କଣ ଅଣ୍ଡା ଖାଇଲେ ପାପ ଲାଗିଥାଏ? ଏହି କଥାର ଅର୍ଥ ଜାଣିବା ପରେ ଆପଣ ଜୀବନରେ କେବେ ଅଣ୍ଡା ଖାଇବା ଦୂର କଥା ଅଣ୍ଡା ଭାଙ୍ଗିବା ପାଇଁ ଭାବିବେନି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଯଦି ଆପଣମାନେ ଅଣ୍ଡା ଖାଉଛନ୍ତି ତେବେ ଆପଣ ସାବଧାନ ହୋଇଯାଆନ୍ତୁ।ନଚେତ ଆପଣମାନେ ବହୁତ ବଡ଼ ପାପର ଭାଗିଦାର ପାଲଟି ଯାଉଛନ୍ତି।ଆଜି କାଲି ପୁରା ଦୁନିଆରେ ମାଂସ ଖିଆଯାଏ।ଦୁନିଆର ଅଧିକାଂଶ ଲୋକ ମାଂସ ଖାଇଥାନ୍ତି।କିଛି ଲୋକ ନିଜର ସ୍ୱାଦ ପାଇଁ ମାଂସ ଖାଇଥାନ୍ତି ତ କିଛି ଲୋକ ଭଲ ଶରୀର ତିଆରି କରିବାପାଇଁ ମାଂସ ଖାଇଥାନ୍ତି।

କିନ୍ତୁ ସାଙ୍ଗମାନେ ହିନ୍ଦୁ ମାନଙ୍କୁ କେବେହେଲେ ମାଂସର ସେବନ କରିବା ଉଚିତ ନୁହଁ।ପ୍ରଭୁ ଶ୍ରୀକୃଷ୍ଣ ଗୀତାରେ ଏହା କହିଛନ୍ତି ଯେଉଁ ହିନ୍ଦୁ ଧର୍ମର ବ୍ୟକ୍ତି ଯଦି ନିଜ ଶରୀରର ବୃଦ୍ଧି କରିବା ପାଇଁ ମାଂସର ସେବନ କରିଥାନ୍ତି ତେବେ ସେହି ବ୍ୟକ୍ତିଠାରୁ ବଡ଼ ମହାପାପୀ ଆଉ କେହି ନୁହଁ।ଏବଂ ମୃତ୍ୟୁ ପରେ ତାକୁ ଏହି ସମସ୍ତ ପାପର ଦଣ୍ଡ ଅବଶ୍ୟ ଭୋଗ କରିବାକୁ ପଡିବ।ଯାହା ବହୁତ ଭୟାନକ ଅଟେ।

ଏକଥା ତ ସମସ୍ତେ ଜାଣିଛନ୍ତି ଯେ ଚିକେନ୍ ମାଂସହରି ଅଟ।କିନ୍ତୁ ଏ କଥା କଣ ଜାଣିଛନ୍ତି ଅଣ୍ଡା ମାଂସହରି ନା ନୁହଁ।ଏବଂ ଅଣ୍ଡା ଖାଇବା ଦ୍ୱାରା ଆମକୁ କେଉଁସବୁ ପାପ ଲାଗିଥାଏ?ଆଜିର ଏହି ଆର୍ଟିକିଲରେ ଆମେ ଏହା ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

କିଛି ଲୋକ କୁହନ୍ତିକି ଅଣ୍ଡା ସକାହାରି ଅଟେ ଏବଂ କିଛି ଲୋକ କୁହନ୍ତି ଅଣ୍ଡା ମାଂସହରି ଅଟେ।ଆମେ ଏଠାରେ ଏହା କହିରଖୁଛୁ ଅଣ୍ଡା ମାଂସହରି ନୁହେଁ କିଂନ୍ତୁ ଆପଣ ଏହାକୁ ଖାଇଲେ ପାପ ଲାଗିଥାଏ।ଆପଣ ବନସ୍ପତି ଖାଇ ପାରିବେ କାରଣ ସେଥିରେ ଚେତନା ସୁପ୍ତ ହୋଇ ରହିଥାଏ।ଯେଉଁ ଭଳି ଭାବରେ ବନସ୍ପତିରେ ସୁପ୍ତ ଅବସ୍ଥା ରହିଥାଏ ସେହିଭଳି ଭାବରେ ଅଣ୍ଡାରେ ମଧ୍ୟ ସୁପ୍ତ ଅବସ୍ଥା ରହିଥାଏ।

କିନ୍ତୁ ଅଣ୍ଡା ଖାଇଲେ ପାପ ଲାଗିଥାଏ ଏବଂ ବନସ୍ପତି ଖାଇଲେ ପାପ ଲାଗି ନଥାଏ।ବନସ୍ପତି ହେଉଛି ଗହମ ଭାତ ଡାଲି ଆଦି।କାରଣ ଏଠାରେ କଥା ପାପ କିମ୍ବା ପୁଣ୍ୟର ନୁହେଁ।ବରଂ ହିଂସା କିମ୍ବା ଅହିଂସାର ଅଟେ।ଅଣ୍ଡା ଖାଇବା ପାପ ଅଟେ କାରଣ ଅଣ୍ଡା ସହିତ ତା ମାଆର ଭାବନା ଜଡିତ ହୋଇ ରହିଥାଏ।

ଆମେ ଯେକୌଣସି ପନିପରିବା ଖାଇପାରିବା କାରଣ ଏହି ଗଛ ଆମେ ନିଜେ ଲଗାଇଥାଉ।ଶରୀରର ଉର୍ଜାକୁ ବନାଇ ରଖିବା ପାଇଁ ଫଳ ଏବଂ ପନିପରିବା ଆଦି ଖାଇବାକୁ ପଡିଥାଏ।ଅଣ୍ଡାକୁ ଯଦି ଆପଣ ଖାଇଥାନ୍ତି ତେବେ ଏହାର ଅର୍ଥ ହୋଇଥାଏ ଆପଣ ସେହି ମାଆର ପିଲାକୁ ଚୋରି କରିନେଲେ।ଅର୍ଥାତ ସେହି ମନୁଷ୍ୟ ପାପ କରିଲା ସେହି ମାଆକୁ ତାର ସନ୍ତାନ ଠାରୁ ଅଲଗା କରି।

କୁକୁଡ଼ା ଯେଉଁମାନେ ପାଳନ କରିଥାନ୍ତି ସେମାନେ ଇଞ୍ଜେକ୍ସନ ଦେଇଥାନ୍ତି ସେହି କୁକୁଡ଼ାକୁ ଅଧିକ ଅଣ୍ଡା ଦେବାପାଇଁ।ଏହାଦ୍ୱାରା କୁକୁଡ଼ାକୁ ବହୁତ କଷ୍ଟ ହୋଇଥାଏ।ତେଣୁ ସାଙ୍ଗମାନେ ଅଣ୍ଡା ସକାହାରି ଅଟେ କିନ୍ତୁ ସେଥିରେ ତାର ପାପ ପୁଣ୍ୟ ଏବଂ ତା ମାଆର ଭାବନା ଜଡିତ ହୋଇ ରହିଥାଏ।ଯଦି ମଧ୍ୟ ଆମେ ଅଣ୍ଡା ଖାଇବା ନାହିଁ ତେବେ ମଧ୍ୟ ଆମେ ଜୀବିତ ରହିପାରିବା।ମନୁଷ୍ୟକୁ କକୌଣସି ଏପରି ଦ୍ରବ୍ଯର ସେବନ କରିବା ଉଚିତ ନୁହେଁ ଯାହାଦ୍ୱାରା କୌଣସି ଅନ୍ୟ ଜୀବକୁ କଷ୍ଟ ହେବ।

Leave a Reply

Your email address will not be published. Required fields are marked *