ଏହି ପୁରୁଷ ମାନେ କୋଟିଏ ରେ ଗୋଟିଏ ହୋଇଥାନ୍ତି – ଜୀବନରେ ମହା କୋଟିପତି ହୁଅନ୍ତି ଏମାନେ – ଆପଣ ଏହି ଭାଗ୍ୟବାନ ଲୋକ ଅଟନ୍ତି କି

Spread the love

ଯଦି ଜଣେ ନାରୀଙ୍କୁ ଘରର ଲକ୍ଷ୍ମୀ କୁହା ଯାଇଥାଏ ତେବେ ଜଣେ ପୁରୁଷଙ୍କୁ ପାଳନ କର୍ତ୍ତା ଭଗବାନ ହରୀଙ୍କ ସହିତ ତୁଳନା କରା ଯାଇଥାଏ।ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଭଗବାନ ହରିଙ୍କ ବିନା ଅସମ୍ପୂର୍ଣ୍ଣ ମନା ଯାଇଥାଏ।ତେବେ ଯଦି ଜଣେ ନାରୀ ଅନ୍ନପୂର୍ଣା ହୋଇଥାଏ ତେବେ ଜଣେ ପୁରୁଷକୁ ସେ ଅନ୍ନର ଦାତା ବୋଲି କୁହାଯାଇଥାଏ।ସମୁଦ୍ର ଶାସ୍ତ୍ରରେ ଉଭୟ ନାରୀ ଓ ପୁରୁଷଙ୍କର ସ୍ଵଭାବ ବିଷୟରେ ବର୍ଣ୍ଣନା କରାଯାଇଛି।ଏହି ଶାସ୍ତ୍ରରେ କୁହାଯାଇଛି କେଉଁ ପୁରୁଷର ଭାଗ୍ୟ ତା ସହିତ ଅଧିକ ସାଥ ଦେବ।ଏହା ସହିତ ସେ କେତେ ଅଧିକ ସଫଳତା ପ୍ରାପ୍ତ କରିବ ଏଥିରେ କୁହାଯାଇଛି।

ଯେଉଁ ପୁରୁଷ ମାନଙ୍କର ମଥା ୪ ଆଙ୍ଗୁଳି ମୋଟର ଚଉଡ଼ା ହୋଇଥାଏ ସେହି ପୁରୁଷ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏହା ସହିତ ସେହି ପୁରୁଷ ମାନଙ୍କ ମଥାରେ ଯଦି କଟା ବା ଖଣ୍ଡିଆ ଚିହ୍ନ ରହିଥାଏ ତେବେ ସେମାନଙ୍କୁ ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିପାରେ।ସେଥିପାଇଁ ସର୍ବଦା ନିଜର ମଥାକୁ ସଫା ରଖନ୍ତୁ।ଯେଉଁ ପୁରୁଷ ମାନଙ୍କ ଶରୀରରୁ ସର୍ବଦା ଦୁର୍ଗନ୍ଧ ବାହାରି ଥାଏ ସେହି ପୁରୁଷମାନେ ସଫଳତା ହେବାର ସମ୍ଭାବନା ବହୁତ କମ ରହିଥାଏ।

ଏମାନଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡେ।ଶାସ୍ତ୍ରରେ କୁହାଯାଇଛି କି ଶରୀରକୁ ସର୍ବଦା ସ୍ୱଚ୍ଛ ଓ ସୁଗନ୍ଧିତ ରଖିବା ଆବଶ୍ୟକ।ଯାହା ଫଳରେ ସେମାନେ ସଫଳ ହୋଇ ପାରିବେ।ଯେଉଁ ମାନଙ୍କ ଶରୀରକୁ ଗନ୍ଧ ବାହାରିଥାଏ ସେମାନଙ୍କର ମଙ୍ଗଳ ଦ୍ଵାର ସର୍ବଦା ବନ୍ଦ ରହିଥାଏ।ସେଥିପାଇଁ ଏମାନେ ଚନ୍ଦନର ବ୍ୟବହାର କରିବା ଆବଶ୍ୟକ।

ଏହା ସହିତ ଯେଉଁ ବ୍ୟକ୍ତିର ସ୍ୱର ସ୍ପଷ୍ଟ ହୋଇଥାଏ ସେହି ବ୍ୟକ୍ତି ମାନଙ୍କ ଭାଗ୍ୟ ଅତ୍ୟନ୍ତ ଉଜ୍ବଳ ହୋଇଥାଏ।ଏମାନେ କେବେ ମଧ୍ୟ କୌଣସି କାର୍ଯ୍ୟରେ ଅସଫଳ ହୋଇ ନଥାନ୍ତି।ଏମାନଙ୍କ ପାଖରେ ମଧ୍ୟ ଧନର ଅଭାବ ଦେଖାଯାଏ ନାହିଁ।ଏହା ସହିତ ଯେଉଁ ବ୍ୟକ୍ତି ମାନଙ୍କ ସ୍ୱର କମ ହୋଇଥାଏ।ସେମାନଙ୍କୁ କାହାରି କଥା ଶୁଣ ଯାଏ ନାହିଁ।

ସେମାନଙ୍କୁ ସଫଳତା ପାଇବା ପାଇଁ ଅନେକ ପରିଶ୍ରମ କରିବାକୁ ପଡେ।ଏହା ସହିତ ସେମାନେ ଅନେକ ସଂଘର୍ଷ ପରେ ଯାଇ ସଫଳତା ପାଇ ପାରନ୍ତି ଏହା ସହିତ ଯେଉଁ ବ୍ୟକ୍ତିମାନଙ୍କର ଆଖି ଅଧିକ କଳା ହୋଇଥାଏ ସେମାନେ ମଧ୍ୟ ନିଜ ଜୀବନରେ ଅନେକ ସଫଳତା ପାଇ ଥାଆନ୍ତି।

ଏହା ସହିତ ସେମାନେ ଅନେକ ପରିଶ୍ରମ କରିଥାନ୍ତି ସଫଳତା ପାଇବା ପାଇଁ।ସେଥିପାଇଁ ସଫଳତା ଏମାନଙ୍କର ପିଛା କରିଥାଏ।ଏହା ସହିତ ଯଦି ବାମ ପାଦର ଅନ୍ୟ ଆଙ୍ଗୁଠି ବୁଢ଼ା ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ତେବେ ସେହି ବ୍ୟକ୍ତି ଅନେକ ଭଲ ସ୍ୱଭାବର ହୋଇଥାଏ।

ସେହି ବ୍ୟକ୍ତି ଅନେକ ସହନଶିଳ ଓ ଅନେକ ଭଲ ଗୁଣର ଅଧିକାରୀ ହୋଇଥାଏ।ସେମାନେ ନିଜ ଜୀବନରେ ଅନେକ ଆଗକୁ ଯାଇଥାନ୍ତି।ଏହା ସହିତ ସେମାନେ ଅନେକ ସଫଳତା ପ୍ରାପ୍ତ କରିଥାନ୍ତି।ଏହା ସହିତ ଯେଉଁ ପୁରୁଷ ମାନେ ଚାଲିବା ସମୟରେ ଶବ୍ଦ କରିଥାନ୍ତି ସେମାନଙ୍କ ବ୍ୟକ୍ତିତ୍ଵ ଉପରେ ଭରସା କରାଯାଏ ନାହିଁ।ଯେଉଁ ମାନେ ଚାଲିବା ସମୟରେ କୌଣସି ଶବ୍ଦ କରନ୍ତି ନାହିଁ ସେମାନେ ଜୀବନରେ ଅନେକ ଉଚ୍ଚକୁ ଯାଇଥାନ୍ତି।

Leave a Reply

Your email address will not be published. Required fields are marked *