ଓଡ଼ିଆ Singer ଅସୀମା ପଣ୍ଡାଙ୍କ ପ୍ରକୃତ ଜୀବନର କାହାଣୀ ବିଷୟରେ ଜାଣିଛନ୍ତି କି ଆପଣ ? ଅସୀମା ପଣ୍ଡା ସବୁବେଳେ Happy ଦେଖାଗଲେ ମଧ୍ୟ ତାଙ୍କ ଭିତରେ ଏହି ଦୁଃଖ ସବୁବେଳେ

Spread the love

ଆପଣମାନେ ସର୍ଵଦା ନିଜ ପସନ୍ଦର ଗୀତିକାର ତଥା ସେଲିବ୍ରେଟି ମାନଙ୍କ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାସ କରିଥାନ୍ତି ଖାସ କରି ତାଙ୍କ କିଛି ନିଜ ଜୀବନ ବିଷୟରେ। ସେହିପରି ଆଜି ଆମେ ଓଡ଼ିଆ ସିଙ୍ଗର ଅସୀମା ପଣ୍ଡାଙ୍କ ପ୍ରକୃତ ଜୀବନ ବିଷୟରେ କିଛି ଏପରି କଥା କହିବାକୁ ଯାଉଛୁ ଯାହା ହୁଏତ ଆପଣ ଆଗରୁ ଜାଣିନଥିବେ।ତେବେ ଆସନ୍ତୁ ଜାଣିବା କଣ ସେଇ କଥା।

ଆପଣଙ୍କୁ କହିରଖିବୁ ବହୁତ କମ ଲୋକ ଏପରି ଥାନ୍ତି ଯିଏକି ଏତେ କମ ସମୟ ମଧ୍ୟରେ ଏତେ ଲୋକପ୍ରିୟ ହୋଇପାରିଥାନ୍ତି ଯାହାଙ୍କ ମଧ୍ୟରୁ ଅସୀମା ପଣ୍ଡା ଜଣେ ଅଟନ୍ତି।ସେ ନିଜର ସୁନ୍ଦର କଣ୍ଠରେ ସୁନ୍ଦର ସୁନ୍ଦର ଗୀତ ଗାଇ ବହୁତ କମ ସମୟ ମଧ୍ୟରେ ଓଡିଶା ବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରିଛନ୍ତି।ସେ ଆମ ଓଡ଼ିଆର ଜଣେ ଚୁଲବୁଲି ଗାୟକ

କହିରଖିବୁ ସେ ୨୫ ଅକ୍ଟୋବର ୧୯୮୨ ରେ ଓଡିଶାର ଢେଙ୍ଗାନାଳ ଜିଲ୍ଲାର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ। ସେ ବହୁତ ଗୀତ ଗାଇବାର ଦେଖା ଯାଇଛନ୍ତି।ଯଦି ଆମେ ତାଙ୍କ ପରିବାର କଥା କହିବା ତେବେ ତାଙ୍କ ପରିବାରରେ ତାଙ୍କ ବାପା, ମା ଓ ବଡ଼ ଭାଇ ଅଛନ୍ତି। ତାଙ୍କ ଉଚ୍ଚତା ହେଉଛି ୫ଫୁଟ ୭ ଇଁଚି

ତାଙ୍କର ଇଚ୍ଛା ହେଉଛି ଗୀତ ଗାଇବା ସେ ସୁନ୍ଦର ସୁନ୍ଦର ଗୀତ ଗାଇ ଓଡିଶା ବାସୀଙ୍କ ମନ କିଣିନେଇଛନ୍ତି ଓ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇପାରିଛନ୍ତି।ତାଙ୍କ ଗୀତ, ଦେଶୀ ପିଲା, ହଳଦୀ ଗିନା ଆଦି ସେ ଗାଇଥିବା ଗୀତ ଏବେ ସୁପରହିଟ ହୋଇଛି।ଏହା ବହୁତ ଭାଇରଲ ବି ହୁଏ।ତାଙ୍କର ଗୀତ ସହିତ ଯେଉଁ ତାଳ ଏବଂ କମ୍ପୋଜିସନ ତାହା ବେଶ ପ୍ରଶଂସା ଯୋଗ୍ୟ ଅଟେ ବୋଲି ଦେଖାଯାଏ।

ଓଡ଼ିଶାରେ ତାଙ୍କର ବହୁତ ଫ୍ୟାନ୍ସ ବି ଅଛନ୍ତି।ଆପଣଙ୍କୁ କହିରଖିବୁ ଅସୀମା ପଣ୍ଡା ଜଣକୁ ବିବାହ ମଧ୍ୟ କରିସାରିଛନ୍ତି।ସେ ବର୍ଷ ୨୦୧୫ରେ ମାନସ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ।ବିବାହର ୬ ମାସ ପରେ ଦୁହିଁଙ୍କର ଡାଇଭସ ହୋଇଯାଇଥିଲା ଯାହା ପରେ ଅସୀମା ଆଉ ବିବାହ କରିନଥିଲେ ବରଂ ସିଙ୍ଗଲ ରହିଛନ୍ତି ଓ ନିଜ ଘରେ ରହୁଛନ୍ତି।ତାଙ୍କ ବିବାହ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି।

ଏହା ସହ କହିରଖିବୁ ସେ ବିବାହ କରିଥିବା ମାନସଙ୍କୁ ବହୁତ କମ ଲୋକ ଜାଣିଛନ୍ତି ଓ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ନେଇ କୌଣସି ଚର୍ଚା ନାହିଁ।ଆପଣଙ୍କୁ କହିରଖିବୁ ଏବେ ଓଲିଉଡ଼ ଜଗତରେ ଅସୀମା ପଣ୍ଡା ସବୁଠୁ ପ୍ରପୁଲାର ସିଙ୍ଗରଙ୍କ ମଧ୍ୟରୁ ଜଣେ।ସେ ଅନେକ ଗୀତ ଗାଇ ନିଜ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ତାଙ୍କର ଗୀତ ପ୍ରାୟ ଲୋକଙ୍କୁ ପସନ୍ଦ।ତାଙ୍କର ଅନେକ ଫ୍ୟାନ୍ସ ବି ଅଛନ୍ତି।ତେବେ ଆପଣମାନଙ୍କୁ ମଧ୍ୟ ଅସୀମାଙ୍କ ଗୀତ କେମିତି ଲାଗେ ଆମକୁ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *