ତପସ୍ୱିନୀ ଓ ସୁମିତ ଦୁହେଁ ଆଇନର ସୀମା ଭିତରେ ରହିବା ଦରକାର,କାହିଁକି ଏପରି କହିଲେ ରାଜ୍ୟ ସଭାନେତ୍ରୀ Sasmita ଦାସ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ନିଶ୍ଚୟ ଭାବରେ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ଶୁଣିଥିବେ ଏହା ବର୍ତ୍ତମାନ ସମୟର ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ଅଟେ।

ଏବେ ଏହି ଖବର ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଆଜି ଆମେ ଜାଣିବା ଏହି ସମ୍ପର୍କରେ ବ୍ୟୁରୋ ଚିଫ ଏବଂ ରାଜ୍ୟ ସଭାନେତ୍ରୀ କଣ କଥା ହେଉଛନ୍ତି।ସେ କହୁଛନ୍ତି ଯେ ମୁ ଭାବୁଛି ଏହି ଯେଉଁ ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ଚାଲିଛି ଯାହାକି କୋର୍ଟର ଅଣ୍ଡରରେ ଅଛି କେସ ଚାଲିଛି କିନ୍ତୁ ଦେଖିବାକୁ ଗଲେ ତପସ୍ୱିନୀ ଅଭିଯୋଗ କରୁଛନ୍ତି

ଯେ ସୁମିତ ମାନିଲେନି କେଉଁ ଅର୍ଡର କିନ୍ତୁ ବର୍ତ୍ତମାନ ତପସ୍ୱିନି ଯାହା କଲେ ଆଇନକୁ କଡା କରିବା ପାଇଁ ଘରେ ଜବରଦସ୍ତ ପଶି ମହିଳା ମାନେ ଆଇନକୁ ହାତକୁ ନେଇ।ଆମେ ଚାହୁଁଥିଲୁ ଯେ ତାଙ୍କ ଘର ବସିଯାଉ କିନ୍ତୁ ତୋସ୍ୱିନୀନି ଯେଉ ବାଟରେ ଚାଲୁଛନ୍ତି ଯେଉଁଥିରେ କି ଆଉ ସମ୍ଭାବନା ନାହିଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସସମ୍ପର୍କ ଭଲ ହେବାର।

ତୋସ୍ୱିନୀ ଯେଉଁଭଳି ଭାବରେ ଶାଶୁ ଶ୍ୱଶୁରଙ୍କୁ ଗଣ ମାଧ୍ୟମ ଆଗରେ କହିବାକୁ ଗଲେ ଉଲଗ୍ନ କରିସାରିଲେଣି ତେବେ କେଉଁ ସ୍ୱାମୀ କିମ୍ବା ଶ୍ୱଶୁର ଏହିଭଳି କ୍ଷେତ୍ରରେ ତାଙ୍କୁ ଗ୍ରହଣ କରିପାରିବ।ଆମେ ଏଥିପାଇଁ ଆଇନକୁ ସ୍ନମାନ ଦେବା।କେସଟି ବର୍ତ୍ତମାନ କୋର୍ଟରେ ଅଛି ତେବେ ଆମକୁ ମାନ୍ୟବର କୋର୍ଟର ରାୟକୁ ଅପେକ୍ଷା କରିବାକୁ ପଡିବ।

କିନ୍ତୁ ଏ କ୍ଷେତ୍ରରେ ତାହାର ମ୍ରିୟମାଣ ଦେଖାଦେଇଛି ଏବଂ ଏହାକୁ କେହି ମାନି ନାହାନ୍ତି।ଏହି କଥା ଘରେ ଘରେ ଚର୍ଚ୍ଚା ହେଉଛି ଏବଂ ଏକ ଖରାପ ମେସେଜ ଯାଉଛି ସୋସାଇଟିକୁ।ଯେ ଏଭଳି କାହିଁକି ଗୋଟେ ଝିଅ ଜଣଙ୍କ ଘରେ ପଶୁଚି।ସେ ଘରର ବୋହୁ ବୋଲି ତାଙ୍କର ଶ୍ୱଶୁର ଏବଂ ସ୍ୱାମୀ ମାନୁଛନ୍ତି ଶ୍ୱଶୁର କହୁଛନ୍ତି ମୋ ବୋହୁ ଏବଂ ସ୍ୱାମୀ ବି କହୁଛି ମୋର ସ୍ତ୍ରୀ।

ତୋସ୍ୱିନୀ କେସ କରିଛନ୍ତି ଏବଂ ସୁମିତ ମଧ୍ୟ ଏକ ଛାଡ଼ପତ୍ର କେସ କରିଛନ୍ତି।ଏହି ଭଳି କ୍ଷେତ୍ରରେ ତାଙ୍କ ଘର ଭିତରେ ମହିଳା ଏବଂ ତାଙ୍କ ପଡୋସି ଯେଉଁଭଳି ଭାବରେ ମନ୍ତ୍ୟବ୍ୟ ଦେଉଛନ୍ତି ତାହା ଠିକ ନୁହେଁ।କାରଣ ସେହି ଘର ଭିତରେ ଦୁଇଜଣ ବୃଦ୍ଧ ରହୁଛନ୍ତି ଏବଂ ବରିଷ୍ଠ ନାଗରିକ ରହୁଛନ୍ତି।ତାଙ୍କର ମାନବିକ ଅଧିକାର ମଧ୍ୟ ଉଲଂଘନ ହେଉଛି।

Leave a Reply

Your email address will not be published. Required fields are marked *