ଆପଣଙ୍କ ପିଲା (Student) ପାଠ ପଢା ମନେ ରଖିବା ପାଇଁ ଏହି ଉପାୟ ଗୁଡିକ ନିହାତି କରନ୍ତୁ,ସବୁବେଳେ ଆପଣ ଆଗରେ ରହିବେ ଓ Class ରେ ପ୍ରଥମ ହେବେ

Spread the love

ତେବେ ଅନେକ ପିଲା ପାଠ ପଢିବା ସମୟରେ ସେମାନଙ୍କର କିଛି ପାଠ ମନେ ରହି ନଥାଏ।ଏହା ସହିତ କିଛି ପିଲା ଏପରି ଅଛନ୍ତି ଯେଉଁମାନେ ଅନେକ ସମୟ ପାଠ ପଢିବା ପରେ ମଧ୍ୟ ସେମାନଙ୍କର ପରୀକ୍ଷାରେ କିଛି ମନେ ପଡେ ନାହିଁ।ଏହା ସହିତ ଏପରି କିଛି ପିଲା ମଧ୍ୟ ଅଛନ୍ତି ଯେଉଁମାନେ ଅଳ୍ପ ପାଠ ପଢି ମଧ୍ୟ ପରୀକ୍ଷାରେ ଅନେକ ଭଲ ନମ୍ୱର ରଖି ପାରନ୍ତି।

ତେବେ ଏହିପରି ହେବାର କାରଣ କଣ ହୋଇପାରେ।ଜଣେ ଅଳ୍ପ ପାଠ ପଢି ମଧ୍ୟ ଅଧିକ ମାର୍କ କିପରି ରଖୁଛି।ତେବେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଏପରି କିଛି ପିଲା ରହିଥାନ୍ତି ଯେଉଁମାନେ ଅନେକ ସମୟ ପାଠ ପଢନ୍ତି କିନ୍ତୁ ସେମାନଙ୍କର ସଠିକ ଭାବରେ ପାଠ ମନେ ରହେ ନାହିଁ।ଏହା ସହିତ ଏପରି ହେବାର କାରଣ ହେଉଛି ସେମାନଙ୍କର ପାଠ ପଢ଼ାରେ ସଠିକ ଭାବରେ ମନେ ରହେ ନାହିଁ।

ତେବେ ଏପରି ହେବାର କାରଣ ହେଉଛି ସେମାନଙ୍କର ଅବହେଳା।କିଛି ପିଲା ପରୀକ୍ଷା ଆଗରୁ ହିଁ ପାଠ ପଢି ଥାଆନ୍ତି।ସେମାନେ ଆଗରୁ ପାଠ ନ ପଢି କେବଳ ପରୀକ୍ଷା ପୂର୍ବରୁ କିମ୍ବା ପରୀକ୍ଷା କିଛି ଦିନ ପୂର୍ବରୁ ହିଁ ନିଜର ପାଠ ପଢା ଆରମ୍ଭ କରିଥାନ୍ତି।ଏହା ସହିତ ଏପରି କିଛି ପିଲା ଅଛନ୍ତି ଯେଉଁମାନେ ଏହିପରି ଭାବରେ ପାଠ ପଢି ଭଲ ନମ୍ବର ରଖି ପାରନ୍ତି ନାହିଁ।

ତେବେ ଏହାର ସମାଧାନ କରିବା ପାଇଁ ଅନେକ ପିତାମାତା ଅନେକ ପ୍ରୟାସ କରିଥାନ୍ତି କିନ୍ତୁ ସେମାନେ ନିଜର ପ୍ରୟାସରେ ବିଫଳ ହୋଇ ଥାଆନ୍ତି।ତେବେ ଅନେକ ପିଲା ପାଠ ପଢିବା ସମୟରେ ଖେଳ ଖେଳିବାକୁ ଅନେକ ସମୟରେ ପସନ୍ଦ କରିଥାନ୍ତି ସେଥିପାଇଁ ସେମାନେ ପାଠ ପଢ଼ାରେ ଅବହେଳା କରିଥାନ୍ତି।ଯାହା ଫଳରେ ସେମାନେ ସଠିକ ଭାବରେ ପାଠ ମନେ ରଖି ପାରନ୍ତି ନାହିଁ।

ତେବେ ଜେଉଁ ପିଲାମାନେ ଅଧିକ ନମ୍ବର ରଖି ଥାଆନ୍ତି ସେମାନେ ଆପଣଙ୍କ ଠାରୁ ଅଧିକ ବିଦ୍ୱାନ ଏପରି ହୋଇ ନଥାଏ।ସେମାନେ ନିଜର ପାଠକୁ ଅଳ୍ପ ଅଳ୍ପ କରି ଶେଷ କରିଥାନ୍ତି ସେଥିପାଇଁ ପରୀକ୍ଷା ସମୟରେ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡେ ନାହିଁ ଏହା ସହିତ ସେମାନେ ପରୀକ୍ଷାରେ ଭଲ ନମ୍ବର ରଖି ଥାଆନ୍ତି।ତେବେ ଯେଉଁମାନେ ପାଠ ପୂର୍ବରୁ ଅଳ୍ପ ଅଳ୍ପ କରି ପଢ଼ି ଥାଆନ୍ତି

ସେମାନଙ୍କୁ ପରୀକ୍ଷା ସମୟରେ କିଛି ଅଧିକ ଅସୁବିଧା ହୁଏ ନାହିଁ।ଯାହା ଫଳରେ ସେମାନେ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖିବାରେ ସଫଳ ହୋଇ ପାରିବେ।ପାଠ ପଢିବା ସମୟରେ କୌଣସି କାର୍ଯ୍ୟରେ ନିଜକୁ ଲଗାନ୍ତୁ ନାହିଁ।ଏହା ସହିତ ପାଠ ପଢ଼ିବା ସମୟରେ ପିଲାମାନେ ଅନ୍ୟ କୌଣସି ବିଷୟରେ ଧ୍ୟାନ ନ ଦେଇ କେବଳ ପାଠ ପଢ଼ାରେ ନିଜକୁ ନିୟୋଜିତ କରିବା ଆବଶ୍ୟକ।

ଯାହା ଫଳରେ ସେମାନେ ଭଲ ନମ୍ୱର ରଖି ପାରିବେ।ତେବେ ପାଠ ପଢ଼ିବାର ସବୁଠାରୁ ଭଲ ସମୟ ହେଉଛି ସକାଳ ସମୟ।ଆପଣ ଉଠିବା ପରେ ପାଠ ପଢ଼ିବା ଫଳରେ ଆପଣଙ୍କର ପାଠ ଭଲ ମାନେ ରହିଥାଏ।ଏହା ସହିତ ପାଠ ପଢ଼ିବା ସହିତ ଏହାକୁ ଲେଖିବା ଫଳରେ ଏହା ଆପଣଙ୍କ ପାଇଁ ଅଧିକ ଫଳପ୍ରଦ ହୋଇଥାଏ।ତେବେ ପାଠ ପଢ଼ିବା ସହିତ ଲେଖିବା ମଧ୍ୟ ନିହାତି ଆବଶ୍ୟକ।

Leave a Reply

Your email address will not be published. Required fields are marked *