ତପସ୍ୱିନୀ Bed ରୁମରେ ଯେ ରହିବେ ସେଭଳି କିଛି ନିର୍ଦେଶ କୋର୍ଟର ନାହିଁ,ଏଭଳି ଚମକେଇବା ଭଳି କଥା କହିଲେ ପ୍ରମୋଦ ସାହୁ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ଆଜି ଶେଷ ହେବାକୁ ଯାଉଛି।ତେବେ ତପସ୍ଵିନୀ ବର୍ତମାନ ନିଜର ଶ୍ୱଶୁର ଘରକୁ ଯାଇ ପାରିବେ ବୋଲି କୋର୍ଟ ରାୟ ଦେଇଛନ୍ତି।ଏହା ସହିତ କୋର୍ଟ ଏହି ରାୟ ଦେବା ପରେ ବର୍ତ୍ତମାନ ଅନେକ ଲୋକ ଖୁସି ମଧ୍ୟ ହୋଇଛନ୍ତି।ତେବେ ତପସ୍ଵିନୀ ଅନେକ ଦିନ ହେବ ନିଜର ଶ୍ୱଶୁର ଘରକୁ ଯିବା ପାଇଁ ନିଜର ଶ୍ୱଶୁର ଘର ସମ୍ମୁଖରେ ସେହିପରି ଭାବରେ ଧାରଣାରେ ବସି ରହିଥିଲେ।

ତେବେ ଶେଷରେ ଆଜି କୋର୍ଟ ତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯିବା ପାଇଁ ମଧ୍ୟ ବହୁତ ଖୁସି ଅଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ପତିଙ୍କ ପାଖରେ ରହିବା ପାଇଁ ମଧ୍ୟ ବହୁତ ଖୁସି ଅଛନ୍ତି।ଏହା ସହିତ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି କି ଡକ୍ଟର ସୁମିତଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କୌଣସି ଖବର ନାହିଁ।

ତେବେ ତପସ୍ଵିନୀ ବର୍ତ୍ତମାନ ଏହା ଆଶା କରିଛନ୍ତି କି ସେ ନିଜର ଶ୍ୱଶୁର ଘରକୁ ଯିବା ପରେ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କୁ ଆପଣାଇ ନେବେ।ଏହା ସହିତ ସେ କହିଛନ୍ତି କି ତାଙ୍କର ଶ୍ୱଶୁର ଓ ଆଶୀର୍ବାଦ କଲେ ସେ ନିଜର ପତିଙ୍କ ସହିତ ପୁଣି ସୁନାର ସଂସାର ଗଢିବେ।ଏହା ସହିତ ସେ କହିଥିଲେ କି ତାଙ୍କର ପତିଙ୍କ ସହିତ ସେ ରହିବା ପାଇଁ ଚାହୁଁଛନ୍ତି

ସେହି କାରଣରୁ ତାଙ୍କର ପତି ଯେଉଁଠି ମଧ୍ୟ ଅଛନ୍ତି ତାଙ୍କୁ ଖୋଜି ଆଣିବା ପାଇଁ ସେ ନିବେଦନ କରିଛନ୍ତି।ଏହା ସହିତ ତପସ୍ଵିନୀ କହିଥିଲେ କି ସେ ନ୍ୟାୟରେ ଥିବାରୁ ଆଜି ସେ ବିଜୟୀ ହୋଇଛନ୍ତି।ଏହା ସହିତ ତପସ୍ୱିନୀଙ୍କ ଓକିଲ କହିଥିଲେ କି ତପସ୍ଵିନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ଓଡ଼ିଶା ପାଇଁ ଏକ ଉଦାହରଣ ହୋଇ ପାରିଛନ୍ତି।

ତେବେ ଏହାପରେ ଆଉ କୌଣସି ପତି ମଧ୍ୟ ନିଜର ପତ୍ନୀଙ୍କ ସହିତ ଖରାପ ବ୍ୟବହାର କରିବାକୁ ସାହାସ କରିବେ ନାହିଁ କି ତାଙ୍କୁ ଛାଡ଼ିବା ପାଇଁ ମଧ୍ୟ ପ୍ରୟାସ କରିବେ ନାହିଁ ବୋଲି ବର୍ତ୍ତମାନ ତପସ୍ଵିନୀଙ୍କ ଓକିଲ କହିଛନ୍ତି।ଏହା ସହିତ ପ୍ରମିଳା ମାଉସୀ ମଧ୍ୟ ଏହି କଥାକୁ ନେଇ ବହୁତ ଅଧିକ ଖୁସି ଥିବା ଜଣା ପଡ଼ିଛି।

ତେବେ ତପସ୍ୱିନୀଙ୍କ ମାଆ ମଧ୍ୟ ଏହି ଘୋଷଣା ପରେ ବହୁତ ଅଧିକ ଖୁସି ଥିବା ଜଣା ପଡ଼ିଛି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯାଉଥିବାରୁ ତାଙ୍କର ମାଆ ମଧ୍ୟ ବହୁତ ଅଧିକ ଖୁସି ଅଛନ୍ତି।ଏହା ସହିତ ସେ ବର୍ତ୍ତମାନ ତାଙ୍କର ଝିଅ ଏହି କାଲହରେ ବିଜୟୀ ହୋଇ ଥିବାରୁ ସେ ବହୁତ ଅଧିକ ଖୁସି ଥିବା ମଧ୍ୟ କହିଛନ୍ତି।

ଏହା ସହିତ ବର୍ତ୍ତମାନ ତପସ୍ଵିନୀ ନିଜର ପତିଙ୍କୁ ତାଙ୍କ ପାଖକୁ ଫେରାଇ ଆଣିବା ପାଇଁ ବର୍ତ୍ତମାନ ସମସ୍ତଙ୍କ ପାଖରେ ନିବେଦନ କରିଛନ୍ତି।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଡକ୍ଟର ସୁମିତଙ୍କ ଘର ପାଖ ଅଞ୍ଚଳରେ ୧୪୪ ଧାରା ସେହିପରି ଭାବରେ ବଳବତ୍ତର ରହିଛି।ତେବେ ସୁମିତ ଙ୍କ ବାପା ପ୍ରମୋଦ ସାହୁ କହିଛନ୍ତି ଯେ ତପସ୍ୱିନୀ ଙ୍କୁ ବେଡ଼ରୁମରେ ଯେ ରହିବେ ସେଭଳି କିଛି ନିର୍ଦେଶ କୋର୍ଟର ନାହିଁ ଆମେ ଅନ୍ୟ ବ୍ୟବସ୍ତା କରୁଚୁ

Leave a Reply

Your email address will not be published. Required fields are marked *