ଯେବେ ବିଦ୍ୟାଶ୍ରୀ ଓ ବିକାଶଙ୍କ ଅଡିଓ RECORD ଆସିଥିଲା ସାମ୍ନାକୁ,ଶୁଣିବା ପରେ ଆପଣ ମୁଣ୍ଡରେ ହାତ ଦେବେ,ବିଦ୍ୟାଶ୍ରୀ କହିଥିଲେ ସେ ମୋ ପାଇଁ…ଦେଖନ୍ତୁ Video

ସାଙ୍ଗମାନେ ଆପଣ ମାନେ ତ ମାନବ ପ୍ରେମୀ ଆଦିତ୍ୟଙ୍କ ବିଷୟରେ ଜାଣିଥିବେ।ତାଙ୍କର ମୃତ୍ୟୁ ଏବେ ମଧ୍ୟ ଏକ ରହସ୍ୟ ହୋଇ ଅଛି।ଏତେ ଦିନ ହେଲେ ମଧ୍ଯ ପୋଲିସ ତଦନ୍ତରୁ କିଛି ଜଣା ପଡୁ ନାହିଁ।ତେବେ ଏବେ ଏକ ଅଡିଓ କଲ ବହୁତ ଭାଇରାଲ ହେଉଛି।।ଆଦିତ୍ୟଙ୍କ ବନ୍ଧୁ ବିକାଶଙ୍କ ସହ କଣ କଥା ହୋଇଥିଲେ ବିଦ୍ୟାଶ୍ରୀ।ଗଣ ମାଧ୍ୟମକୁ ଯାହା କହୁଛନ୍ତି ତାହା ଏହି ଅଡିଓ କଲରେ ଅଛି କି ନାହିଁ।

ଆଉ ଏବେ ବିଦ୍ୟାଶ୍ରୀ ଓ ବିକାଶଙ୍କ ୪ ମିନିଟ କଲ ରେକର୍ଡର ଅଡିଓ ଟେପ ହାତରେ ଲାଗିଛି।ପ୍ରଥମେ ଶୁଣନ୍ତୁ ସେଦିନ ବିକାଶଙ୍କୁ କଣ କହିଥିଲେ ବିଦ୍ୟାଶ୍ରୀ।ତମେ କଣ କହିଲେ କି। ହଁ ସୋଦୁ ଥିଲେ ସେଦିନ ଗରମ ହେଇକି।ମୁଁ କହିଲି ଖରା ବେଳେ ଯିବା।ଏମିତି ହେଇ ୪ଟା ବେଳେ ଗଲେ।ଏମିତି ଗରମ ହୋଇ ୪ରୁ ୬ ଦିନ

ମୋ ସହ କଥା ହେଲେ ନାହିଁ। ଅଡିଓ ଟେପ ସ୍ପଷ୍ଟ କରୁଛି କି ୪ରୁ ୫ ଦିନ ଧରି ବିଦ୍ୟାଶ୍ରୀଙ୍କ ଉପରେ ବିରକ୍ତି ହେଉଥିଲେ ଆଦିତ୍ୟ।ଦୁହିଙ୍କ ଭିତରେ ତୁ ତୁ ମେଁ ମେଁ ଚାଲି ଥିଲା।ଏଇପରି କି ପତ୍ନୀଙ୍କୁ ରାଗି ବାପା ଘରକୁ ଚାଲି ଯିବା ପାଇଁ କହିଥିଲେ ଆଦିତ୍ୟ।ଆଉ ଘରୁ ରାଗିକି ଯିବା ସମୟରେ ବିକାଶଙ୍କ ଫୋନ କରିଥିଲେ ବିଦ୍ୟାଶ୍ରୀ।

ସେ କହୁଥିଲେ କି କିଛି କହିବ ନାହିଁ।ତମେ ନିଜର ବୋଲି ତମକୁ କହୁଛି।ଟିକେ ଯାଇ ଦେଖ ଭାଇ କଣ କରୁଛି।ବାପା ବୋଉ ଦୁଇ ଥର କଲ କରିଥିଲେ।ସେ ଯଦି ଯିବେନି ଆଣିବା ପାଇଁ କଥା ଖରାପ ହୋଇପାରେ।ମୋ ଫୋନରେ ମାତ୍ର ଅଳ୍ପ ଚାର୍ଜ ଅଛି। ବିକାଶଙ୍କ ସହ କଥା ବାର୍ତା ଭିତରେ ବିଦ୍ୟାଶ୍ରୀ କହିଛନ୍ତି କି

ଆଦିତ୍ୟଙ୍କ ଉପରେ ରାଗି କି ହାତ କାଟିବାକୁ ଯାଉଥିଲେ।ଆଦିତ୍ୟ ତାଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଉଥିଲେ। ମରିଯିବି ମରିଯିବି ବୋଲି ଧମକ ମଧ୍ୟ ଦେଉଥିଲେ। ରାଗିଲେ କି ଋଷିଲେ ମଧ୍ୟ ଅସୁବିଧା ଥିଲା।ମତେ ଖୁସିରେ ବଞ୍ଚିବାକୁ ଦେଉ ନଥିଲେ ବିଦ୍ୟାଶ୍ରୀ।ଏହି ଅଡିଓ କଲ ରେକର୍ଡ ଏବେ ବହୁତ ଭାଇରାଲ ହେଉଛି।

ଯାହାକୁ ଶୁଣିବା ପରେ ଜଣେ କେହି ବି କହି ପାରିବ ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ କଣ।କୌଣସି ଝଗଡ଼ା କି ମାନସିକ ଚାପ ତାଙ୍କୁ ଅଘଟଣ କରିଛନ୍ତି ତାକୁ ଖଣ୍ଡନ କରିବା ହୁଏ ତ କଷ୍ଟକର। ତଥାପି ପୋଲିସ ତଦନ୍ତରେ କି ରିପୋର୍ଟ ଆସୁଛି ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *