ପୁରୁଣା କଏନ ଏବଂ ନୋଟର ମୂଲ୍ୟ ବର୍ତ୍ତମାନ ସମୟରେ 3 ଲକ୍ଷ ଟଙ୍କାରୁ ଅଧିକ,ଏପରି ଭାବେ ପୁରୁଣା କଏନ Sell କରନ୍ତୁ ଓ ହେଇଯାନ୍ତୁ କୋଟିପତି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବିଶେଷ ଖବର ବିଷୟରେ ଜାଣିବା।ବର୍ତ୍ତମାନ ସମୟରେ ଶୁଣିବାକୁ ମିଳିଛି ଅନ୍ୟ ଏକ ବଡ଼ ଖବର।ଯଦି ଆପଣଙ୍କ ପାଖରେ ଅଛି ଏପରି ପୁରୁଣା ନୋଟ କିମ୍ବା ପୁରୁଣା କଏନ ତାହା ହେଲେ ଆପଣ ଏକ ରାତିରେ ଲକ୍ଷ ପତି ହୋଇପାରିବେ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ନଜର ପକାଇବା କଣ ରହିଛି ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ।ଏବଂ ଜାଣିନେବା ଆପଣ କିପରି ଏକ ରାତିରେ ଲକ୍ଷ ପତି ହୋଇପାରିବେ।

କେତେକ ପୁରୁଣା ନୋଟ ଏବଂ ସ୍ୱତନ୍ତ୍ର ନମ୍ବର ରହିଥିବା ନୋଟ ଯଦି ଆପଣଙ୍କ ପାଖରେ ଥିବ ତେବେ ତାହା ଆପଣଙ୍କୁ ରାତା ରାତି ଧନୀ କରିଦେବ।ଏକ ଟଙ୍କିଆ ନୋଟ କିମ୍ବା କଏନ ଠାରୁ ଆରମ୍ଭ କରି ଦୁଇ ପାଞ୍ଚ କିମ୍ବା ୧୦ କିମ୍ବା ୨୦ , ୫୦ , ୧୦୦, ୨୦୦, ୫୦୦ ଏବଂ ଦୁଇ ହଜାର ଟଙ୍କିଆ ନୋଟରେ ଯଦି ୭,୮,୬ ଅଥବା ଏକ, ଦୁଇ ,ତିନି ,ଚାରି, ପାଞ୍ଚ ଏବଂ ଛଅ ଆଦି ନମ୍ବ ରହିଥିବ ତେବେ ତାହା ଏହାର ଦାମ ଅନେକ ଗୁଣାରେ ବଢିଯାଇଥାଏ।ଏହି ଭଳି ନୋଟ ଜଣଙ୍କୁ ଲକ୍ଷପତି ମଧ୍ୟ କରିଦେବ।

ବିଭିନ୍ନ ସଂସ୍ଥା ପକ୍ଷରୁ ଏଭଳି କଏନ ଏବଂ ନୋଟ କିଣା ବିକା ଲାଗି ଖବର ପ୍ରକାଶ ପାଇଥାଏ।ଇ ବେ ନାମକ ଏକ ୱେବସାଇଟ ଏଭଳି ବିରଳ ଟଙ୍କା ବିକ୍ରି କଲେ ଲକ୍ଷାଧିକ ଟଙ୍କା ଦେଇଥାଏ।ଏବଂ ସେହିଭଳି ଯଦି ଆପଣଙ୍କ ପାଖରେ ଏପରି ନୋଟ ଥାଏ ତେବେ ତାହା ଆପଣଙ୍କୁ କୋଟି ପତି ମଧ୍ୟ କରାଇଦେଵ।ସାତ, ଆଠ, ଛଅ ଅଥବା ଏକ ଦୁଇ ତିନି ଚାରି ପାଞ୍ଚ ଛଅ ଆଦି ନମ୍ବର ରହିଥିବା ନୋଟକୁ ବହୁମୂଲ୍ୟ ଭାବିଥାନ୍ତି ଅନେକ ଲୋକ।

ଏକ ଟଙ୍କିଆ ନୋଟକୁ ଛାଡି ଅନ୍ୟ ସବୁ ନୋଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭରନରଙ୍କ ହସ୍ତାକ୍ଷର ରହିଥାଏ।ତେବେ ଏକ ଟଙ୍କିଆ ନୋଟରେ ଅର୍ଥ ମନ୍ତ୍ରଣାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ।ଅନ୍ୟ ସମସ୍ତ ନୋଟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବେଳେ ଏକ ଟଙ୍କିଆ ନୋଟକୁ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଜାରି କରିଥାଏ।

୧୯୧୭ ନଭେମ୍ବର ୩୦ରେ ପ୍ରଥମେ ଏକ ଟଙ୍କିଆ ନୋଟ ଛପା ହୋଇଥିଲା।ଏଥିରେ ବ୍ରିଟେନର ରାଜା ଜର୍ଜ ପଞ୍ଚମଙ୍କ ଫଟୋ ଥିଲା।୧୯୨୬ରେ ଏକ ଟଙ୍କିଆ ନୋଟ ଛପା ବନ୍ଦ କରାଯାଇଥିଲା।୧୯୪୦ରେ ପୁନର୍ବାର ଏହାର ଛପା ଆରମ୍ଭ କରାଯାଇଥିଲା।କିନ୍ତୁ ଏହାପରେ ପୁନର୍ବାର ମଧ୍ୟ ୧୯୯୪ରେ ଏହାର ଛପାକୁ ବନ୍ଦ କରାଯାଇଥିଲା।

ଏହାପରେ ପୁନର୍ବାର ୨୦୧୫ରେ ଏହାର ଛପା ଆରମ୍ଭ କରାଯାଇଥିଲା।ଏଭଳି ପୁରୁଣା ନୋଟ କିମ୍ବା କଏନଙ୍କୁ ଏକ ନିର୍ଦ୍ଦିଷ୍ଟ ୱେବସାଇଟରେ ବିକ୍ରି କରାଯାଇଥାଏ।ଏହା ଥିଲା କିଛି ବର୍ତ୍ତମାନ ସମୟର ଅପଡେଟ।ଯଦି ଆପଣଙ୍କ ପାଖରେ ଏପରି କିଛି ପୁରୁଣା ନୋଟ ଅଛି ତେବେ ଆପଣ ମଧ୍ୟ ଏହାକୁ କିଛି ବିଶେଷ ୱେବସାଇଟରେ ବିକ୍ରି କରି ମାଲାମାଲ ହୋଇପାରିବେ।

Leave a Reply

Your email address will not be published. Required fields are marked *