ଅନୁ ଚୌଧୁରୀ ଓ ଶ୍ରୀତମ ଦାସ ଙ୍କ ବିବାହ ଫୋଟୋ ଇଣ୍ଟରନେଟ ରେ ଭାଇରଲ ହେଉଛି – ଫୋଟୋ ପଛର ସତ୍ୟତା କଣ ରହିଅଛି ଜାଣିରଖନ୍ତୁ ଏବେ ଆପଣମାନେ

Spread the love

ତେବେ ଆମେ ସମସ୍ତେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ମନୋରଞ୍ଜନ କରି ପାରନ୍ତି।ଏହା ସହିତ ସେ ଓଲିଉଡ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖି ପାରନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ନିଜର ଦକ୍ଷତାର ପ୍ରମାଣ ଦେଇ ସାରିଛନ୍ତି।ସେ ହେଉଛନ୍ତି ଜଣେ ଉଚ୍ଚକୋଟୀର ଅଭିନେତ୍ରୀ।

ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଦର୍ଶକ ମାନଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି।ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।

ତେବେ ସେ ନିଜର ଅଭିନୟ ଦୁନିଅକୁ ଆସିବା ପରେ ନିଜର ଅନେକ ମାନ ସମ୍ମାନ କମାଇ ସାରିଛନ୍ତି।ସେ ନିଜର ପରିବାରର ନାମକୁ ଅନେକ ଉଚ୍ଚକୁ ନେଇ ଯାଇଛନ୍ତି।ତେବେ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଦକ୍ଷତା ବଳରେ ଆଗକୁ ବଢ଼ିବାକୁ ଚାହିଁଥାନ୍ତି।ଏହା ସହିତ ସେ ବର୍ତ୍ତମାନ ପର୍ଯ୍ୟନ୍ତ। ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।

ତେବେ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିବା ପରେ ସେ ଅନେକ ଆଗକୁ ଯାଇ ସାରିଛନ୍ତି।ତେବେ ତାଙ୍କର ବିବାହ କିଛି ବର୍ଷ ତଳେ ସମ୍ପୂର୍ଣ୍ଣ ହୋଇଥିଲା।ମାତ୍ର ଏହି ବିବାହ ବନ୍ଧନ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା।ଯାହା ଫଳରେ ସେମାନଙ୍କର କୌଣସି ବ୍ୟକ୍ତିଗତ କାରଣ ପାଇଁ ସେମାନଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।ଅନୁ ଚୌଧୁରୀ ଅନେକ ଦିନ ହେବ ଏକା ରହୁଛନ୍ତି।

ତେବେ ଏହି କିଛି ଦିନ ତଳେ ଏକ ଫଟୋ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାର କାରଣ ହୋଇଥିଲା।ଯେଉଁଥିରେ ଅନୁ ଚୌଧୁରୀ ବଧୂ ବେଶରେ ସଜାଇ ହୋଇଥିଲେ ଓ ତାଙ୍କର ପାଖରେ ଅଭିନେତା ଶ୍ରୀତମ ବର ବେଶରେ ସଜାଇ ହୋଇ ଛିଡ଼ା ହୋଇଥିଲେ।ମାତ୍ର ସମସ୍ତେ ଏହା ଭାବୁଛନ୍ତି କି ଅନୁ ଚୌଧୁରୀ ଦିତୀୟ ବିବାହ କରିବାକୁ ଯାଉଛନ୍ତି ତାହା ପୁଣି ଶ୍ରୀତମଙ୍କ ସହିତ।ମାତ୍ର ଏହା ଏକ ସମ୍ପୂର୍ଣ୍ଣ ମିଥ୍ୟା ଘଟଣା।

ଏପରି କିଛି ମଧ୍ୟ ହୋଇନାହିଁ ବୋଲି ଅନୁ ଚୌଧୁରୀ କହିଛନ୍ତି।ତେବେ ସେ ନିଜର ବଧୂ ବେଶରେ ସଜାଇ ହେବାର କାରଣ ସମ୍ପର୍କରେ କହିଛନ୍ତି କି ସେ ଏକ ଚଳଚ୍ଚିତ୍ରରେ କାମ କରୁଛନ୍ତି।ଯାହାର ନାମ ହେଉଛି ମାଆର ମମତା।

ଏହି ଚଳଚ୍ଚିତ୍ରରେ ସେ ନିଜର ଏକ ଅଭିନୟ କାର୍ଯ୍ୟ କରିବା ପାଇଁ ବଧୂ ବେଶରେ ସଜାଇ ହୋଇଥିଲେ ଓ ଯେହେତୁ ଶ୍ରୀତମ ତାଙ୍କର ସହ ଅଭିନେତା ସେଥିପାଇଁ ସେ ମଧ୍ୟ ବର ବେଶରେ ସଜାଇ ହୋଇଥିଲେ।ମାତ୍ର ଏହାର କୌଣସି ଏକ ନିର୍ଦ୍ଧିଷ୍ଟ କାରଣ ନାହିଁ ଯାହା ଫଳରେ ଲୋକମାନେ ତାଙ୍କର ଦିତୀୟ ବିବାହ ହେଉଛି ବୋଲି କହିବେ।ତେବେ ସେ କହିଛନ୍ତି କି ଏହି ଖବର ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ।

Leave a Reply

Your email address will not be published. Required fields are marked *