ନିଶ୍ଚୟ ପଢନ୍ତୁ – ବିକ୍ରମ ପଣ୍ଡା ରୁ ବିକ୍ରମ ବେତାଲ କାହିଁକି ହେଇଗଲେ ? ବିକ୍ରମ ପଣ୍ଡା ଙ୍କ ଏହି ସଚ୍ଚା ପ୍ରେମ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ନିଶ୍ଚୟ ଲୁହ ଆସିଯିବ

Spread the love
ବିକ୍ରମ ଜଣେ ଶାନ୍ତ ସରଳ ଓ ସୁନ୍ଦର ପିଲା ଥିଲେ, ପାଠ ପଢ଼ା ପରେ ସେ Women’s college ଛକ ଠାରେ ଏକ ନେଟ କାଫେ ଦୋକାନ ଆରମ୍ଭ କରିଥିଲେ । ବିଭିନ୍ନ ସମୟରେ ଯୁବକ/ଯୁବତୀମାନେ ଚାକିରି ଆବେଦନ ପାଇଁ ଅନଲାଇନ ଫର୍ମ ଦାଖଲ କରିବାକୁ ସେଠାକୁ ଆସୁଥିଲେ।ପ୍ରାୟ ୩ବର୍ଷ ତଳେ ଜଣେ ଯୁବତୀ ନିୟମିତ ବିଭିନ୍ନ ଚାକିରି ପାଇଁ ଫର୍ମ ଦାଖଲକରିବାକୁ ସେଠାକୁ ଯାଉଥିଲେ । ସେ ଝିଅ ହିଁ ପ୍ରଥମ ଦେଖାରୁ ବିକ୍ରମ ର ମନକୁ ଚୋରେଇଥିଲା Same Caste ର ଝିଅ ହୋଇଥିବାରୁ ସେ ଝିଅ କୁ ବିକ୍ରମ ମନେ ମନେ ବହୁତ ପସନ୍ଦ କରୁଥିଲା।
ପ୍ରଥମ ଦେଖାରୁ କଥାବାର୍ତା ତାପରେ ଧୀରେ ଧୀରେ ଉଭୟେ ଉଭୟ ଙ୍କୁ ଭଲ ପାଇବାରେ ଲାଗିଲେ, ଭଲପାଇବା ଏତେ ଗଭୀର ହୋଇଯାଇ ଯେ, ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହିପାରୁନ ଥିଲେ, ଜଣେ ଆଉ ଜଣଙ୍କ ସହ କଥା ନ ହେଲେ ଖାଉ ନ ଥିଲେ। ରାତିରେ କଥା ହେଲେ ସକାଳ ହୋଇଯାଉଥିଲେ ପଛେ କଥା ସରୁନଥିଲା।
ଦୁହେଁ ଦୁହିଁଙ୍କୁ ନିଜ ଜୀବନ ଠୁ ବେସି ନିଜ ଭଲ ପାଉଥିଲା। ଦେଖୁ ଦେଖୁ ସମ୍ପର୍କ ତିନିବର୍ଷ ବିତିଗଲା
ତା ପରେ ଝିଅ ଧୀରେ ଧୀରେ ଦୁରେଇ ଯିବାରେ ଲାଗିଲା ଆଉ ଅଚାନକ କଟକଣା ଦର୍ଶାଇ ସେ ଆଉ ବିକ୍ରମ କୁ ଧରଛୁଆ ଦେଲାନାହିଁ । ଦିନେ ହଟାତ କହିଲା Sorry ବିକ୍ରମ 🙏 ମୋତେ କ୍ଷମା କରିଦେବ ମୁଁ ନିରୁପାୟ, ମୋ ବାପା ମାଆ ଚାକିରୀଆ ପାତ୍ର ଖୋଜୁଛନ୍ତି, ଆଉ ମୁଁ ମୋ ବାପା ମାଆ ଙ୍କର ଇଚ୍ଛାବିରୁଦ୍ଧରେ ଯାଇପାରିବିନି।
ଯେତେବେଳେ ଝିଅ ର ବାପା ବି କହିଲେ ତାକୁ ଭୁଲି ଯା ଯାହା ଥିଲା ତାହାସବୁ TimePass ବୋଲି ଭାବି ନୋବୁ।ତା ପରେ ବିକ୍ରମ ର ଗଡ଼ ତଳୁ ମାଟି ଖସି ଗଲା ଆଉ ଆକାଶ ସାରା କଲା ବାଦଳ ଛାଇ ଗଲା ଆଉ ଚତୁର୍ଦିଗ ର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଗଲା।
ସତେ ଯେମିତି ଶରୀର ରୁ ହୃଦୟ ଟା ଅଲଗା ହୋଇଗଲା।ସେ ଭାବିଲା ଯେଉଁ ଝିଅ ମୋତେ ଗୋଟେ କ୍ଷଣ ନ ଦେଖିରହି ପାରୁନଥିଲା, ଦିନରେ ଥରେ ଯଉଁ ଝିଅ କଥା ନ ହେଲେ କିଛି ଖାଉ ନଥିଲା, ଯଉଁ ଝିଅ ରାଣ ଖାଇ କହୁଥିଲାତୁମ ଛଡା ମୋ ଜୀବନରେ ଆଉ କେହି ଆସିବେନି ବୋଲି, ଯଉଁ ଝିଅ ମୋତେ ପାଇବା ପାଇଁ ମନ୍ଦିର ରେ ପାଣି ଢାଳୁଥିଲା, ଯଉଁ ଝିଅ ମୋ ଦେହ ଖରାପ ହେଲେ ରାତି ସାରା କାନ୍ଦୁଥିଲା, ଯଉଁ ଝିଅ ଅଲଗା ଝିଅ ଙ୍କୁ ମୁଁ ଅନେଇ ଦେଲେ ଦିନ ସାରା ମୋତେ ଗାଳି କରୁଥିଲା , ଯଉଁ ଝିଅ ର call ମୁଁ ଥରେ Receive ନ କଲେ ବାର ବାର call କରୁଥିଲା, ଯଉଁ ଝିଅ ତୁମକୁ ନ ପାଇଲେ ମୁଁ ଝୁରି ଝୁରି ମରିଯିବି ବୋଲି କହୁଥିଲା।
ଆଜି ମୋ ପାଖରେ ସରକାରୀ ଚାକିରୀ ନାହିଁ ବୋଲି ମୋ ଶରୀର ରୁ ମୋ ହୃଦୟ ଟା ସବୁ ଦିନ ପାଇଁ ଅଲଗା ହୋଇଯାଉଛି। ସାମାନ୍ୟ କିଛିଟା ଅଧିକା ପଇସା ପାଇଁ ମୋ ହୃଦୟ ର ଦେବୀ କୁ ଟୋପାଏ ସିନ୍ଦୁର ଦେଇ ଆଉ କିଏ କିଣି ନେବାକୁ ଯାଉଛି ।ଏ ସବୁ କଥା ମୁଣ୍ଡ ରେ ଘୁରି ବୁଲିଲା ତା ପରେ ବିକ୍ରମ ର ମୁଣ୍ଡ କୁ ପିତ୍ତ ଚଢ଼ିଲା ଓ ଶେଷରେ ବିକ୍ରମ ରୁ ବିକ୍ରମ ବେତାଲ ସାଜି ଏପରି ଏକ କାଣ୍ଡ କଲା ଯାହା ଓଡିଶା ବାସୀ କେବେ ଦେଖିନଥିଲେ ……। ସମସ୍ତଙ୍କ ନଜରେ ସେ ଜଣେ ଅପରାଧୀ ହୋଇଗଲା,ତା ଦୁଃଖ କେହି ଶୁଣିଲେଣି ଯଦି ସେ ବିକ୍ରମ ପଣ୍ଡା ଜାଗାରେ ବନ୍ଦିତା ପଣ୍ଡା ହୋଇଥାନ୍ତା। ତାହାଲେ FaceBook ପୁରି ଯାଆନ୍ତା We Support Bandita Panda ଲେଖା ରେ ।
ଘଟଣା ପଛ ର ରହସ୍ୟ ଜାଣିବାକୁ କେହି ପସନ୍ଦ କରନ୍ତିନି ଖାଲି ଆମ ସମାଜ ର ଲୋକମାନଙ୍କୁ ସବୁବେଳେ ପୁଅ ର ହୀ ଦୋଷ ଦେଖାଯାଏ।ଯଦି ଝିଅ ର ଘର ଲୋକେ ସରକାରୀ ଚାକିରିଆ ସାଙ୍ଗରେ ବାହାଘର କରିବା ପାଇଁ ଭାବିଥିଲେ ତାହାଲେ ସେ ଝିଅ ସେ ପୁଅ ର ଜୀବନ ସହ କାଇ ଖେଳୁଥିଲା?ପୁଅ ମାନଙ୍କ ର ହୃଦୟ କଣ ଖେଳନା କି ମନ ଇଚ୍ଛା ଖେଳିବ?ଏଠି କଥା ଉଠୁଛି କେବଳ ସରକାରି ଚାକିରିଆ ମାନେ ଯୋଗ୍ୟପାତ୍ର କି??
2-ଜଣେ ବେସରକାରୀ ଚାକିରୀ କରୁଥିବା ପିଲା ଭଲ ଯୋଗ୍ୟପାତ୍ର ନୁହେଁ କି?
3-ସମସ୍ତେ ଯଦି ସରକାରି ଚାକିରୀ କରିବେ ତାହେଲେ ଚାଷ କରିବ କିଏ? ଓ ଯଦି ଚାଷ ନ ହେଲେ ଆମେ ଖାଇବା କଣ? ଆମେ ନ ଖାଇଲେ ବଞ୍ଚିବା କେମିତି?
4-ଗୋଟେ ବେସରକାରୀ ଚାକିରୀ କରୁଥିବା ପିଲା ନିଜସ୍ତ୍ରୀ କୁ ସବୁ ପ୍ରକାରର ଖୁସି ଦେଇପାରିବନି କି?
5-ଜଣେ ଖାଲି ଚାକିରୀ କରୁଥିଲେ ଯାଇ ନିଜ ସ୍ତ୍ରୀ କୁ ସବୁପ୍ରକାର ଖୁସି ଦେଇ ପାରିବ ଆଉ ବ୍ୟାବସାୟ କରୁଥିଲେ ନିଜ ସ୍ତ୍ରୀ କୁ ସବୁ ପ୍ରକାର ଖୁସି ଦେଇପାରିବନି କି???ତେବେ ଏହି ଲେଖା ଟି ସମ୍ପୂର୍ଣ ଭାବେ ସୋସିଆଲ ମିଡ଼ିଆ ରୁ ସଂଗ୍ରହ ହେଇଛି|ଆମ ମତାମତ ଏ ନେଇ କିଛି ନାହିଁ
ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି କି ପୁଅ ପାଇଁ ଗୋଟିଏ ନିୟମ ଝିଅ ପାଇଁ ଗୋଟିଏ ନିୟମ କାହିଁକି କର ଯାଉଛି ?କିଛି ଦିନ ତଳେ ପ୍ରେମ କରି ଧୋକା ଦେଇଥିବାରୁ ଗୋଟିଏ ପୁଅ କୁ ପୋଲିସ ଗିରଫ କରିଥିଲା କିନ୍ତୁ ଏବେ ?ଆମ ଭାରତୀୟ ନିୟମ ଅନୁସାରେ ପୁଅ ଝିଅ ନିର୍ବିଶେଷ ରେ ଦଣ୍ଡ ଦେବା ଉଚିତ |ତେବେ ଆମେ ଏଠାରେ କହିବା ପାଇଁ ଚାଁହୁଁଚୁ ଯେ ବିକ୍ରମ ବର୍ତମାନ ଯେଉଁ କାଣ୍ଡ କରିଛି ନିଶ୍ଚୟ ଏଠି ପାଇଁ ସେ ଦୋଷୀ ଓ ତାକୁ ଦଣ୍ଡ ମିଳିବ ମଧ୍ୟ ଦରକାର ,କିନ୍ତୁ ଯେଉଁ ଝିଅ ବିକ୍ରମ କୁ ଧୋକା ଦେଇଛି ତା ପାଇଁ କଣ କରାଯିବ ?ଅତୀତରେ ଅନେକ ପୁଅ ଝିଅ ପାଇଁ ଆତ୍ମହତ୍ୟା କରିଛନ୍ତି କିନ୍ତୁ ସେତେବେଳେ ଝିଅର ନାମ ମଧ୍ୟ ଗୁପ୍ତ ରଖାଯାଏ
କିନ୍ତୁ ଯେତେବେଳେ ଜଣେ ଝିଅ କିଛି ଏଭଳି ପଦକ୍ଷେପ ନିଏ ତେବେ ପୋଲିସ ଖାପ କିଣା ପ୍ରଥମେ ପୁଅ କୁ ଧରିନିୟନ୍ତି,ଯେତେବେଳେ କି ଆମର ସୁପ୍ରିମକୋଟ କହିଛନ୍ତି ଯେ ସମ୍ପର୍କ ରଖିବା ଅର୍ଥ ନୁହଁ ବିବାହ କରିବା ପାଇଁ ବାଧ୍ୟ ବୋଲି |ତେବେ ପୋଲିସ ର ଏତେ ପତରଅନ୍ତ ନୀତି କାହିଁକି ?ସବୁବେଳେ କୁହାଯାଏ ଝିଅ ମନକୁ ସୁରକ୍ଷା ଦେବା ଆମର କର୍ତବ୍ୟ |ଆମେ ମଧ୍ୟ ଏହାକୁ ସମର୍ଥନ କରୁଚୁ କିନ୍ତୁ ପୁଅ ମାନେ ?? ଜଣେ ପୁଅ ପ୍ରେମରେ ଧୋକା ଦେଲେ ତାକୁ ଗିରଫ କରାଯିବ କିନ୍ତୁ ଝିଅ ଧୋକା ଦେଇ ଅନ୍ୟ ଜାଗାରେ ବିବାହ କିପରି କରିବ? ଏହା କିଭଳି ନିୟମ ?
ତେବେ ବିକ୍ରମ ନିଶ୍ଚୟ ତା କରିଥିବା ଭୁଲ ପାଇଁ ଦଣ୍ଡ ପାଇବା ନିହାତି ଦରକାର ନଚେତ ଯୁବପିଢ଼ି ଆଗକୁ ଏପରି ଭୁଲ କରିବେ କିନ୍ତୁ ଯେପରି ପୁଅ ଧୋକା ଦେଏ ପୁଅ କୁ ଗିରଫ କରୁଛ ସେପରି ଝିଅ ଧୋକା ଦେଲେ ଝିଅକୁ ମଧ୍ୟ ଗିରଫ କରି ପୋଲସ ସମସ୍ତନ୍କ ପାଇଁ ନ୍ୟାୟ ସମାନ ବୋଲି ପ୍ରମାଣ କରୁ |ଆମ ଲେଖା ପଢିବା ପାଇଁ ଧନ୍ୟବାଦ ଏହି ଲେଖାକୁ ନିଶ୍ଚୟ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *