ଯାତ୍ରା ଜଗତର କଳା ସତ ବିଷୟରେ କହିଦେଲେ ଯାତ୍ରା ହିରୋଇନ Bhawana କହିଲେ ରାତିରେ ସମସ୍ତେ ମିଶକି…ଦେଖନ୍ତୁ Video

Spread the love

ଆଜି ଆମେ ମାନେ ଜାଣିବା ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ ଯିଏକି ସମସ୍ତଙ୍କ ହୃଦୟରେ ଅଛନ୍ତି।ପ୍ରଥମେ ସିନେମା,ପରେ ସିରିଅଲ ଆଉ ବର୍ତ୍ତମାନ ଯାତ୍ରା ଜଗତରେ ନିଜର ସୁନ୍ଦର୍ ଅଭିନୟର ପ୍ରମାଣ ଦେଇଛନ୍ତି।ତେବେ ସେ ଆଜି ପ୍ରତ୍ୟେକ ଫୋନ ର ୱାଲ ପେପର ତେବେ ତାଙ୍କୁ ତାଙ୍କର ଫ୍ୟାନ ମାନେ ଗୋଟିଏ ନାମ ଦେଇଛନ୍ତି ଯାହା ହେଉଛି ହଟ୍ ପ୍ରିଟି ଡ୍ରିମ୍ ଗାର୍ଲ୍ ଭାବନା।

ତେବେ ଆସନ୍ତୁ ତାଙ୍କ ସହ କଥା ହେବା ଏବଂ ତାଙ୍କ ବିଷୟରେ ଜାଣିବା।ଭାବନା କହିଛନ୍ତି କି ମୁଁ ପ୍ରଥମେ ସିନେମା କରୁଥିଲି,ପରେ ସିରିଅଲ କଲି ଆଉ ବର୍ତ୍ତମାନ ଯାତ୍ରା କରୁଛି ମୋର ଯାତ୍ରା ତ ବହୁତ ଭଲ ଅଛି କିନ୍ତୁ ଟିକେ ଅସୁବିଧା ଅଛି।କାରଣ ମୁଁ ଯେତେବେଳେ ସିନେମା କରୁଥିଲି କି ,ପରେ ସିରିଅଲ କଲି ସେହି

ସମୟରେ ଗୋଟିଏ ଜିନିଷ ଥିଲା କି ତାହା କ୍ୟାମେରାରେ ରେକର୍ଡ ହେଉଥିଲା କିନ୍ତୁ ଯାତ୍ରା ଏହା ଲାଇଭ ଅଟେ।ସେ ବି କ୍ୟାମେରା ଆଗରେ ହେଉଥିଲା ଏହା ବି କ୍ୟାମେରା ଆଗରେ ହେଉଛି କିନ୍ତୁ ସେଥିରେ ଯଦି ମୁଁ କିଛି ଲାଇନ୍ ଭୁଲି ଯାଉଥିଲି ତାହା ପରେ ସୁଟିଂ କରି ହେଉଥିଲା କିନ୍ତୁ ଯାତ୍ରାରେ ସେମିତି ନାହିଁ।

ମୁଁ ଦୀର୍ଘ ଦୁଇ ବର୍ଷ ହେଲା ଯାତ୍ରା କରୁଛି ଆଉ ଲୋକମାନେ ମଧ୍ୟ ମୋର ଅଭିନୟ ପସନ୍ଦ କରୁ ଥିବାରୁ ମତେ ବହୁତ ଭଲ ଲାଗୁଛି ମୋର ଭଲ ପାଇବା ସବୁବେଳେ ସେମାନଙ୍କ ସହ ଅଛି।ମୁଁ ପିଲା ଦିନରୁ ହିଁ ଅଭିନୟ ପ୍ରତି ରୁଚି ରଖିଥିଲି ତେଣୁ ପିଲା ଦିନରୁ ହିଁ ଶିରିୟାଳ ରେ ଅଭିନୟ କରିବା ଆରମ୍ଭ କରି ଦେଇଥିଲି

ଏହା ପରେ ବୟସ ବଢିବା ସହିତ ଆଲବମ କଲି ସିନେମାରେ କାମ କଲି ଆଉ ଏବେ ଯାତ୍ରାରେ କାମ କରୁଛି।ମୁଁ ଯେଉଁ ଯାତ୍ରା ପାଟିରେ ଅଛି ତାହାର ମାଲିକ ବହୁତ ଭଲ କାରଣ ସେ ସବୁବେଳେ କାମ ଉପରେ ବିଶ୍ୱାସ ରଖନ୍ତି। ଆଉ ସେ ମୋତେ କେବେ ଏପରି କିଛି ଚରିତ୍ରର ଅଭିନୟ କରିବା ପାଇଁ ଦେଇ ନାହାନ୍ତି

ଯାହାକୁ ମୁଁ କରି ପାରିବି ନାହିଁ।ସେ ଯାହାକୁ ଯେଉଁ ଚରିତ୍ର କରି ଆସିବ ସେହି ଭଳି ଭାବରେ ଦେଇଥାନ୍ତି।ମୁଁ ବି ପ୍ରଥମରୁ ତାଙ୍କୁ ଏହି କଥା କହିଥିଲି ଆଉ ସେ ବର୍ତମାନ ମୁଁ ଯେଉଁ ଚରିତ୍ର କରି ପାରିବି ସେହିପରି ଚରିତ୍ର ଦେଉ ଥିବାରୁ ମତେ ଖୁସି ଲାଗୁଛି।

Leave a Reply

Your email address will not be published. Required fields are marked *