ଅପରାଜିତା ମହାନ୍ତିଙ୍କ ଜୀବନର ଏହି ସତ୍ୟତା ଆପଣ ଜାଣି ନଥିବେ କେବେ – ଏହି ବଡ ହିରୋଇନ ଅପରାଜିତା ଙ୍କ ନିଜ ଭଉଣୀ ଅଟନ୍ତି..

Spread the love

ଆମେ ସମସ୍ତେ ଅପରାଜିତା ମହାନ୍ତିଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ।ସେ ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ପାରଦର୍ଶିତା ଦେଖାଇ ପାରିଥିଲେ।

ଏହା ସହିତ ସେ ଅନେକ ଲୋକଙ୍କ ପାଇଁ ପ୍ରେରଣା ହୋଇ ପାରିଥିଲେ ଓ ଅନେକ ଲୋକଙ୍କୁ ଅଭିନୟ କରିବା ପାଇଁ ପ୍ରେରିତ କରି ପାରିଥିଲେ।ତେବେ ସେ ୧୯୬୫ ମସିହାରେ କଟକ ଠାରେ ଜନ୍ମ ଘଟଣା କରିଥିଲେ ଓ ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ବୟସ ହୋଇଛି।ସେ ବର୍ତ୍ତମାନ ନିଜର ପରିବାର ସହିତ ଭୁବନେଶ୍ୱର ଠାରେ ରହିଛନ୍ତି।ଆମେ ସମସ୍ତେ ଜାଣୁ ତାଙ୍କର ପୁଅଙ୍କ ନାମ ହେଉଛି ବାବୁ ସାନ।ସେ ମଧ୍ୟ ଜଣେ ଅଭିନେତା ଅଟନ୍ତି।

ସେ ନିଜର ଅଭିନୟ ମାଧ୍ୟମର ଓଡ଼ିଶାର ସମସ୍ତ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ମଧ୍ୟ ନିଜର ମାଆ ଅପରାଜିତାଙ୍କ ଠାରୁ ପ୍ରେରଣା ପାଇଛନ୍ତି ବୋଲି କୁହନ୍ତି।ସେ ଏକା ଧାରରେ ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ଅଟନ୍ତି।ଆମେ ସମସ୍ତେ ଜାଣୁ ସେ ଉତ୍ତମ ମହାନ୍ତିଙ୍କୁ ବିବାହ କରିଥିଲେ।ଉତ୍ତମ ମହାନ୍ତି ହେଉଛନ୍ତି ଜଣେ ଅଭିନେତା।ଅଭିନେତ୍ରୀ ଅପରାଜିତଙ୍କ ପିତାଙ୍କ ନାମ ଅବଦୁଲ ଆଜିଜ ଖାଁ।ମା ଙ୍କ ନାମ ହରାପ୍ରିୟ ରାୟ। ଅପରାଜିତାଙ୍କ ସ୍ୱାମୀଙ୍କ ନାମ ଉତ୍ତମ ମହାନ୍ତି।ଅପରାଜିତା ୧୯୮୭ ମସିହାରେ ଉତ୍ତମ ଙ୍କୁ ବିବାହ କରିଥିଲେ।

ଯିଏକି ଅନେକ ଦଶକ ପର୍ଯ୍ୟନ୍ତ ଓଡ଼ିଆ ଅଭିନୟ ଜଗତ ଉପରେ ରାଜ କରିଥିଲେ।ସେ ଅନେକ ଲୋକଙ୍କ ପ୍ରିୟ ହୋଇପାରିଥିଲେ ଓ ସେ ଅନେକ ଲୋକଙ୍କୁ ନିଜର ଅଭିନୟ ଦ୍ଵାରା ବାନ୍ଧି ରଖୁଥିଲେ।ତେବେ ସେ ୧୯୮୭ ମସିହାରେ ପରସ୍ପରକୁ ବିବାହ କରିଥିଲେ ଓ ସେମାନେ ଅନେକ ଚଳଚ୍ଚିତ୍ରରେ ଏକାଠି ମଧ୍ୟ ଅଭିନୟ କରିଥିଲେ।

ସେମାନେ ଏକାଠି ଅନେକ ସୁପରହିଟ ଚଳଚ୍ଚିତ୍ର ଆମ ଓଡ଼ିଆ ଫିଲ୍ମ ଜଗତକୁ ଭେଟି ଦେଇଛନ୍ତି।ତେବେ ଅପରାଜିତା ୨୦୧୮ ମସିହାରେ ବିଜେପିରେ ଯୋଗ ଦେଇଥିଲେ।ସେ ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ନିଜର ଜୀବନ ଆଗକୁ ବଢ଼ାଉଛନ୍ତି।ତେବେ ସେ ୧୯୮୦ ମସିହାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।

ଏହାପରେ ସେ କେବେ ମଧ୍ୟ ପଛକୁ ଚାହିଁ ନାହାନ୍ତି।ସେ ବର୍ତ୍ତମାନ ଅନେକ ସଫଳତାର ପାହାଚ ଚଢି ସାରିଛନ୍ତି।ଏହା ସହିତ ସେ ସବୁଡଦିନ ପାଇଁ ଓଡ଼ିଶାର ଦର୍ଶକ ମାନଙ୍କର ପ୍ରିୟ ହୋଇ ରହିଛନ୍ତି।ଏହା ସହିତ ଆଜି ମଧ୍ୟ ଓଡ଼ିଶାର ଅନେକ ଦର୍ଶକ ତାଙ୍କର ଅଭିନୟ ଦେଖିବାକୁ ଅନେକ ମାତ୍ରାରେ ପସନ୍ଦ କରନ୍ତି।

ତେବେ ଲୋକମାନଙ୍କର ତାଙ୍କ ପ୍ରତି ଥିବା ଭଲ ପାଇବା ସବୁଦିନ ପାଇଁ ରହିବ।ସେ ଅଭିନୟ କରିଥିବା ପ୍ରଥମ ଫିଲ୍ମ ହେଉଛି ସୀତା ଲବକୁଶ।ଏହି ଫିଲ୍ମ ଜରିଆରେ ସେ ପ୍ରଥମ ଥର ପାଇଁ ଓଡ଼ିଶାର ଦର୍ଶକ ମାନଙ୍କ ସମ୍ମୁଖକୁ ଆସିଥିଲେ।ତେବେ ଏହା ପରେ ସେ ପ୍ରାୟ ୨୦୦ ରୁ ଅଧିକ ଫିଲ୍ମରେ ନିଜର ଅଭିନୟ କରିବାର ଦକ୍ଷତା ଦେଖାଇ ସାରିଛନ୍ତି।ତେବେ ସେ ବର୍ତ୍ତମାନ କିଛି ସମୟ ହେବ ନିଜକୁ ଅଭିନୟ ଦୁନିଆରୁ ଦୂରେଇ ରଖିଛନ୍ତି।ତେବେ ବର୍ତ୍ତମାନ ମଧ୍ୟ ତାଙ୍କୁ ପରଦା ଉପରେ ଦେଖିବା ପାଇଁ ଅନେକ ଲୋକ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *