ଓଡ଼ିଆଫିଲ୍ମ ଜଗତର ଏହି ହିରୋଇନ ମାନଙ୍କର ଭଉଣୀ ଅଛନ୍ତି – ଭଉଣୀ ମାନେ ଦେଖିବା ପାଇଁ ସ୍ୱର୍ଗର ଅପ୍ସରୀ ଭଳି – ଏବେ ଦେଖନ୍ତୁ..

Spread the love

ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ତେବେ ଏହା ସହିତ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କର ଭଉଣୀମାନେ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର ଆମେ ବର୍ତ୍ତମାନ ଏହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କର ଭଉଣୀମାନେ ମଧ୍ୟ କୌଣସି ହିରୋଇନ ମାନଙ୍କ ଠାରୁ କମ ନୁହେଁ।ତେବେ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ପ୍ରଥମେ ହେଉଛନ୍ତି ଅଭିନେତ୍ରୀ ଲିପ୍ସା।

ଅଭିନେତ୍ରୀ ଲିପ୍ସା ନିଜର ଅଭିନୟ ମାଧ୍ୟମରେ ଅନେକ ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ।କିନ୍ତୁ ତାଙ୍କର ମଧ୍ୟ ଏକ ଭଉଣୀ ଅଛନ୍ତି ଯିଏ ଦେଖିବାକୁ ଖୁବ ସୁନ୍ଦର।ସେ କିନ୍ତୁ ଅଭିନୟ ଜଗତରେ ନିଜର ଜୀବନ ଆଗକୁ ନେଇ ନାହାନ୍ତି।

ଏହାପରେ ହେଉଛନ୍ତି ଅର୍ଚ୍ଚିତା।ଯିଏ ଏହି କିଛିଦିନ ତଳେ ସବ୍ୟସାଚୀଙ୍କୁ ବିବାହ କରିଥିଲେ।ଅର୍ଚ୍ଚିତା ନିଜର ଅଭିନୟ ପାଇଁ ବହୁତ ପ୍ରସିଦ୍ଧ।ତେବେ ତାଙ୍କର ଏକ ଭଉଣୀ ଅଛନ୍ତି।ଯିଏ ଦେଖିବାକୁ ବହୁତ ସୁନ୍ଦର।ସେ ଅର୍ଚ୍ଚିତାଙ୍କ ସହିତ ଅନେକ ସମୟ ବିତାଇଥାନ୍ତି।

ଏହାପରେ ହେଉଛନ୍ତି ଦେଵିକା।ଦେବିକା ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଅନେକ ମାନ ଓ ସମ୍ମାନ ଅର୍ଜନ କରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ତେବେ ତାଙ୍କର ଏକ ଭଉଣୀ ଅଛି ଯିଏ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର।

ଏହାପରେ ହେଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା।ଯିଏକି କେବଳ ସିରିଏଲ କରିଥାନ୍ତି।ତେବେ ସେ ମଧ୍ୟ ଓଡ଼ିଶାର ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି ନିଜର ଅଭିନୟ ମାଧ୍ୟମରେ। ତାଙ୍କର ଏକ ଭଉଣୀ ଅଛନ୍ତି।ଯିଏ ବର୍ତ୍ତମାନ କଲେଜ ଜୀବନ ସମାପ୍ତ କରିଛନ୍ତି।

ଏହାପରେ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ।ବର୍ଷାଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ସମୟ ଧରି ଓଡ଼ିଆ ଫିଲ୍ମ ଜଗତରେ ରାଜ କରିଥିଲେ।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ।ତେବେ ତାଙ୍କର ଏକ ଭଉଣୀ ଅଛନ୍ତି।

ଯିଏ ଦେଖିବାକୁ ବହୁତ ସୁନ୍ଦର ଓ ସେ ନିଜର ପରିବାର ସହିତ ଭୁବନେଶ୍ବରରେ ରହୁଛନ୍ତି।ଏହାପରେ ହେଉଛନ୍ତି ସସ୍ମିତା।ଯିଏକି ବର୍ତ୍ତମାନ ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରି ପାରିଛନ୍ତି।ତେବେ ତାଙ୍କର ଏକ ଭଉଣୀ ଅଛନ୍ତି ଯିଏକି ତାଙ୍କ ଭଳି ଦେଖିବାକୁ ଅନେକ ସୁନ୍ଦର।

ଏହାପରେ ହେଉଛନ୍ତି ସନମୀରା।ଆମେ ସମସ୍ତେ ତାଙ୍କୁ ବହୁତ ଭଲଭାବରେ ଜାଣୁ ସେ ନିଜର ଅଭିନୟ କରିବାର ଶୈଳୀ ପାଇଁ ବେସ ପରିଚିତ।ତେବେ ତାଙ୍କର ଏକ ଭଉଣୀ ଅଛନ୍ତି ଯିଏକି ତାଙ୍କ ଭଳି ବହୁତ ଭଲ ଅଭିନୟ କରନ୍ତି କିନ୍ତୁ ସେ ପରଦାରେ ଅଭିନୟ କରିବାର ଏବେଯାଏ ଦେଖା ଯାଇନାହିଁ।ଏହାପରେ ହେଉଛନ୍ତି ମାହୀ।ଯିଏକି ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ନାୟିକା ଭାବରେ ବେସ ପରିଚିତ।ତେବେ ତାଙ୍କର ମଧ୍ୟ ଏକ ଭଉଣୀ ଅଛନ୍ତି।ଯିଏ ଦେଖିବାକୁ ମାହିଙ୍କ ଭଳି ବହୁତ ସୁନ୍ଦର।

Leave a Reply

Your email address will not be published. Required fields are marked *