ହେ ଭଗବାନ ଏହି ମହିଳା Swami ଙ୍କୁ ଛାଡ଼ପତ୍ର ଦେଇ ଶ୍ଵଶୁରଙ୍କୁ Marriage କଲେ ମହିଳା,କାରଣ ଜାଣିଲେ ଆପଣ ମଧ୍ୟ କହିବେ ଛି ଛି

Spread the love

ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ।ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଥରେ ଆସିଥାଏ।ସେଥିପାଇଁ ଏହାକୁ ଅନେକ ଧୁମ ଧାମରେ ପାଳନ କରାଯାଇଥାଏ।କିନ୍ତୁ ଏପରି କିଛି ବିବାହ ମଧ୍ୟ ହୋଇଥାଏ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବ ଓ ଏହା ଫଳରେ ଆପଣ ନିଜକୁ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ କି ବାସ୍ତବରେ ଆମ ପୃଥିବୀରେ ଏପରି ହୋଇଥାଏ।ତେବେ ଆମେ ବର୍ତ୍ତମାନ ଏପରି ଏକ ବିବାହ ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ନିଶ୍ଚୟ ଭାବରେ ଲଜ୍ୟା। ଓ ଆଶ୍ଚର୍ଯ୍ୟ ଅନୁଭବ କରିବେ।

ତେବେ ଆମ ପୃଥିବୀରେ ଆମେ ଅନେକ ପ୍ରକାରର ବିବାହ ଦେଖୁ।କିନ୍ତୁ ଏପରି ଏକ ବିବାହ ହୋଇଥିଲା ଯେଉଁଥିରେ ଜଣେ ବୋହୂ ନିଜର ପତିଙ୍କୁ ଛାଡ଼ପତ୍ର ଦେଇ ନିଜର ଶ୍ଵଶୁରଙ୍କୁ ବିବାହ କରିଥିଲେ।ଏହା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗିପରେ କିନ୍ତୁ ଏହା ବାସ୍ତବରେ ସତ୍ୟ।ଏହା ସହିତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେହି ମହିଳା ଜଣଙ୍କ ପ୍ରଥମେ ଯେଉଁ ପୁରୁଷଙ୍କୁ ବିବାହ କରିଥିଲେ ସେହି ପୁରୁଷ ଜଣଙ୍କ ପ୍ରଥମରୁ ସେହି ମହିଳାଙ୍କୁ ଓ ସେହି ମହିଳା ସେହି ପୁରୁଷଙ୍କ ପିତାଙ୍କୁ ଜାଣିଥିଲେ।

ଏହା ସହିତ ସେମାନଙ୍କର ବୟସର ବ୍ୟବଧାନ ହେଉଛି ୩୦ ବର୍ଷରୁ ଅଧିକ।ସେମାନେ କହିଛନ୍ତି କି ଏହା ସେମାନଙ୍କର ଜୀବନ ଉପରେ କୌଣସି ପ୍ରଭାବ ପକାଇ ନଥାଏ।ଏହା ସହିତ ଏହି ମହିଳା ଓ ତାଙ୍କର ସେହି ପୁରୁଷଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି।ଏହା ସହିତ ସେହି ମହିଳାଙ୍କ ବୟସ ହେଉଛି ମାତ୍ର ୩୧ ବର୍ଷ ଏହା ସହିତ ଏହି ପୁରୁଷଙ୍କ ବୟସ ହେଉଛି ୬୦ ବର୍ଷ।

ଏହା ସହିତ ସେ କହିଛନ୍ତି କି ଏହା ତାଙ୍କର ଜୀବନ ଉପରେ ଅଳ୍ପ ମାତ୍ର ମଧ୍ୟ ପ୍ରଭାବ ପକାଇ ନାହିଁ।ସେମାନେ ପରସ୍ପର ସହିତ ଖୁସିରେ ଅଛନ୍ତି ବୋଲି ସେ କହିଛନ୍ତି।ତେବେ ସେହି ମହିଳାଙ୍କ ନାମ ହେଉଛି ଏରିକ।ଏହି ମହିଳା ଜଣଙ୍କ ଯେତେବେଳେ ୧୬ ବର୍ଷ ବୟସରେ ଥିଲେ ସେହି ସମୟରେ ସେ ଜେଫଙ୍କୁ ଭେଟିଥିଲେ।ଜେଫଙ୍କ ଝିଅ ସହିତ ତାଙ୍କର ବହୁତ ଭଲ ସଂପର୍କ ଥିଲା।

ଏହାପରେ ସେ ଜେଫଙ୍କ ସାବତ ପୁଅ ଯଷ୍ଟିନଙ୍କ ସହିତ ଏରିକ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ।ସେମାନେ ପରସ୍ପରକୁ ବିବାହ ମଧ୍ୟ କରିଥିଲେ।ମାତ୍ର ସେମାନଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା।ଏହାପରେ ସେ ନିଜର ପୂର୍ବତନ ପତିଙ୍କ ଠାରୁ ଅଲଗା ହୋଇ ଯାଇଥିଲେ।ଏହାପରେ ସେ ତାଙ୍କର ଶ୍ଵଶୁରଙ୍କ ପ୍ରତି ତାଙ୍କର ଯେଉଁ ପୁରୁଣା ମନୋଭାବ ଥିଲା ତାହା ଛାଡ଼ପତ୍ର ପରେ ପୁଣି ଆସି ଯାଇଥିଲା।

ଏହାପରେ ସେ ଯୋଫଙ୍କ ସହିତ ବିବାହ କରିବାକୁ ଆସିଥିଲେ।ଏହାପରେ ସେମାନେ ପରସ୍ପରକୁ ବିବାହ କରିଥିଲେ।ଏହାପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜାତ ହୋଇଥିଲା।ସେ ନିଜର ଛାଡ଼ପତ୍ର ପରେ ନିଜର ଶ୍ଵଶୁରଙ୍କ ସହିତ ଅଧିକ ସମୟ ଅତିବାହିତ କରିବାକୁ ଲାଗିଲେ।ଏହାପରେ ସେମାନେ ପରସ୍ପରକୁ ବିବାହ ମଧ୍ୟ କରିଦେଲେ।ସେମାନେ ୨୦୧୮ ମସିହାରେ ପରସ୍ପରକୁ ବିବାହ କରିଥିଲେ।ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *