ଅଭିନେତ୍ରୀ ରାଧିକାଙ୍କ ପ୍ରକୃତ ନାମ ହେଉଛି ମିତାଲୀ।ସେ ନୁଅବୋହୁ ଚଳଚ୍ଚିତ୍ରରେ ବହୁତ ଭଲ ଅଭିନୟ କରୁଛନ୍ତି।ସେ ନିଜର ଅଭିନୟ ଦ୍ୱାରା ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ଏହି ନୂଆ ବୋହୂ ଚଳଚ୍ଚିତ୍ରକୁ ଅନେକ ସଫଳତା ଦେଇ ପାରିଛନ୍ତି।
ଏହା ସହିତ ସେ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତର ଜଣେ ତାରକା ସହିତ ସମାନ।ତେବେ ସେ ଖୁବ କମ ସମୟ ମଧ୍ୟରେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରି ପାରିଥିଲେ।ସେ ଗତ କିଛି ବର୍ଷ ତଳେ ଓଡିଆ ଅଭିନୟ ଜଗତରେ ନିଜର ଜୀବନ ଆରମ୍ଭ କରିବା ପାଇଁ ଆସିଥିଲେ।ଏହାପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରି ସାରିଲେଣି।ତାଙ୍କର ଅଭିନୟ ବହୁତ ଆକର୍ଷକ ହୋଇଥାଏ।
ସେଥିପାଇଁ ସେ ବର୍ତ୍ତମାନ ଓଡ଼ିଶାର ଅନେକ ଲୋକଙ୍କର ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରୀ ହୋଇ ଥିବାରୁ ତାଙ୍କୁ ସମସ୍ତ ଦର୍ଶକ ମାନେ ଅନେକ ଭଲପାଇବା ମଧ୍ୟ ଦେଉଛନ୍ତି।ତେବେ କିଛି ଦିନ ତଳେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।ଯେଉଁଥିରେ ସେ କାନ୍ଦୁଥିବାର ମଧ୍ୟ ଦେଖା ଯାଇଥିଲା।ଫଳରେ କିଛି ଲୋକ ଏହା ଅନୁମାନ କରିଥିଲେ କି ତାଙ୍କର କିଛି ଅସୁବିଧା ହୋଇଛି।କିନ୍ତୁ ବାସ୍ତବରେ ତାଙ୍କର କିଛି ଅସୁବିଧା ହୋଇ ନଥିଲା।
ଆମେ କିଛି ଦିନ ତଳେ ତାଙ୍କର ଭଉଣୀଙ୍କ ବିବାହ ସମ୍ପର୍କରେ ଜାଣି ଥିବା।ଏହା ସହିତ ତାଙ୍କର ଭଉଣୀଙ୍କ ବିବାହରେ ସେ ଅନେକ ମଜା ମସ୍ତି କରୁଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।ଯାହା ଫଳରେ ସେ ଅନେକ ଚର୍ଚ୍ଚାକୁ ଆସିଥିଲେ।କିନ୍ତୁ ତାଙ୍କର ସେହି କାନ୍ଦିବାର କାରଣ ହେଉଛି ଯେତେବେଳେ ତାଙ୍କର ଭଉଣୀ ତାଙ୍କ ଘରୁ ବିଦାୟ ନେଇ ନିଜର ଶାଶୁ ଘରକୁ ଯାଉଥିଲେ ସେତେବେଳେ ସେମାନେ ନିଜର ବିଚ୍ଛେଦ ସହି ନ ପାରି କାନ୍ଦି ପକାଇ ଥିଲେ।ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା।
ତେବେ ତାଙ୍କର କାନ୍ଦିବା ପଛରେ ଏହା କାରଣ ଥିଲା।କିନ୍ତୁ କିଛି ଲୋକ ଏହାକୁ ତାଙ୍କର କିଛି ଅସୁବିଧା ବୋଲି ଭାବି ନେଇଥିଲେ।କିନ୍ତୁ ବାସ୍ତବରେ ତାଙ୍କର ସେପରି କିଛି ଅସୁବିଧା ହୋଇ ନାହିଁ।ତେବେ ତାଙ୍କର ଭଉଣୀଙ୍କ ବିବାହରେ ସେ ବହୁତ ଖୁସି ଥିଲେ।କିନ୍ତୁ ତାଙ୍କର ଭଉଣୀ ଯେତେବେଳେ ବିବାହ ପରେ ବର୍ତ୍ତମାନ ଆଉ ତାଙ୍କ ସହିତ ନାହାନ୍ତି ସେ ସେଥିପାଇଁ ଅନେକ ଦୁଃଖୀ ଅଛନ୍ତି ବୋଲି ଜଣା ପଡ଼ିଛି।ଏହା ସହିତ ସେ ଅଭିନୟ ଦୁନିଆକୁ ଫେରିବା ପରେ ପୁଣି ସବୁକିଛି ଠିକ ହୋଇଯିବ ବୋଲି ତାଙ୍କର ପ୍ରଶଂସକ ଆଶା କରିଛନ୍ତି।