ପାନ ଖିଆ ଦାନ୍ତକୁ କିପରି ସଫା ରଖିବେ,ଏହି Sutra ଜାଣିଲେ ଯେତେ ନାଲିଆ ହେଇଥିଲେ ମଧ୍ୟ ଦାନ୍ତ ଧଳା ଚିକମିକ କରିବ…

Spread the love

ତେବେ ସାଧାରଣ ଭାବରେ ଅନେକ ଲୋକ ପାନ ଖାଇବା କାରଣରୁ ସେମାନଙ୍କ ଦାନ୍ତ ଖରାପ ହୋଇ ଯାଇଥାଏ।ତେବେ ପାନ ଖାଇବା ପରେ ଅନେକ ଲୋକଙ୍କ ଦାନ୍ତ ଖରାପ ହେବା ଏକ ସାଧାରଣ କଥା।ଏହା ସହିତ ଲୋକମାନେ ପ୍ରତିଦିନ ଅଧିକ ପାନ ଖାଇବା ଫଳରେ ସେମାନଙ୍କ ଦାନ୍ତର ରଙ୍ଗ ମଧ୍ୟ ବଦଳି ଯାଇଥାଏ।ଏହା ସହିତ ବିଶେଷ ଭାବରେ ସେମାନଙ୍କ ଦାନ୍ତ ସମ୍ପୂର୍ଣ୍ଣ ଭାବରେ ଖରାପ ହେବା ଆରମ୍ଭ ହୋଇ ଯାଇଥାଏ।ଏହା ସହିତ ଅନେକ ଲୋକଙ୍କ ଦାନ୍ତ ଅଳ୍ପ ବୟସରେ ମଧ୍ୟ ପଡ଼ି ଯାଇଥାଏ।

ତେବେ ଏପରି ହେବାର କାରଣ ହେଉଛି ଅଧିକ ପାନ ଖାଇବା ଫଳରେ ଏହା ଆପଣଙ୍କ ଦାନ୍ତକୁ ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ କରି ଦେଇଥାଏ।ଏହା ସହିତ ଏହି କାରଣରୁ ଆପଣଙ୍କ ଦାନ୍ତ ଉପରେ ଏହା ବହୁତ ଅଧିକ ପ୍ରଭାବ ପକାଇ ଥାଏ।ଯାହା ଫଳରେ ଆପଣଙ୍କ ଦାନ୍ତ ପଡ଼ି ଯାଇଥାଏ।ତେବେ ଆମେ ବର୍ତ୍ତମାନ ଏହାର କିଛି ଉପଚାର ସମ୍ପର୍କରେ ଆଲୋଚନା କରିବା।

ଯାହାକୁ ବ୍ୟବହାର କରି ଆପଣ ନିଜର ଏହି ଦାନ୍ତ ସହିତ ଜଡ଼ିତ ସମସ୍ୟା ଗୁଡ଼ିକର ସମାଧାନ କରି ପାରିବେ।ତେବେ ଅନେକ ଲୋକ ପାନ ଖାଇବା କାରଣରୁ ସେମାନଙ୍କ ଦାନ୍ତ ଖରାପ ହେବା ପରେ ସେମାନେ ଏହା ଚିନ୍ତା କରି ଥାଆନ୍ତି କି ସେମାନଙ୍କ ଦାନ୍ତର ସେମାନେ ଚିକିତ୍ସା କରିବେ ତେବେ ଏହା ଚିନ୍ତା କରି ସେମାନେ

ଏହାର ଚିକିତ୍ସା ମଧ୍ୟ କରି ଥାଆନ୍ତି।ତେବେ ଏହା ସହିତ ସେମାନଙ୍କୁ ନିଜର ଦାନ୍ତର ଆଉ କିଛି ଯତ୍ନ ମଧ୍ୟ ନେବାକୁ ପଡିବ।ତେବେ ଯଦି ଆପଣଙ୍କ ଦାନ୍ତ ସହିତ ଏହିପରି ସମସ୍ୟା ଜଡ଼ିତ ହୋଇ ରହିଛି ତେବେ ଆପଣ ପ୍ରଥମେ ପାନ ଖାଇବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଆବଶ୍ୟକ।ନଚେତ ଏହି ସମସ୍ୟାର ସମାଧାନ ହେବ ନାହିଁ।

ତେବେ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରଥମେ ସେମାନଙ୍କୁ ନିଜର ପାଟିକୁ ଭଲ ଭାବରେ ସଫା ରଖିବା ଆବଶ୍ୟକ ଯେପରିକି ପାନ ଖାଇବା ବନ୍ଦ କରିବା ସହିତ କେବଳ ଏପରି ଖାଦ୍ୟ ଖାଇବା ଆବଶ୍ୟକ ଯାହା ସେମାନଙ୍କ ପାଟି ଖରାପ କରିବ ନାହିଁ।ଏହା ସହିତ ସେମାନଙ୍କୁ ଏହା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ

ଯେପରି ସେମାନେ କୌଣସି ଅଧିକ ଏପରି ଖାଦ୍ୟ ଖାଇବେ ନାହିଁ ଯାହା ସେମାନଙ୍କ ମୁହଁରେ ଲାଗି ରହିବ।ଏହା ସହିତ ସେମାନଙ୍କୁ ଏହା ଧ୍ୟାନ ରଖିବା ଆବଶ୍ୟକ ଯେପରି ସେମାନେ ଯାହା ମଧ୍ୟ ଖାଉଛନ୍ତି ସେମାନେ ନିଜର ମୁହଁକୁ ଭଲ ଭାବରେ ସଫା ରଖିବା ଆବଶ୍ୟକ।ନଚେତ ସେମାନଙ୍କୁ ଅନେକ ସମସ୍ୟାର ଶିକାର ହେବାକୁ ପଡିବ।

ତେବେ ଖାଦ୍ୟ ମୁହଁରେ ଲାଗି ରହିବା ଫଳରେ ଏହା ନଷ୍ଟ ହେବା ଆରମ୍ଭ ହୋଇ ଯାଇ ଥାଏ।ବିଶେଷ ଭାବରେ ପାନରେ ଏପରି ଅନେକ ପଦାର୍ଥ ରହିଛି ଯାହା ଆମର ଦାନ୍ତକୁ ନଷ୍ଟ କରିଥାଏ।ତେଣୁ ଏହାର ଉପଯୁକ୍ତ ଚିକିତ୍ସା କରିବା ସହିତ ନିଜର ଦାନ୍ତର ଉପଯୁକ୍ତ ଯତ୍ନ ନେବା ନିହାତି ଭାବରେ ଆବଶ୍ୟକ।

Leave a Reply

Your email address will not be published. Required fields are marked *