ଓଡ଼ିଶାର ଲୋକପ୍ରିୟ ସିଙ୍ଗର Asima ପଣ୍ଡା କେତେ ଟଙ୍କାର ମାଲିକ ଅଟନ୍ତି ଆପଣ ଜାଣିଛନ୍ତି କି ? ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ,ଗୀତ ଗାଇବା ବ୍ୟତୀତ ଏହି ସବୁ କାମରୁ ତାଙ୍କର Income ହୁଏ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ସିନେମା ଏବଂ କଳା ଜଗତର କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଆପଣମାନେ ସମସ୍ତେ ତ ଓଡ଼ିଆ ଫିମେଲ ପ୍ଲେ ବ୍ୟାକ ସିଙ୍ଗର ଆସିମା ପଣ୍ଡାଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ସେ ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି।ଅସୀମା ପଣ୍ଡାଙ୍କୁ ଓଡିଶାରେ କିଏ ବା ନଜାଣେ।ସେ ତାଙ୍କ ସଙ୍ଗୀତ ମଧ୍ୟରେ ସମଗ୍ର ଓଡିଶା ବାସୀଙ୍କ ମନକୁ କିଣି ଘରେ ଘରେ ପରିଚିତ ହୋଇଛନ୍ତି।ସେ ଯେଉଁ ଗୀତ ଗାଇ ଥାନ୍ତି ସେହି ଗୀତ ନିଶ୍ଚିତ ଭାବରେ ହିଟ ହୋଇଥାଏ।

ଓଡିଶାର ଘରେ ଘରେ ପରିଚିତ ଓଲିଉଡ ପ୍ଲେବ୍ୟାକ ଗାୟିକା ହେଉଛନ୍ତି ଅସୀମା ପଣ୍ଡା।ସେ ଏକା ଧାରାରେ ଜଣେ ବହୁମୁଖୀ ପ୍ରତିଭା ଅଟନ୍ତି।ଏବଂ ତାଙ୍କର ଏକ ଯାଦୁଗରୀ ସ୍ୱର ଅଛି।ତାଙ୍କୁ ତାଙ୍କ ସଙ୍ଗୀତ ଦୁନିଆରେ କ୍ୟାରିଅର କରିବା ପାଇଁ ଘର ଲୋକ ସମର୍ଥନ କରିଥିବାରୁ ସେ ସେଥିପାଇଁ ଘର ଲୋକଙ୍କୁ ଅଧିକ ଧନ୍ୟବାଦ ଦେଇଛନ୍ତି।ତାଙ୍କ କହିବା ଅନୁସାରେ ଗୀତ ଗାଇବା ହେଉଛି ତାଙ୍କର ଜୀବନ।ଗୀତ ଗାଇବାକୁ କେବେ ମଧ୍ୟ ଛାଡିପାରି ନଥିଲେ ଅସୀମା ପଣ୍ଡା।

ଏହାପରେ ଅସୀମା ଆଗକୁ ବଢି ଚାଲିଲେ।ତାଙ୍କ ଜୀବନରେ ମଧ୍ୟ ଅନେକ ବାଧା ବିଘ୍ନ ଆସିଥିଲା।ସେ ସବୁକୁ ପଛରେ ପକାଇ ସେ ବର୍ତ୍ତମାନ ସମୟରେ ଓଡ଼ିଶାର ନମ୍ବର ୧ ଫିମେଲ ପ୍ଲେବ୍ୟାକ ସିଙ୍ଗର ଅଟନ୍ତି।ତାଙ୍କ ଯୁକ୍ତ ଦୁଇ କଲେଜ ସମୟରେ କିଛି ସମୟ ପାଇଁ ସେ ସଙ୍ଗୀତରୁ ବିଚ୍ୟୁତ ହୋଇଥିଲେ ମଧ୍ୟ ସେ କଲେଜରୁ ପାସ କରିବା ପରେ ପୁଣିଥରେ ତାଙ୍କର ସଙ୍ଗୀତ ଯାତ୍ରା କରିଥିଲେ।ତାଙ୍କ ଜୀବନରେ ମଧ୍ୟ କିଛି ସିକ୍ରେଟ ରହିଛି ଯାହାକି ସେ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ।

ଅସୀମା ପଣ୍ଡାଙ୍କ ସ୍ୱମୀ ମାନସ କୁମାର ଥିଲେ ଏବଂ ସେ ଜଣେ ବିଜନେସ ମ୍ୟାନ ରହିଥିଲେ।୨୦୧୪ ମସିହାରେ ସେ ଅସୀମା ପଣ୍ଡାଙ୍କୁ ବିବାହ କରିଥିଲେ।ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ସମ୍ପର୍କରେ ଫାଟ ଆସିଥିଲା।ଏବଂ ଦୁହେଁ ଦୁହିଁଙ୍କୁ ୨୦୧୬ ମସିହାରେ ଡିଭୋର୍ସ ବା ଛାଡ଼ପତ୍ର ଦେଇଥିଲେ।ତେବେ ଅସୀମା ଗୀତ ଗାଏବ ବ୍ୟତୀତ ଷ୍ଟେଜ ସୋ ଓ ବିଭିର୍ନ କମ୍ପାନୀ ର ବିଜ୍ଞାପନ କରି ଲକ୍ଷ ଲକ୍ଷ ତାଙ୍କ ରୋଜଗାର କରନ୍ତି

ଏହାପରେ ଅସୀମା ପଣ୍ଡା ସିଙ୍ଗିଲ ଅଛନ୍ତି।ଆଜି ସୁଦ୍ଧା ଡିଭୋର୍ସର କାରଣ ସ୍ପଷ୍ଟ ଭାବରେ ଜଣା ପଡିନାହିଁ।ଡିଭୋର୍ସ ପରେ ଅସୀମା ପଣ୍ଡା ଓଲିଉଡରେ ଆହୁରି ଅଧିକ କାମ ପାଇବାରେ ଲାଗିଲେ।ରାତାରାତି ହଳଦି ଗିନା ଗୀତରୁ ସିଙ୍ଗିଙ୍ଗ ସୁପର ଷ୍ଟାର ହୋଇଗଲେ ଅସୀମା ପଣ୍ଡା।ଏହାପରେ ରାନୁ ଲୋ ରାନୁ ଗୀତ ପପୁ ପମ ପମଙ୍କ ସହିତ ଗାଈ ସଫଳତାର ଆହୁରି ଏକ ପାହାଚ ଚଢ଼ିଥିଲେ।

ତାଙ୍କ ଘର ହେଉଛି ଢେଙ୍କାନାଳ।ତାଙ୍କ ଘରର ଦାମ ୨୦ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କର ମୋଟ ସମ୍ପତି ହେଉଛି ପ୍ରାୟ ୧ କୋଟି ଟଙ୍କା।ସେ ଗୋଟିଏ ଫିଲ୍ମ ଗୀତ ଗାଇବାପାଇଁ ୫୦ ହଜାର ଟଙ୍କା ନେଉଥିବା ବେଳେ ଗୋଟିଏ ଅଲବମ ଗୀତ ଗାଇବା ପାଇଁ ୧୦ରୁ ୧୫ ହଜାର ଟଙ୍କା ନେଇଥାନ୍ତି।ତେବେ ଆପଣାକୁ ଅସୀମା ଙ୍କ ଗୀତ କିପରି ଲାଗେ ନିଶ୍ଚୟ କମେନ୍ଟ କରି ଜଣେଇବେ

Leave a Reply

Your email address will not be published. Required fields are marked *