ବେଲ ଗଛ କେଉଁଠି ଘରର କେଉଁ ଜାଗାରେ ରହିବା Subha ଆଉ କେଉଁଠି ରହିବା ଅଶୁଭ ଜାଣନ୍ତୁ,ନହେଲେ ପରେ ବହୁତ ହଇରାଣ ହେଇପାରନ୍ତି ଆପଣ…

Spread the love

ତେବେ ସାଧାରଣ ଭାବରେ ଅନେକ ଲୋକ ଏହା କହି ଥାଆନ୍ତି କି ଘରେ ଲେମ୍ବୁ ଗଛ ରହିବା ଘର ପାଇଁ ଅନେକ କ୍ଷତିକାରକ ହୋଇଥାଏ।ଏହା ସହିତ ଏପରି କୁହା ଯାଇଥାଏ କି ନିଜର ଘରେ କଣ୍ଟା ଗଛ ରଖିବା ଘର ପାଇଁ ଅନେକ ଭାବରେ କ୍ଷତିକାରକ ହୋଇଥାଏ।ତେଣୁ ଘରେ କଣ୍ଟା ଗଛ ରଖିବା ଉଚିତ ନୁହେଁ।ଏହା ସହିତ ଏହିପରି ଅନେକ ଭାବରେ କଣ୍ଟା ଗଛ ସହିତ ଜଡ଼ିତ ହୋଇ ଅନେକ କଥା ରହିଛି।ତେବେ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ବର୍ତ୍ତମାନ କିଛି କଥା ଆଲୋଚନା କରିବା।

ତେବେ ଉଭୟ ଲେମ୍ବୁ ଗଛ ଓ ବେଲ ଗଛର ଅନେକ ଉପକାରିତା ରହିଛି।ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଆମର ଅନେକ ସମସ୍ୟାର ସମାଧାନ ସହଜରେ ହୋଇ ଯାଇଥାଏ ଏହା ସହିତ ଲେମ୍ବୁ ଗଛ ସହିତ ଜଡିତ କିଛି କଥା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଏପରି କୁହା ଯାଇଥାଏ କି

ଲେମ୍ବୁ ଆମର ଅନେକ ସମସ୍ୟାର ସମାଧାନ କରି ପାରି ଥାଏ।ଯେପରିକି ଯଦି କୌଣସି ବ୍ୟକ୍ତିଙ୍କୁ ସବୁ ସମୟରେ ଖରାପ ସ୍ବପ୍ନ ଆସିଥାଏ ଏହା ସହିତ ସେ ଏହି କାରଣରୁ ସବୁବେଳେ ଶୋଇବା ସମୟରେ ଭୟଭୀତ ହୋଇ ଯାଇଥାନ୍ତି ତେବେ ସେ ଏକ କଞ୍ଚା ଲେମ୍ବୁ ନେଇ ଏହାକୁ ନିଜର ପାଖରେ ରଖି ଶୋଇବା ଆବଶ୍ୟକ।

ଏହା କରିବା ଫଳରେ ତାଙ୍କୁ ଆଉ ଖରାପ ସ୍ବପ୍ନ ଆସିବ ନାହିଁ।ଏହା ସହିତ ଏହି ଗଛ ମାନଙ୍କର ଏହିପରି ଅନେକ ଉପକାରିତା ମଧ୍ୟ ରହିଛି।ଏହା ସହିତ ଅନେକ ଲୋକ କହି ଥାଆନ୍ତି କି ଘରେ ବେଲ ଗଛ କିମ୍ବା ଅନ୍ୟ କୌଣସି କଣ୍ଟା ଜାତୀୟ ଗଛ ରହିବା ସଠିକ ହୋଇ ନ ଥାଏ।ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।

ଘରେ ଏହି ସମସ୍ତ ଗଛ ରହିବା ଫଳରେ ଅନେକ ଶୁଭ ହୋଇଥାଏ।ତେବେ ଏହି ସମସ୍ତ ଗଛ କେବଳ ସଠିକ ସ୍ଥାନରେ ରହିବା ଆବଶ୍ୟକ।ଯାହା ଫଳରେ ଆପଣ ଏହାର ଶୁଭ ଫଳ ପାଇବାରେ ସଫଳ ହୋଇ ପାରିବେ।ତେବେ ଏପରି କୁହା ଯାଇଥାଏ କି ଘରର ଐଶାନ୍ୟ କୋଣରେ ଆପଣ ଯଦି ବେଳ ଗଛ ରଖିବେ ଏହା ଆପଣଙ୍କ ପାଇଁ ଅନେକ ଶୁଭ ହୋଇଥାଏ।

ଏହା ସହିତ ଆପଣଙ୍କୁ ଅନେକ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ।ତେବେ ଏହା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ଯେପରି ଆପଣଙ୍କ ଘରର ସମ୍ମୁଖରେ ଯେପରି ଏହି ଗଛ ନ ରହିବ ଏଥିପାଇଁ ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ।ନଚେତ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।ଏହା ସହିତ ଏହି ସ୍ଥାନରେ ରହିବା ଫଳରେ ତାଙ୍କର ଘର ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଥାଏ।ତେଣୁ ଆପଣ ଏହା ଜାଣିବା ଆବଶ୍ୟକ କି କେଉଁ ସ୍ଥାନରେ ଏହି ଗଛ ରହିବା ଆବଶ୍ୟକ ଓ କେଉଁ ସ୍ଥାନରେ ରହିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *