ଶ୍ୱଶୁର ଘର ଯାଇପାରୁ ନାହାନ୍ତି ତପସ୍ୱିନୀ,Police ଙ୍କ ସହିତ ଯୁକ୍ତିତର୍କ କଲେ ଓକିଲ ଆଉ ତାପରେ ଯାହା ହେଲା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା ମାମଲା ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଡାକ୍ତର ସୁମିତ ଏବଂ ତାଙ୍କ ପତ୍ନୀ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା ମାମଲା ବିଷୟରେ ନିହାତି ଭାବରେ ଜାଣିଥିବେ।

ବର୍ତ୍ତମାନ ସମୟରେ ଏହି ଖବର ସାରା ଓଡିଶାରେ ଭାଇରାଲ ହେବାରେ ଲାଗିଛି।ତେବେ ବର୍ତ୍ତମାନ ତପସ୍ୱିନୀ ସୁମିତଙ୍କ ଘର ଆଗ ବାରଣ୍ଡାରେ ରହୁଛନ୍ତି।ଏକ ବିଶେଷ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି।ତେବେ ତପସ୍ୱିନୀଙ୍କ ଓକିଲ ପୋଲିସଙ୍କ ସହିତ ଯୁକ୍ତିତର୍କ କରିବାର ନଜର ଆସିଛନ୍ତି ଏବଂ ଏହି ଭିଡିଓ ଅନେକ ମାତ୍ରାରେ ଭାଇରାଲ ମଧ୍ୟ ହୋଇଛି।

ତେବେ ପୋଲିସ ଯେତେବେଳେ ଆସି ଯେତେବେଳେ ସେମାନଙ୍କୁ ସେଠାରୁ ଉଠିବା ପାଇଁ କହିଥିଲେ ସେ ତାହାର ଅର୍ଡର ଟି ଦେଖାଇବାକୁ କହିଥିଲେ।ଏବଂ ପୋଲିସ ମଧ୍ୟ ତାଙ୍କୁ ଅର୍ଡର ଦେଖାଇବାକୁ କହିଥିଲେ।ଏହାପରେ ଓକିଲ ତାଙ୍କୁ ସେହି ଅର୍ଡର ଦେଖାଇଥିଲେ ଏବଂ କହିଥିଲେ ଡାକ୍ତରର ପତ୍ନୀ ହିସାବରେ ତାଙ୍କୁ କେଉଁଠି ରହିବା ଉଚିତ।

ଏହାପରେ ସେହି ଅର୍ଡର ଫର୍ମରେ ଯାହା ସବୁ ଲେଖା ଅଛି ତାହାକୁ ପଢିକରି ବୁଝାଇଥିଲେ।ଏହାପରେ ତାହାର ସେୟାର ହାଉସ ହୋଲଡ଼ କଥା ମଧ୍ୟ କହିଥିଲେ।ତାଙ୍କ ସେୟାର ହାଉସ ହୋଲଡ଼ ହେଉଛି ଯେଉଁ ଜାଗାରେ ସେ ରହୁଥିଲା ବୋଲି ଓକିଲ ଜଣଙ୍କ କହିଥିଲେ।ଡାକ୍ତରଙ୍କ ସ୍ତ୍ରୀ ଯେଉଁଠି ରହୁଥିଲା ତାହା ସେୟାର ହାଉସ ହୋଲଡ଼ ବୋଲି କହିଥିଲେ।

ଏହାପରେ ପୋଲିସ କହିଥିଲେ ତାହା ଏଥରେ ମେନସନ ହୋଇନାହିଁ।ଏହାପରେ ସେ ରାଗିକରି କହିଥିଲେ ଯଦି ଏହା ମେନସନ ନାହିଁ ଆପଣମାନେ ଯାହା ରିପୋର୍ଟ କରି କରିଦିଅନ୍ତୁ।ଏହାପରେ ମୁଁ ଏହାର କଥା ବୁଝିବି।ଜଣେ ଡାକ୍ତରର ସ୍ତ୍ରୀ ଡାକ୍ତରର ସ୍ତ୍ରୀ ଭଳି ରହିବ।ତାହାର ଅର୍ଥ ହେଉଛି ସେୟା।ସେ ଏହାପରେ କହିଥିଲେ ସେହି ଘରେ କଣ ତାର ବାପା ମାଆ ରହୁଥିଲେ?ଶାଶୁ ଶ୍ୱଶୁର ରହୁଥିଲେ?

ଏହାପରେ ତପସ୍ୱିନୀ କହିଥିଲେ ମୁଁ ପ୍ରଥମେ ତଳେ ରହୁଥିଲି।ଏହାପରେ ସେମାନେ ଯେତେବେଳେ ଆସିଲେ ମତେ ଉପରେ ବନ୍ଦୀ ଭଳି ରଖିଥିଲେ।ମୁଁ ଯେଉଁଠି ରହୁଥିଲି ସେଠାକୁ ଯିବି ନା ଏବେ।ମୋ ଉପରେ ଟିକେ ଦୟା କରନ୍ତୁ ବୋଲି ତପସ୍ୱିନୀ ପୋଲିସଙ୍କୁ କହିଥିଲେ।ଓକିଲ ଜଣଙ୍କ କହୁଥିଲେ ସେ ତା ଘରେ ରହିବ।ଏହାପରେ ପୋଲିସଙ୍କୁ ସେ କହିଥିଲେ ଆପଣ ରଖନ୍ତୁ, ନ ରଖନ୍ତୁ କିମ୍ବା ମନା କରିଦେଇ ପଳାନ୍ତୁ ଆମେ ଦେଖିବୁ।ଏହିଭଳି ଭାବରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା।

Leave a Reply

Your email address will not be published. Required fields are marked *