ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ହିରୋଇନ Shovnaa Mishra,ଏହି ବିଶିଷ୍ଟ ଲୋକଙ୍କୁ କରିଲେ ବିବାହ ଜାଣିରଖନ୍ତୁ କିଏ ସେ

Spread the love

ଆମେ ପ୍ରତିଦିନ ଓଡ଼ିଆ ଶୋ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସ ନିଶ୍ଚିତ ଭାବରେ ଦେଖୁ।ତେବେ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ସୋଭନା ଅନେକ ଭଲ ଭାବରେ ଏହି ଚଳଚ୍ଚିତ୍ରକୁ ପରିବେଷଣ କରନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରି ପାରନ୍ତି।ତେବେ ସେ ଜଣେ ବହୁତ ସୁନ୍ଦର ଓ ଭଲ ଅଭିନେତ୍ରୀ ତାଙ୍କର ଅଭିନୟ ମାଧ୍ୟମରେ ଓଡ଼ିଶାର ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି।

ତେବେ ସେ ହେଉଛନ୍ତି ଆମ ଓଡ଼ିଶାର ଜଣେ ବହୁତ ଭଲ ଅଭିନେତ୍ରୀ।ସେ ଏହି ଚଳଚ୍ଚିତ୍ରରେ କାମ କରି ନିଜର ଅନେକ ନାମ କମାଇ ପାରିଛନ୍ତି।ଏହା ସହିତ ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ପାରୁଥିଲେ।

ତେବେ ତାଙ୍କର ଅଭିନୟରେ ଅନେକ ଲୋକ ଆକର୍ଷିତ ହୋଇ ତାଙ୍କୁ ନିଜର ପ୍ରିୟ ଅଭିନେତ୍ରୀ ଭାବରେ ମଧ୍ୟ ଗ୍ରହଣ କରି ନେଇଛନ୍ତି।ତେବେ ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କ ପାଇଁ ପ୍ରେରଣା ହୋଇ ପାରିଛନ୍ତି।ତେବେ ନିକଟରେ ତାଙ୍କର ବିବାହ ସମ୍ପର୍କରେ ଏକ ଖବର ବର୍ତ୍ତମାନ ଆସୁଛି।

ତେବେ ଗତ ଦୁଇଦିନ ତଳେ ତାଙ୍କର ନିର୍ବନ୍ଧ ହୋଇ ଯାଇଥିଲା।ଏହି ଉତ୍ସବରେ ଅନେକ ଲୋକ ଓ ଅଭିନେତା ଯୋଗ ଦେଇଥିଲେ।ଏହା ସହିତ ତାଙ୍କୁ ଅନେକ ଲୋକ ଶୁଭକାମନା ଜଣାଇ ଥିଲେ।ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ଏହା ସହିତ ତାଙ୍କର ଏହି ଶୁଭ ସମୟରେ ତାଙ୍କର ପରିବାର ଅନେକ ଖୁସି ଥିବା ଜଣା ପଡ଼ିଛି।ଏହା ସହିତ ସେ ନିଜର ପରିବାର ସହିତ ଏହି ଖୁସିର ସମୟକୁ ଅନେକ ମାତ୍ରାରେ ଉପଭୋଗ କରୁଛନ୍ତି।

ଏହା ସହିତ ସେ ବର୍ତ୍ତମାନ ନିଜର ସେହି ସମୟର ଫଟୋ ସୋସିଆଲ ମିଡିଆରେ ଛାଡୁଛନ୍ତି ଯାହା ବର୍ତ୍ତମାନ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ତେବେ ସେ ବର୍ତ୍ତମାନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି।ତେବେ ସେ କେବେ ବିବାହ କରିବେ ଏହା ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ସୂଚନା ଦେଇ ନାହାନ୍ତି।ତେବେ ସେ ଜଣେ ବହୁତ ଭଲ ଓ ଉଚ୍ଚକୋଟୀର ଅଭିନେତ୍ରୀ।

ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ବିଶେଷ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ତାଙ୍କର ନିର୍ବନ୍ଧରେ ଅନେକ ଲୋକ ଯୋଗ ଦେଇଥିଲେ।ଏହା ସହିତ ତାଙ୍କୁ ଅନେକ ଲୋକ ଶୁଭେଚ୍ଛା ମଧ୍ୟ ଜଣାଇ ଥିଲେ।ତେବେ ତାଙ୍କର ଅଭିନୟରେ ମୁଗ୍ଧ ହୋଇ ଅନେକ ଲୋକ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ମାତ୍ରାରେ ପସନ୍ଦ କରିଥାନ୍ତି।ତେବେ ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଥିବାରୁ ତାଙ୍କର ଅନୁଗତ ମାନେ ଅନେକ ଖୁସି ଅଛନ୍ତି।ଏହା ସହିତ ସେ ବିବାହ କରିବା ପରେ ଅଭିନୟ କରିବେ କି ନାହିଁ ତାହା ସମ୍ପର୍କରେ କିଛି କହି ନାହାନ୍ତି।

Leave a Reply

Your email address will not be published. Required fields are marked *