ଯେବେ ବଡମ୍ବା ରେ Truck ତଳେ ଚାପିହେଇ ଚାଲିଗଲା ନାଗ ର ଜୀବନ,ଆଉ ତାପରେ ନାଗୁଣୀ ପୁରା ରାସ୍ତାରେ ନେଲା ଏପରି ପ୍ରତିଶୋଧ ଯେ ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ…ଦେଖନ୍ତୁ Video

Spread the love

ମଧ୍ୟପ୍ରଦେଶ ଗୋଆଲିଅର ଅଞ୍ଚଳରେ ଏପରି ଏକ ମନ୍ଦିର ରହିଛି ଯାହା ନାଗ ଓ ନାଗୁଣୀଙ୍କ ପାଇଁ ନିର୍ମିତ ହୋଇଛି ତେବେ ଏହି ମନ୍ଦିର ସହିତ କିଛି ଅଦ୍ଭୁତ କଥା ଜଡ଼ିତ ହୋଇ ରହିଛି।ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସହିତ ଏହି ମନ୍ଦିର ସହିତ କିଛି କଥା ଏପରି ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।ତେବେ ଆମେ ବର୍ତ୍ତମାନ ଏହି ମନ୍ଦିର କିପରି ତିଆରି ହୋଇଥିଲା ଏହା ସମ୍ପର୍କରେ ଆଲୋଚନା କରିବା।

ମଧ୍ୟପ୍ରଦେଶ ଗୋଆଲିଅର ସହରରେ ସାଧାରଣ ଭାବରେ ଅନେକ ଟ୍ରକ ଚଳାଚଳ କରିଥାଏ।କାରଣ ଏହି ସ୍ଥାନରେ ଅନେକ ଜିନିଷ ବାହାରୁ ଆସିଥାଏ ଓ ଅନେକ ଜିନିଷ ବାହାରକୁ ଯାଇଥାଏ ଯାହା ଫଳରେ ଏଠାରେ ବହୁତ ବଡ଼ ବଡ଼ ଟ୍ରକ ଆସିଥାଏ ଓ ଯାଇଥାଏ।ତେବେ ଥରେ ନିକଟରେ ଥିବା ଏକ ଜଙ୍ଗଲରୁ ଏକ ନାଗ ଓ ନାଗୁଣୀଙ୍କ ଯୋଡ଼ି ସେହି ରାସ୍ତା ଉପରେ ଯାଉଥିଲେ।

ତେବେ ସେଠାରେ ଅଚାନକ ଭାବରେ ଏକ ଟ୍ରକ ଆସି ଯାଇଥିଲା।ଯାହା ଫଳରେ ନାଗ ସେହି ଟ୍ରକ ତଳକୁ ଆସି ଯାଇଥିଲେ।ଏହା ସହିତ ଟ୍ରକ ତଳକୁ ଆସିବା ଫଳରେ ତାଙ୍କର ମୃତ୍ୟୁ ସେହି ସ୍ଥାନରେ ହୋଇ ଯାଇଥିଲା।ତେବେ ତାଙ୍କର ନାଗର ମୃତ୍ୟୁ ହେବା ଫଳରେ ନାଗୁଣୀ ବହୁତ ଅଧିକ କ୍ରୋଧିତ ହୋଇ ଯାଇଥିଲେ।

ଏହା ସହିତ ସେଠାରେ ସେ ନିଜର ନାଗ ପାଖରେ ବସି ରହିଥିଲେ।ଏହା ସହିତ ସେ ସେଠାରେ ଅନେକ ସମୟ ବସି ରହି ଥିଲେ।ଯାହା ଫଳରେ ଅନେକ ଗାଡ଼ି ସେଠାରେ ଯିବା ଆସିବା କରି ପାରି ନଥିଲେ।ଶେଷରେ ଏକ ସାପ ଧରାଳି ସେଠାକୁ ଆସି ସେହି ନାଗୁଣୀଙ୍କୁ ଧରି ନିଜ ସହିତ ନେଇ ଯାଇଥିଲେ।

ଏହା ସହିତ ଏହା ପରେ ଯାଇ ସମସ୍ତ ଗାଡ଼ି ଯାଇ ପାରିଲେ।ତେବେ ନାଗୁଣୀ ସେଠାରେ ଏହାର ପରଦିନ ପୁଣି ଆସି ଯାଇଥିଲେ।ଏହା ସହିତ ନିଜର ନାଗର ମୃତ୍ୟୁ ସ୍ଥାନରେ ନିଜେ ମଧ୍ୟ ପ୍ରାଣ ତ୍ୟାଗ କରି ଦେଇଥିଲେ।ଏହା ସହିତ ଏହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ପରେ ସେଠାରେ ଥିବା ସମସ୍ତ ଲୋକ

ସେଠାରେ ସେହି ନାଗୁଣୀଙ୍କର ନିଜର ନାଗ ପାଇଁ ଭଲ ପାଇବା ଦେଖି ସମସ୍ତେ ସେମାନଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଚିନ୍ତା କଲେ।ଏହା ସହିତ ଏହା ପରେ ଗ୍ରାମର ଲୋକମାନେ ମିଶି ସେଠାରେ ସେମାନଙ୍କ ପାଇଁ ଏକ ମନ୍ଦିରରେ ନିର୍ମାଣ କରିଥିଲେ।ଏହା ସହିତ ଏହି ମନ୍ଦିର ସହିତ ଏହି କାହାଣୀ ବହୁତ ଅଧିକ ପୁରୁଣା ନ ହେଲେ ମଧ୍ୟ ଏହା ବହୁତ ଆଶ୍ଚର୍ଯ୍ୟ କରିବା ଭଳି କାହାଣୀ ଅଟେ।

ଏହା ସହିତ ଅନେକ ଲୋକ ଏଠାକୁ ସେମାନଙ୍କ ଦର୍ଶନ କରିବା ପାଇଁ ଆସି ଥାଆନ୍ତି ଏହା ସହିତ ସେଠାରେ ଯିଏ ନିଜର ଇଚ୍ଛା ପ୍ରକାଶ କରିଥାଏ ତାଙ୍କର ଇଚ୍ଛା ନିଶ୍ଚୟ ଭାବରେ ପୂରଣ ହୋଇ ଥାଏ ବୋଲି ସେଠାରେ ଥିବା ଲୋକମାନେ କହି ଥାଆନ୍ତି।

Leave a Reply

Your email address will not be published. Required fields are marked *