ପ୍ରତ୍ୟେକ ସ୍ତ୍ରୀଙ୍କର ଥାଆନ୍ତି ଚାରୋଟି ପତି (Swami),ଆପଣ ଅଟନ୍ତି ୪ର୍ଥ ତେବେ ବାକି ୩ ଜଣ ପତି କିଏ ଅଟନ୍ତି,ଏବେ ଜାଣିରଖନ୍ତୁ ଏହି ବଡ ରହସ୍ୟ..

Spread the love

ତେବେ ଆମେ ଏହା ଜାଣୁ କି ଆମର ସନାତନ ଧର୍ମ ଅନୁସାରେ ଜଣେ ପତ୍ନୀଙ୍କର କେବଳ ଜଣେ ପତି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏହି କଥା ଉପରେ ଏପରି ଏକ ମତ ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସହିତ ଏପରି ହେଉଛି ବୋଲି ଆପଣ ଜାଣି ମଧ୍ୟ ନଥିବେ।ତେବେ ଜଣେ ପତ୍ନିଙ୍କର ବିବାହ କେବଳ ଜଣେ ପୁରୁଷ ସହିତ ହୋଇଥାଏ।କିନ୍ତୁ ଆମେ ଆଗରୁ ଏପରି ଅନେକ କଥା ସମ୍ପର୍କରେ ଜାଣିଥିବା କି ଜଣେ ଝିଅ ଅନେକ ପୁଅଙ୍କୁ ବିବାହ କରି ଥାଆନ୍ତି।

ତେବେ ଏହା ବହୁତ କମ ହୋଇଥାଏ।କିନ୍ତୁ ଜଣେ ପୁଅ ଅନେକ ଝିଅଙ୍କୁ ବିବାହ କରିବା ସମ୍ପର୍କରେ ଆମେ ନିଶ୍ଚୟ ଜାଣି ଥିବା।ତେବେ ଆମେ ବର୍ତ୍ତମାନ ସେହିପରି କିଛି କଥା ସମ୍ପର୍କରେ ଆଲୋଚନା କରିବା।ତେବେ ଆଜିକାଲିର ବିବାହରେ ଜଣେ ପୁରୁଷ ଜଣେ ପତ୍ନୀଙ୍କ ସହିତ ବିବାହ କରିଥାଏ।

କିନ୍ତୁ ସେହି ଝିଅ ସେହି ପୁରୁଷଙ୍କ ସହିତ ବିବାହ କରିବା ପୂର୍ବରୁ ଆଉ ତିନି ଜଣଙ୍କ ସହିତ ମଧ୍ୟ ବିବାହ କରିଥାଏ।ତେବେ ଏହା ଶୁଣିବାକୁ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଭଳି ଅନୁଭବ ହେଲେ ମଧ୍ୟ ଏପରି ବାସ୍ତବରେ ହୋଇଥାଏ।ତେବେ ଏହା ନିୟମ ରହିଛି।ତେବେ ଶାସ୍ତ୍ରରେ ଜଣେ ଝିଅ ଚାରି ଜଣଙ୍କ ସହିତ ବିବାହ କରିବାର ନିୟମ ରହିଛି।

ମାତ୍ର ଏପରି ହେବା ଫଳରେ ସମାଜରେ ଅବ୍ୟବସ୍ଥା ମାଡି ଯିବ।ତେବେ ଏହି କାରଣରୁ ସମାଜରେ ଏହାର ଏକ ଅନ୍ୟ ବ୍ୟବସ୍ଥା କରା ଯାଇଛି।ତେବେ ବିବାହ ସମୟରେ ସେମାନେ ଆଉ ତିନିଜଣଙ୍କୁ ବିବାହ କରି ଥାଆନ୍ତି।ତେବେ ସେମାନେ ଯେଉଁ ମାନଙ୍କୁ ବିବାହ କରି ଥାଆନ୍ତି ସେମାନେ ହେଉଛନ୍ତି ଅଗ୍ନି ଦେବ,ଚନ୍ଦ୍ର ଦେବ ଓ ବିଶ୍ଵାବସୁ ନାମକ ଏକ ଗନ୍ଧର୍ବ।

ତେବେ ଶାସ୍ତ୍ରରେ ଯେଉଁ ବ୍ୟବସ୍ଥା ରହିଛି ଏହାକୁ କେବଳ ପାଳନ କରିବା ପାଇଁ ଏପରି କରାଯାଇଥାଏ।ଏହା ସହିତ ଏହା ଫଳରେ ଶାସ୍ତ୍ରର ମଧ୍ୟ ପାଳନ ହୋଇଥାଏ।ତେଣୁ ବିବାହ ସମୟରେ ଏହାକୁ କରା ଯାଇଥାଏ।ତେବେ ବିବାହ ସମୟରେ ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ରଖିବା ନିହାତି ଭାବରେ ଆବଶ୍ୟକ।

ନଚେତ ସେମାନଙ୍କ ଜୀବନରେ କିଛି କିଛି ଅସୁବିଧା ଉତ୍ପନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ।ତେବେ ଏହି ନିୟମ ମାନି ଏହି ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ ଅଟେ।ଏହା ସହିତ ଅନେକ ଲୋକ ଏହା ସମ୍ପର୍କରେ ଜାଣି ମଧ୍ୟ ନଥାନ୍ତି।ଏହା ସହିତ ଆଜିକାଲି ଏପରି ଅନେକ ବ୍ରାହ୍ମଣ ଅଛନ୍ତି ଯେଉଁମାନେ ବିବାହ ସମ୍ପର୍କରେ କିଛି ନ ଜାଣି ମଧ୍ୟ ବିବାହ କରାଇ ଦେଉଛନ୍ତି।

ତେବେ ଏହା ଏକ ବହୁତ ବଡ଼ ଭୁଲ ଅଟେ।ବିବାହ ସମୟରେ ସମସ୍ତ ବିଷୟ ପ୍ରତି ଧ୍ୟାନ ରଖି ବିବାହ କରିବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଏହା ଫଳରେ ସେମାନଙ୍କ ଜୀବନ ସୁଖମୟ ରହିଥାଏ।ଏହା ସହିତ ସେମାନେ ଏକ ବହୁତ ଭଲ ଜୀବନ ଅତିବାହିତ କରି ଥାଆନ୍ତି।

Leave a Reply

Your email address will not be published. Required fields are marked *