ବିଛା (Bichaa) ରାଶିର ଲୋକମାନେ ଏହି ସମସ୍ତ କାର୍ଯ୍ୟ କରିବା ଦ୍ୱାରା ଜୀବନରେ ମିଳିବ ସବୁଠୁ ବଡ ଖୁସି,ଏମାନଙ୍କ ଜୀବନରେ ଆସିବ କେହି ବିଶେଷ ମଣିଷ..

Spread the love

ତେବେ ଆମ ଜୀବନରେ ଯାହା ମଧ୍ୟ ପରିବର୍ତ୍ତନ ହୋଇଥାଏ ଏହା ସବୁ ନିର୍ଭର କରିଥାଏ ଆମର ଜୀବନରେ ଗ୍ରହ ମାନଙ୍କର ଚଳନ ଉପରେ।ତେବେ ଆମେ ବର୍ତ୍ତମାନ ଏପରି କିଛି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ ବିଛା ରାଶିର ଲୋକମାନେ କରିବା ନିହାତି ଭାବରେ ଆବଶ୍ୟକ।ତେବେ ବିଛା ରାଶିର ଲୋକମାନେ କଣ କରିବା ଫଳରେ ସେମାନଙ୍କ ଉପରେ ଅନେକ ଶୁଭ ପ୍ରଭାବ ପଡିଥାଏ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।

ଏହାକୁ କରିବା ଫଳରେ ସେମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବା ସହିତ ସେମାନଙ୍କ ଉପରେ ଅନେକ ଶୁଭ ପ୍ରଭାବ ପଡ଼ିଥାଏ।ତେବେ ପ୍ରଥମେ ହେଉଛି ପ୍ରତିଦିନ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା।ତେବେ ଆପଣ ଯଦି ପ୍ରତିଦିନ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ ତେବେ ଆପଣଙ୍କ ଉପରେ ଭଗବାନ ସୂର୍ଯ୍ୟଙ୍କ ଆଶୀର୍ବାଦ ରହିବ।

ଏହା ସହିତ ଆପଣ ସମସ୍ତ କାର୍ଯ୍ୟରେ ସଫଳ ମଧ୍ୟ ହେବେ।ଏହା ସହିତ ରୁଟିରେ ମିଠା ଲଗାଇ ଆପଣ ଯଦି ଗରିବ ଲୋକମାନଙ୍କୁ ଖାଇବାକୁ ଦେବେ ତେବେ ମଧ୍ୟ ଆପଣ ଜୀବନରେ ଅନେକ ଉନ୍ନତି କରିବେ।ଏହାପରେ ଆପଣ ଯଦି ଅଶ୍ୱତତ ବୃକ୍ଷର ସେବା କରିବେ ତେବେ ମଧ୍ୟ ଆପଣ ଅନେକ ଶୁଭ ଫଳ ପ୍ରାପ୍ତ କରିବେ।

ଏହା ସହିତ ଆପଣ ଗୁରୁଜନ ମାନଙ୍କ ସହିତ କେବେ ମଧ୍ୟ ଖରାପ ବ୍ୟବହାର କରନ୍ତୁ ନାହିଁ।ନଚେତ ଆପଣଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।ଏହା ସହିତ ଆପଣ ଯଦି କେବେ ଅଯଥାରେ କାହା ପାଖରୁ କୌଣସି ଉପହାର ଆଣିବେ ତେବେ ମଧ୍ୟ ଆପଣଙ୍କ ଜୀବନରେ ଏହାର ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ଏହା ସହିତ ଭଗବାନ ହନୁମାନଙ୍କ ପୂଜା କରିବା ସହିତ ଭଗବାନଙ୍କ ଆରାଧନା କରିବା ଫଳରେ ମଧ୍ୟ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ।ଏହା ସହିତ ଆପଣଙ୍କ ଉପରକୁ ଆସୁଥିବା ସମସ୍ତ ପ୍ରକାରର ବିପଦ ଟଳି ଯିବ।ଏହା ସହିତ ଆପଣ ସମସ୍ତ ପ୍ରକାରର ଉନ୍ନତି ମଧ୍ୟ କରିବେ।ଏହା ସହିତ ଆପଣ ଯଦି କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଏହାକୁ ଗୁପ୍ତ ଭାବରେ କରିବାକୁ ପ୍ରୟାସ କରନ୍ତୁ।

କାରଣ ଆପଣଙ୍କୁ ଅନେକ ଲୋକ ହଇରାଣ କରିବାକୁ ପ୍ରୟାସ କରିବେ।ଏହା ସହିତ ଆପଣ ଏହା ପ୍ରୟାସ କରନ୍ତୁ କି ଯେତେବେଳେ ଆପଣ କାହା ସହିତ କଥା ହେଉଛନ୍ତି ସେହି ସମୟରେ ଯେତେବେଳେ ଆପଣଙ୍କ କଥା କାହାକୁ କଷ୍ଟ ନ ଦିଏ।ଏହା ସହିତ ଆପଣ ବୁଝି ବିଚାରି କଥା ହେବାକୁ ପ୍ରୟାସ କରନ୍ତୁ।

ଯଦି ଆପଣଙ୍କ କଥା କେବେ କାହାକୁ କଷ୍ଟ ଦିଏ ତେବେ ମଧ୍ୟ ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।ଏହା ସହିତ ଆପଣ ଅନେକ ସମସ୍ୟାର ଶିକାର ମଧ୍ୟ ହୋଇ ପାରନ୍ତି।ଏହା ସହିତ ଆପଣ ତୁଳସୀ ଓ ଗୁଡ଼ ଖାଇବା ପାଇଁ ପ୍ରୟାସ କରନ୍ତୁ ଯାହା ଫଳରେ ଆପଣ ଅନେକ।ସଫଳତା ମଧ୍ୟ ପାଇ ପାରିବେ।

Leave a Reply

Your email address will not be published. Required fields are marked *