ଆସିଲା ବଡ ନିଯୁକ୍ତି ର ଖବର – ପୋଷ୍ଟ ଅଫିସ ନୂଆ ନିଯୁକ୍ତି ଆସିଲା – ଯଦି ଆପଣ ୧୦ମ ପାସ କିମ୍ବା +୨ ପାସ ଅଟନ୍ତି ତେବେ ନିଶ୍ଚୟ ଜାଣିରଖନ୍ତୁ କିପରି ଚାକିରୀ ମିଳିବ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ନୂତନ ନିଯୁକକ୍ତି ବିଷୟରେ ଜାଣିବା।ଆଜି ଆମେ ପୋଷ୍ଟ ଅଫିସରୁ ଆସିଥିବା ଏକ ନିଯୁକ୍ତି ବିଷୟରେ ଅଲୋଚନା କରିବା।ତେବେ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଆଲୋଚନାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆସନ୍ତୁ ଜାଣିବା ଏହି ବିଷୟରେ।ଏହି ପୋଷ୍ଟ ଅଫିସରୁ ଆସିଥିବା ନୂତନ ନିଯୁକ୍ତିର ପୋଷ୍ଟ କଥା କହିଲେ ତିନୋଟି ପୋଷ୍ଟ ଦେଖିବାକୁ ମିଳିଛି।ପ୍ରଥମେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମ ପୋଷ୍ଟଟି ହେଉଛି ପର୍ସନାଲ ଆସିଷ୍ଟାଣ୍ଟ ବା ପି ଏ।

ଅନ୍ୟଟି ହେଉଛି ଏମ ଟି ଏସ।ଯାହା ହେଉଛି ମଲ୍ଟି ଟାସ୍କଙ୍ଗ।ଅନ୍ୟଟି ହେଉଛି ସାର୍ଟିଙ୍ଗ ଆସିଷ୍ଟାଣ୍ଟ।ଏହି ଭଳି ଭାବରେ ତିନିଗୋଟି ପୋଷ୍ଟ ଆସିଅଛି।ଯଦି ଆମେ ଏଠାରେ ଆପ୍ଲିକେସନ ମୋଡ଼ କଥା କହିବା ତେବେ ଆପଣ ଏଥିରେ ଅଫଳାଇନ ଆପ୍ଲିକେସନ ଦେଖିବାକୁ ମିଳିବ।ଏବେ ଆସନ୍ତୁ ଜାଣିବା କେଉଁମାନେ ଏହାକୁ ଆବେଦନ କରିପାରିବେ।

ଯଦି ଆମେ ଦେଖିବା ଉଭୟ ପୁଅ ଏବଂ ଝିଅ ଏଥିରେ ଆବେଦନ କରିପାରିବେ।ଶିକ୍ଷାଗତ ଯୋଗ୍ୟତା କଥା କହିଲେ ଯଦି ଆପଣଙ୍କ ନିକଟରେ ଦଶମ ପାସ କିମ୍ବା +୨ ପାସର ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ଆପଣ ଏଥିରେ ଆବେଦନ କରି ପାରିବେ।ଯଦି ଆପଣ ଦଶମ ପାସ କରିଛନ୍ତି ତେବେ ଆପଣ ଏମ ଟି ଏସ ପାଇଁ ଆବେଦନ କରି ପାରିବେ।ଏବଂ ଯଦି +୨ପାସ କରିଛନ୍ତି ତେବେ ଆପଣ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ଆବେଦନ କରିପାରିବେ।

ବୟସ ସୀମା କଥା କହିଲେ ଆପଣଙ୍କୁ ୧୮ବର୍ଷ ହେବା ଆବଶ୍ୟକ ଏବଂ ଆପଣଙ୍କୁ ଅତିବେସୀରେ ୩୨ ବର୍ଷ ବୟସ ହୋଇଥିବା ଦରକାର।ଯଦି ଆପଣ ଏସ ସି କିମ୍ବା ଏସ ଟି ଅଟନ୍ତି ତେବେ ଆପଣଙ୍କୁ ୫ ବର୍ଷର ଛାଡ଼ ରହିଛି।ଏଥିରେ ଓଡ଼ିଶାର ସବୁ ଜିଲାର ପାର୍ଥି ଆବେଦନ କରିପାରିବେ।ଯଦି ଆପଣଙ୍କ ମାଟ୍ରିକ କିମ୍ବା +୨ରେ ଅଧିକ ମାର୍କ ଅଛି ତେବେ ନିଶ୍ଚିତ ଭାବରେ ଏଥିରେ ଆବେଦନ କରନ୍ତୁ।

ସିଲେକ୍ସନ ପ୍ରୋସେସ କଥା କହିଲେ ଏଥିରେ ଆପଣଙ୍କୁ ମାର୍କ ବେସିସରେ ସିଲେକ୍ସନ କରାଯିବ।ଆପ୍ଲିକେସନ ଫି କଥା କହିଲେ ପୋଷ୍ଟାଲରେ ଆପଣ ଆବେଦନ କରିବା ସମୟରେ ଆପଣଙ୍କୁ ଏଥିରେ ୧୦୦ ଟଙ୍କା ଆପ୍ଲିକେସନ ଫି ଦେବାକୁ ପଡିଥାଏ।ସ୍ୟାଲେରି ଡିଟେଲସ କଥା ଦେଖିଲେ ଆପଣଙ୍କୁ ଅତି କମରେ ୧୮୦୦୦ ଟଙ୍କା ଦିଆଯିବ ଏବଂ ଆପଣଙ୍କ ଏହା ବୃଦ୍ଧିହୋଇ ୮୧୦୦୦ ପର୍ଯ୍ୟନ୍ତ ହୋଇ ପାରିବ।

ତେବେ ଆପଣ ଆବେଦନ କରିବାକୁ ଚାହୁଁଥିଲେ ତାହାର ଅଫିସିଆଲ ୱେବସାଇଟ ଭିଜିଟ କରି ସବୁ ଡିଟେଲସ ଭଲ ଭାବରେ ପଢିପାରିବେ।ୱେବ ଆବେଦନ କରିପାରିବେ।ଯଦି ଆପଣ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଏବେର ଫଟୋ ଏହା ସହିତ ଆପଣଙ୍କ ଏବେର ଦସ୍ତଖତ ଏହାପରେ ସବୁ ଡିଟେଲସ ସଠିକ ଭାବରେ ଜାଣିବାପରେ ଏହାକୁ ଆପଣ ସ୍ପିଡ଼ ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ।

Leave a Reply

Your email address will not be published. Required fields are marked *