କିଶୋର ଭାଇନା ମଟନ,୨୫ ବର୍ଷ ଧରି ଭୁବନେଶ୍ୱରର ନମ୍ବର ୧ ମଟନ ହେବାର ଅସଲ Secret କଣ ରହିଛି…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଅନେକ ଜାଗା ଯାଇଥିବେ ଏବଂ ଅନେକ ପ୍ରକାର ଖାଦ୍ୟ ଖାଇଥିବେ।ତେବେ ଆମେ ଆଜି ଯେଉଁ ହୋଟେଲ ବିଷୟରେ କଥା ହେବା ତାହା ଭୁବନେଶ୍ୱରର ସବୁଠାରୁ ଫେମସ ହୋଟେଲ ଅଟେ।

ତେବେ ମଟନ ପ୍ରେମୀଙ୍କ ପାଇଁ ଖୁସି ଖବର।ଆପଣ ସମସ୍ତେ ନାଁ ଶୁଣିଥିବେ କିଶୋର ଭାଇନା ମଟନ।ତେବେ ଏହା ଭୁବନେଶ୍ୱରର ସବୁଠାରୁ ପ୍ରସିଦ୍ଧ ମଟନ ହୋଟେଲ ଅଟେ।ଆମେ ଆଜି ତାହା ବିଷୟରେ କିଛି ବିଶେଷ ଖବର ଜାଣିବା।ଓ ଏହା ମଧ୍ୟ ଜାଣିବା ସେ କିପରି ଭାବରେ ପ୍ରସ୍ତୁତ କରିଥାନ୍ତି।

ତେବେ କିଶୋର ଭାଇନାଙ୍କୁ ପଚରାଯାଇଥିଲା ସେ କିପରି ଭାବରେ ବ୍ୟବସାୟ ଆରମ୍ଭ କରିଥିଲେ ଓ ବ୍ୟବସାୟ କିପରି ଚାଲିଛି।ତେବେ ତାଙ୍କର ମଟନ ପରିମାଣ ସବୁବେଳେ ଭରପୁର ଥାଏ ଏବଂ ଅନେକ ଲୋକ ପ୍ରତିଦିନ ଆସି ମଟନ ଖାଇଥାନ୍ତି।ତେବେ କିଶୋର ଭାଇନା କହିଛନ୍ତି ଯେ ସେ ୧୯୯୧ରୁ ଏହା ଆରମ୍ଭ କରିଥିଲେ

ଏବଂ ସେତେବେଳେ ସେ କିଲେ ଢେଢ଼ କିଲେ ଚାଉଳରେ ବିକୁଥିଲେ।ସେବେଠାରୁ ଆରମ୍ଭ ହୋଇଛି ଏବଂ ଆଜି ପର୍ଯ୍ୟନ୍ତ ପହଞ୍ଚିଛି।ଯେତେବେଳେ ଭୁବନେଶ୍ୱରରର ମଟନ କଥା ଉଠିଥାଏ ସେତେବେଳେ କିଶୋର ଭାଇନାଙ୍କ ମଟନ କଥା ସମସ୍ତେ ଭାବିଥାନ୍ତି।ସମସ୍ତେ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଆସିଥାନ୍ତି।କିଶୋର ଭାଇନାଙ୍କ କହିବା

ଅନୁସାରେ ସେ ନିଜେ ହିଁ ସବୁ ପ୍ରସ୍ତୁତ କରିଥାନ୍ତି।ମାର୍କେଟିଂରୁ ନେଇ ମଟନ ବାଢିବା ପର୍ଯ୍ୟନ୍ତ ତାଙ୍କର ଗୋଟିଏ କାମ ତାଙ୍କର ମିସ୍ତ୍ରୀ ନାହିଁ।ତାଙ୍କର ମାର୍କେଟିଂ ମ୍ୟାନେଜର ନାହିଁ ଏବଂ ସେ ଯାହାବି କରିଥାନ୍ତି ନିଜେ କରିଥାନ୍ତି।ଓ ଏହା ସହିତ ତାଙ୍କର ଭଲ ଭାବରେ ମଟନ ବିକ୍ରି ହୋଇଥାଏ।ଯେତେବେଳେ ପ୍ରଥମ ଲକ ଡାଉନ ହୋଇଥିଲା

ତାଙ୍କର ବେପାର ଠିକ ଠାକ ଚାଲିଥିଲା କିନ୍ତୁ ଏହାପର ଲକ ଡାଉନ ତାଙ୍କ ପାଇଁ ଏତେ ଭଲ ଯାଇ ନଥିଲା।ସେଠାକୁ ଆସିଥିବା ଦର୍ଶକ ମାନେ ମଧ୍ୟ ଏହାକୁ ନେଇ ଏନେକ ଉତ୍ସାହିତ ଥାନ୍ତି ଏବଂ ସେମାନେ ମଟନକୁ ଆନନ୍ଦର ସହିତ ଖାଇଥାନ୍ତି।ସମସ୍ତେ କହିଥାନ୍ତି ଯେ ନିଜର ପ୍ରଥମ ଚଏସ କିଶୋର ଭାଇନାଙ୍କ ମଟନକୁ ଦେଇଥାନ୍ତି।

ସେମାନେ କହିଥାନ୍ତି ଯେ ଅନେକ ବଡ଼ ଜାଗରେ ମଧ୍ୟ ସେ ମଟନ ଖାଇଥାନ୍ତି କିନ୍ତୁ ଏଭଳି ସ୍ୱାଦ ସେମାନଙ୍କୁ କେଉଁଠି ମିଳିନଥାଏ।ଏଠାରେ ଲୋକମାନେ ସବୁ ଜିନିଷ ସାମ୍ନାରେ ଦେଖିଥାନ୍ତି ସାମ୍ନାରେ ରୋଷେଇ ହେବ ଓ ସବୁ କିଛି ହେବ।ଜିନିଷ ଟି ଫ୍ରେସ ଥାଏ ଏବଂ ସ୍ୱାଦିଷ୍ଟ ମଧ୍ୟ ଥାଏ।ତେବେ ଆପଣ ଯଦି କେବେ ଭୁବନେଶ୍ୱର ଯାଆନ୍ତି ତେବେ ନିଶ୍ଚିତ ଭାବରେ କିଶୋର ଭାଇନାଙ୍କ ମଟନ ଖାଇଥାନ୍ତି।

Leave a Reply

Your email address will not be published. Required fields are marked *