250 ବର୍ଷ ପରେ ଭାଙ୍ଗିଲା ଏହି ମନ୍ଦିରର ତାଲା (Lock),ଏହି କାରଣ ପାଇଁ ବନ୍ଦ ହେଇଥିଲା ଜାଣିଲେ ଆପଣ ଅବାକ ହେଇକି ରହିଯିବେ…ଦେଖନ୍ତୁ Video

Spread the love

ରାଜସ୍ଥାନର ଏକ ଗ୍ରାମରେ ଏପରି ଏକ ମନ୍ଦିର ରହିଛି ଯେଉଁ ମନ୍ଦିରରେ ପ୍ରାୟ ୨୦୦ ବର୍ଷ ଧରି ତାଲା ଲାଗି ରହିଛି ଏହା ସହିତ ଏହି ମନ୍ଦିରରେ କଣ ପାଇଁ ତାଲା ଲାଗି ରହିଛି ଏହା ସମ୍ପର୍କରେ କେହି ମଧ୍ୟ ସଠିକ ଭାବରେ ଜାଣି ପାରନ୍ତି ନାହିଁ।ତେବେ ଥରେ ଅଚାନକ ଭାବରେ କିଛି ପୋଲିସ ଆସି ସେହି ଗ୍ରାମରେ ଦୁଇଜଣ ଚୋର ଲୁଚିଛନ୍ତି ବୋଲି କହିଥିଲେ।ଏହା ସହିତ ସେମାନଙ୍କୁ ଧରିବା ପାଇଁ ଗ୍ରାମରେ ଖୋଜିବା ପାଇଁ ସେ କହିଥିଲେ।

ତେବେ ଗ୍ରାମର ଲୋକମାନେ ମଧ୍ୟ ତାଙ୍କୁ ସେଠାରେ ଖୋଜିବା ପାଇଁ ଅନୁମତି ଦେଇଦେଲେ।ତେବେ ସମ୍ପୂର୍ଣ୍ଣ ଗ୍ରାମ ଖୋଜିବା ପରେ ସେମାନେ ସେହି ଚୋରଙ୍କୁ ପାଇ ନଥିଲେ।ଏହା ସହିତ ଏହା ପରେ ସେହି ଗ୍ରାମରେ ଥିବା ସେହି ମନ୍ଦିର ଭିତରେ ସେମାନେ ସେହି ଚୋର ମାନଙ୍କୁ ଖୋଜିବା ପାଇଁ କହିଥିଲେ।

ତେବେ ଏହା ପରେ ଗ୍ରାମର ଲୋକମାନେ ତାଙ୍କୁ ଏପରି ନ କରିବା ପାଇଁ କହି ଥିଲେ।କାରଣ ସେମାନେ ଏହି ମନ୍ଦିର ସମ୍ପର୍କରେ ଭଲ ଭାବରେ ଜାଣିଥିଲେ।ତେବେ ଏହା ପରେ ଅଚାନକ ଭାବରେ ସେହି ମନ୍ଦିର ସମ୍ପର୍କରେ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରି ଦେଇଥିଲେ।ଏହା ସହିତ ସେମାନେ ସେହି ମନ୍ଦିରର ତାଲା ଭାଙ୍ଗିବା ପାଇଁ ପ୍ରୟାସ କରିଥିଲେ।

ତେବେ ସେହି ସମୟରେ ଅଚାନକ ଭାବରେ ବହୁତ ଅଧିକ ବର୍ଷା ଆସିଥିଲା।ଏହା ସହିତ ଘଡଘଡି ମାରିବା ମଧ୍ୟ ଆରମ୍ଭ ହୋଇ ଯାଇଥିଲା।ଯାହା ଫଳରେ ସେଠାରେ ଲୋକମାନେ ବହୁତ ଅଧିକ ଭୟଭୀତ ହୋଇ ଯାଇଥିଲେ।ଏହା ସହିତ ଏହା ପରେ ସେଠାରେ ଅନେକ ଲୋକ ଜମା ହେବା ଆରମ୍ଭ ହୋଇ ଯାଇଥିଲେ।

ତେବେ ପୋଲିସ ଏହା ପରେ ସେଠାରୁ ଚାଲି ଯାଇଥିଲେ।ଏହା ସହିତ ଜଣେ ପୋଲିସ ଭଗବାନ ଶିବଙ୍କ ଏକ ବହୁତ ବଡ଼ ଭକ୍ତ ଥିଲେ।ଏହା ସହିତ ସେ ସେହି ମନ୍ଦିର ସମ୍ପର୍କରେ ଜାଣିବା ପାଇଁ ପ୍ରୟାସ କଲେ।ତେବେ ସେ ଜାଣିବାକୁ ପାଇଲେ କି ଭଗବାନ ଶିବଙ୍କ ଜଣେ ନୀଚ୍ଚ ଜାତିର ଭକ୍ତ ସେହି ମନ୍ଦିରରେ ପୂଜା କରିବା ପାଇଁ ଆସୁଥିଲେ।

ଏହା ସହିତ ଏହାକୁ ଅନେକ ଲୋକ ବହୁତ ବିରୋଧ କରିଥିଲେ।ଏହା ପରେ ମଧ୍ୟ ସେ ସେହି ମନ୍ଦିରକୁ ପୂଜା କରିବା ପାଇଁ ଆସି ଥାଆନ୍ତି।ଏହି ଘଟଣା ଅନେକ ବର୍ଷ ତଳର ଅଟେ।ଏହା ସହିତ ଏହା ଉପର ଜାତିର ଲୋକମାନଙ୍କ ମନରେ ଅନେକ ଖରାପ ଭାବନା ଆଣି ଦେଇଥିଲା।ଏହା ସହିତ ସେହି ନୀଚ୍ଚ ଜାତିର ଯୁବକ କିପରି ଭାବରେ ମନ୍ଦିର ମଧ୍ୟରେ ପୂଜା କରି ପାରିବ ବୋଲି ଅନେକ ଲୋକ କହିଥିଲେ।

ଯାହା ଫଳରେ ଥରେ ରାତି ସମୟରେ ସେ ସେହି ମନ୍ଦିରରେ ପୂଜା କରିବା ସମୟରେ ସେଠାରେ ଲୋକମାନେ ତାଙ୍କର ହ–ତ୍ୟା କରି ଦେଇଥିଲେ।ଯାହା ଫଳରେ ଏହି ମନ୍ଦିର ଶ୍ରାପିତ ହୋଇ ଯାଇ ଥିଲା।ଏହା ସହିତ ଏହା ପରଠାରୁ ଏହି ମନ୍ଦିରରେ ସେହିପରି ଭାବରେ ତାଲା ଲାଗି ରହିଥାଏ।

Leave a Reply

Your email address will not be published. Required fields are marked *