ରୂପା Sasu ଘରୁ ବିଦାୟ ନେଲେ ,ଏହାକୁ ଦେଖିବା ପରେ ପିଣ୍ଟୁ ଯାହା କହିଲେ ଜାଣିଲେ ହସି ହସି ବେଦମ ହେଇଯିବେ ଆପଣ…ଦେଖନ୍ତୁ Video

Spread the love

ଅଭିନେତ୍ରୀ ରୂପା ଓ ତାଙ୍କର ପତି ଅଭିନେତା ପିଣ୍ଟୁଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ବର୍ତ୍ତମାନ ଅଭିନୟ ଜଗତରେ ଏକ ନୂଆ ତାରକା ଭାବରେ ଉଭା ହୋଇ ଯାଇ ଅଛନ୍ତି।ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଆକର୍ଷିତ କରି ଥାଏ।ଏହା ସହିତ ନିଜର ଅଭିନୟ ପାଇଁ ସେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ନିଜର ଅଭିନୟ ପାଇଁ ସେ ଅନେକ ନାମ ମଧ୍ୟ କମାଇ ସାରିଲେଣି।

ଏହା ସହିତ ଓଡ଼ିଆ ଅଭିନୟ ଜଗତରେ ବର୍ତ୍ତମାନ ସେମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନୟ ସେମାନଙ୍କୁ ଏକ ବହୁତ ବଡ଼ ପରିଚୟ ଦେବାରେ ସଫଳ ହୋଇ ପାରିଛି।ଏହା ସହିତ ବିବାହ କରିବା ପରେ ସେମାନେ ପରସ୍ପର ସହିତ ଏହିପରି ଛୋଟ ଛୋଟ ଭିଡିଓ କରିବା ଆରମ୍ଭ କରି ଦେଇଥିଲେ।

ଏହା ସହିତ ଏହିପରି ଭାବରେ ଭିଡିଓ କରୁ କରୁ ସେମାନେ ଅନେକ ଲୋକପ୍ରିୟତା ପାଇ ଯାଇ ଥିଲେ।ଯାହା ଫଳରେ ଏହା ପରେ ସେମାନେ ଓଡ଼ିଶାରେ ଅନେକ ପ୍ରସିଦ୍ଧ ହୋଇ ଯାଇଥିଲେ।ତେବେ ଏହିପରି ଭାବରେ ଅଭିନୟ କରି କରି ସେମାନେ ଅନେକ ଆଲବମରେ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଲେ

।ତେବେ ଏହା ପରେ ଆଲବମରେ ଅଭିନୟ କରିବା ମଧ୍ୟ ସେମାନେ ଆରମ୍ଭ କରି ଦେଇଥିଲେ।ଏହା ସହିତ ଏହା ପରେ ସେମାନଙ୍କର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଲା।ଏହା ସହିତ ସେମାନେ ବର୍ତ୍ତମାନ ଓଡ଼ିଶାର ଏକ ବହୁତ ପ୍ରତିଷ୍ଠିତ ଯୋଡ଼ି ଭାବରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ଅଭିନୟ ଦୁନିଆରେ ସେମାନେ ବର୍ତ୍ତମାନ ଏକ ବହୁତ ବଡ଼ ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ନିଜର ଘରକୁ ଏହି ଅଳ୍ପ ଦିନ ତଳେ ନିଜର ଗ୍ରାମରେ ହେଉଥିବା ମେଲଣ ଦେଖିବା ପାଇଁ ଯାଇଥିଲେ।ତେବେ ତାଙ୍କ ସହିତ ତାଙ୍କର ପତି ପିଣ୍ଟୁ ମଧ୍ୟ ଯାଇଥିଲେ।ତେବେ ସେଠାରେ ସେମାନେ କିଛି ଦିନ ରହିବା ସହିତ ଅନେକ ମଜା ମଧ୍ୟ କରିଥିଲେ।

ଶେଷରେ ସେ ପୁଣି ତାଙ୍କ ସହିତ ନିଜର ଶ୍ୱଶୁର ଘରକୁ ଫେରୁ ଥିବାର ଦେଖା ଯାଇ ଥିଲା।ତେବେ ଫେରିବା ସମୟରେ ସେ ଅଳ୍ପ ଦୁଃଖୀ ଦେଖା ଯାଉଥିଲେ।ଏହା ସହିତ ଏହା ପରେ ମଧ୍ୟ ସେ ନିଜର ଘରେ କିଛି ଦିନ ରହିବା ପରେ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯାଇଥିଲେ।ତେବେ ଶେଷରେ ସେ ଯିବା ସମୟରେ ଅଳ୍ପ ଦୁଃଖୀ ଥିବାର ଦେଖା ଯାଇଥିଲା।

ତେବେ ସେ ନିଜର ବାପ ଘରକୁ ଆସି ଏପରି ଭାବରେ ଯିବା ସମୟରେ ଅଳ୍ପ ଦୁଃଖୀ ହୋଇଥିଲେ।ଏହା ପରେ ମଧ୍ୟ ସେ ନିଜର ପତି ଓ ନିଜର ଝିଅକୁ ନେଇ ଶେଷରେ ଚାଲି ଯାଇଥିଲେ।ତେବେ ତାଙ୍କର ପରିବାର ଲୋକ ଓ ଅନ୍ୟ ଲୋକ ମଧ୍ୟ ତାଙ୍କୁ ବିଦାୟ ଦେଇଥିଲେ।

Leave a Reply

Your email address will not be published. Required fields are marked *