ମାଡି ଆସୁଛି ପୁଣି ଭୟଙ୍କର ବଡ଼ ବର୍ଷା,ଆଗାମୀ 5 ଦିନ Odisha ର ଏହି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସୂଚନା ଦେଲେ ପାଣିପାଗ ବିଭାଗ

Spread the love

ଆଗାମୀ ୨୦ ତାରିଖ ପର ଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି।ଏହା ସହିତ ଓଡ଼ିଶାର ଅନେକ ଜିଲ୍ଲା ଏହି ବର୍ଷାର ପ୍ରଭାବରେ ପ୍ରଭାବିତ ହେବାର ଅନେକ ସମ୍ଭାବନା ରହିଛି।ଏହି ସମୟରେ ଅନେକ ବଜ୍ରପାତ ହେବାର ଅଧିକ ସମ୍ଭାବନା ରହିଛି।ସେଥିପାଇଁ ଆଗରୁ ଲୋକ ମାନଙ୍କୁ ଏହି ସମସ୍ୟା ସମ୍ପର୍କରେ ସଚେତନ କରିବା ସହିତ ଲୋକ ମାନଙ୍କୁ ଏହି ବର୍ଷାର ମୁକାବିଲା କରିବା ପାଇଁ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

ତେବେ ଏହାକୁ ଆସୁଥିବା ଏହି ବର୍ଷା ପ୍ରାୟ ଓଡ଼ିଶାର ୧୨-୧୩ ଟି ଜିଲ୍ଲାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।ଏହା ସହିତ ଏହି ସମସ୍ତ ଜିଲ୍ଲା ଗୁଡ଼ିକ ବର୍ତ୍ତମାନ ଆଗୁଆ ସତର୍କ ରହିବା ଆବଶ୍ୟକ।କାରଣ ଆଗକୁ ଏହି ବର୍ଷା ଅନେକ ପ୍ରକାରର ବିପଦ ଆଣିପାରେ।ଯଦି ଅନୁମାନ କରାଯାଉଥିବା ଅନୁସାରେ ବର୍ଷା ହୁଏ ତେବେ ପ୍ରାୟତଃ ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇ ପାରେ ସେଥିପାଇଁ ଆଗୁଆ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥିପାଇଁ ସତର୍କ କରିବା ସହିତ ପ୍ରସ୍ତୁତି କରିବା ପାଇଁ କୁହା ଯାଇଛି।

ତେବେ ଆଗକୁ ଏହି ବର୍ଷାର ପ୍ରଭାବରେ ଯେପରି ଅଧିକ କ୍ଷୟକ୍ଷତି ନହୁଏ ସେଥିପାଇଁ ଆଗୁଆ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ ଜନସାଧାରଣଙ୍କୁ ସଚେତନ କରି ଦିଆ ଯାଇଛି।ଏହା ସହିତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ କରି ରଖିବା ପାଇଁ ମଧ୍ୟ କୁହା ଯାଇଛି।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରି ବର୍ତ୍ତମାନ ବିହାର ଉପରେ ରହିଛି।ଏହାପରେ ଏହା ଉତ୍ତର ପ୍ରଦେଶ ଆଡ଼କୁ ଗତିକରି କ୍ରମଶଃ ଦୁର୍ବଳ ହୋଇଯିବ।

ଏହା ସହିତ ଏହାର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚକରେ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଆଗାମୀ କିଛିଦିନ ଝାଡଖଣ୍ଡ,ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଆସନ୍ତା ୩ ତାରିଖ ପରଠାରୁ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।୩ ତାରିଖରେ ସୁନ୍ଦରଗଡ଼,କେନ୍ଦୁଝର ଓ ମୟୂରଭଞ୍ଜ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏହା ସହିତ ୪ ତାରିଖରେ ଭଦ୍ରକ,ବାଲେଶ୍ଵର,ଯାଜପୁର, କେନ୍ଦୁଝର,ମୟୂରଭଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର।ଏହା ସହିତ ଆଗାମୀ ୧୦ ତାରିଖ ବେଳକୁ ରାଜ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

ଏହା ସହିତ ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରୁଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର।ତେବେ ଏହି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାରର ବିପଦର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ଏହା ସହିତ ଆଗକୁ ଅନେକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *