ମା ହେବା ଖୁସିରେ କିପରି ନାଚିଲେ ଅନିଶା ଶର୍ମା – ଆଉ ଏହାପରେ ଯାହା ହେଲା ଜାଣିଲେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ..

Spread the love

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ମା ହେବା ଖୁସିରେ କିପରି ନାଚିଛନ୍ତି ଅନିଶା ଶର୍ମା।ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ଓଲିଉଡ ଦୁନିଆର ଜବରଦସ୍ତ ଯୋଡି ଅନିସା ଶର୍ମା ଓ ଶୁଭାଶିଷ ପରସ୍ପରକୁ ସୁଟିଂ ସେଟରେ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ଏବେ କିନ୍ତୁ ଖବର ଆସିଚି ଯେ ଅନିଶା ଏବେ ମା ହେବାକୁ ଯାଉଛନ୍ତି ଓ ସେ ଏଥିପାଇଁ ଖୁସିରେ ନାଚିଛନ୍ତି।

ଆପଣ ମାନେ ତ ଜାଣିଥିବେ ଯେ ଅନିଶା ଓ ସୁ ଶୁଭାଶିଷଙ୍କ ଭିତରେ ପ୍ରେମ ବିବାହ ହୋଇଛି।ସେ ଦୁଇଜଣ ପରସ୍ପରକୁ ବହୁତ ପୂର୍ବରୁ ଭଲ ପାଉଥିଲେ।ସେ ଏହାପରେ ବିବାହ ବନ୍ଧନରେ ବାନ୍ଧି ହେଲେ।ଓଲିଉଡ ଦୁନିଆର ଏହି ଯୋଡି ବହୁତ ସିରିଏଲ ଓ ଫିଲ୍ମ ମାନଙ୍କରେ ଅଭିନୟ କରିଛନ୍ତି।ଆପଣ ମାନେ ତ ଜାଣିଥିବେ ଯେ ଅନିଶା ବହୁତ ଗୁଡ଼ିଏ ସିରିଏଲରେ ଅଭିନୟ କରିଛନ୍ତି।

ବର୍ତ୍ତମାନ ସେ ମା ହେବାକୁ ଯାଉଥିବାରୁ କୌଣସି ଧାରାବାହିକରେ ଅଭିନୟ କରୁନାହାଁନ୍ତି।ସେ ବର୍ତ୍ତମାନ ଓଲିଉଡ ଦୁନିଆରୁ ସମ୍ପୂର୍ଣ ଭାବେ ଦୂରେଇ ରହିଛନ୍ତି।କିନ୍ତୁ ବର୍ତ୍ତମାନ ସୁଭାସିସ ହେ ପ୍ରଭୁ ଧାରାବାହିକରେ ଅଭିନୟ ଜାରୀ ରଖିଛନ୍ତି।ତାଙ୍କର ଜବରଦସ୍ତ ଅଭିନୟ ଆପଣ ମାନେ ଏହି ସିରିଏଲରେ ଦେଖିବାକୁ ପାଉଥିବେ।

ଏହାଛଡା ସେ ବହୁତ ସାରା ଫିଲ୍ମ ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି।ପରସ୍ପର ସୁଟିଙ୍ଗ ସେଟରୁ ଭଲ ପାଇ ବସିଥିଲେ।ବର୍ତ୍ତମାନ ସମୟରେ ମା ହେବା ପାଇଁ ଯାଉଛନ୍ତି ଅନିଶା।ଆଉ ଅଳ୍ପ ଦିନ ଭିତରେ ମା ହେବାକୁ ଯାଉଛନ୍ତି ଅନିଶା।ସୋସିଆଲ ମିଡିଆରେ ଏହି ଖୁସିକୁ ସେ ସମସ୍ତଙ୍କୁ ଜଣାଇ ନାଚି ଏହି ଖୁସି ଜାହିର କରିଛନ୍ତି।

ସେ କିପରି ଭାବେ ନିଜ ବେବିର ଯତ୍ନ ନେଉଛନ୍ତି ତାହା ମଧ୍ୟ ସମର୍ଥକ ମାନଙ୍କ ସହିତ ସେୟାର କରିଛନ୍ତି।ସୁଭାସିସ ମଧ୍ୟ ଏହି କଥାକୁ ନେଇ ବହୁତ ଖୁସିରେ ଥିବା ଜଣା ପଡିଛି।ଆଗାମୀ ଭବିଷ୍ୟତରେ ବାପା ଓ ମାଆ ହେବାକୁ ଯାଉଛନ୍ତି ଅନିଶା ଓ ସୁଭାସିସ।ଆପଣ ମାନଙ୍କୁ ଏହି ଯୋଡି ନିଶ୍ଚିତ ଭଲ ଲାଗୁଥିବେ।ସୁଭାସିସ ଓ ଅନିଶା ପରସ୍ପରକୁ ତାଙ୍କ ପ୍ରଥମ ଧାରାବାହିକ ଅଭିନୟ କରୁଥିବା ସମୟରେ ଭଲ ପାଇ ବସିଥିଲେ।

ଏହିପରି ଭାବେ ତାଙ୍କ ପ୍ରେମ ଲୁଚା ଛପା ଭାବେ ଚାଲିଲା।ଶେଷରେ ଦୁହେଁ ନିଷ୍ପତି ନେଲେ ଯେ ପରସ୍ପର ବିବାହ କରିବେ।ଓଲିଉଡ ଜଗତରେ ଏହି ଦୁଇ ଜଣ ବହୁତ ସାରା ଧାରାବାହିକ ଓ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି।ସେମାନଙ୍କୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି।ସେ ଏହା ଭିତରେ ମା ହେବାକୁ ଯାଉଛନ୍ତି ଓ ଏହାକୁ ନେଇ ସୁଭାସିସ ନିଜ ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *