମଧ୍ୟ ଆସୁଛି।ଅନେକ ଲୋକ ଏହାକୁ ବହୁତ ସପୋର୍ଟ ମଧ୍ୟ କରୁଛନ୍ତି।

କିଛି ଲୋକ ଏହି କଥାକୁ ନେଇ ଭଲ କହୁଛନ୍ତି ତ କିଛି ଲୋକ କମେଣ୍ଟ ମଧ୍ୟ କରୁଛନ୍ତି ଯେ ତାଙ୍କର କଣ ପାଇଁ ତୁମେ ମୂର୍ତ୍ତି କରିବ।ସମସ୍ତେ ସମସ୍ତିଙ୍କ ପାଇଁ ଭଲ ନୁହନ୍ତି ଆମେ ମଧ୍ୟ ଏହା କହିବୁନି ଯେ ସମସ୍ତିଙ୍କ ପାଇଁ ସମସ୍ତେ ଭଲ କରିଛନ୍ତି ବୋଲି।ଆମର ସେ ଏକ ନିଜର ଥିଲା।ଘରେ କାହାର କିଛି ହୋଇଗଲେ ଆମେ ଯେପରି ମୂର୍ତ୍ତି ଟେ କରୁଛେ

ଆମେ ସେହି ହିସାବରେ କରିବାକୁ ଚାହୁଁଛୁ।ଆମେ ଜଜମେଣ୍ଟ କରିବାକୁ ଚାହୁନୁ ଯେ ସେ କଣ ଥିଲା କଣ ନାହିଁ।ସେଥିରେ ଆମେ କିଛି କହିବାକୁ ଚାହୁନୁ ଆମେ ତାହା ନିଜସ୍ୱ ହିସାବରେ କରିବାକୁ ଚାହୁଁଛୁ।ଏହା ଆମର ଏପ୍ରିଲ ଶେଷ ସୁଦ୍ଧା ହୋଇଯିବା ପାଇଁ କଥା ବାର୍ତା ହୋଇଛି।ଏହା ଏପ୍ରିଲ ଶେଷ ସୁଦ୍ଧା ହୋଇଯିବ।

Leave a Reply

Your email address will not be published. Required fields are marked *