ସବୁଠୁ ବଡ ଦୁଃଖ ଖବର – ଓଡ଼ିଆ ଗାୟିକା ତପୁ ମିଶ୍ର ହେଲେ ଅତି ଗୁରୁତର – ଏଭଳି ଭାବେ ଦୟାକରି ଆର୍ଥିକ ସାହାଯ୍ୟ କରନ୍ତୁ – E.C.M.O. ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ କଲେ ନିବେଦନ

Spread the love

ଓଡ଼ିଆ ସିଙ୍ଗର ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତମାନ ଅତି ଗୁରୁତର ହେଇସହି |ତେବେ ଏହା କୁ ନେଇ ସାରା ଓଡ଼ିଶାରେ ବର୍ତମାନ ସମୟରେ ଶୋକ ଖେଳି ଯାଇଛି |ତେବେ ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଗତ କିଛି ମାସରୁ ଓଡ଼ିଆ ଗାୟିକା ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରେ ଲାଗିଛି |ଅନେକ ଦିନରୁ ସେ ମେଡିକାଲ ରେ ଭର୍ତି ହେଇଛନ୍ତି |ତେବେ ବର୍ତମାନ ଆଜି ଆମେ ଆପଣାକୁ କହିବୁ ତାଙ୍କ ବିଷୟରେ ନୂଆ ଅପଡେଟ|ତେବେ ଏହି ପୋଷ୍ଟ ନିଶ୍ଚୟ ସେୟାର କରନ୍ତୁ ଓ ସମସ୍ତେ କିଛି କିଛି ସାହାଯ୍ୟ କରନ୍ତୁ

ତେବେ ଦର୍ଶକ ବନ୍ଧୁ ଏବେ ଏବେ ଯେଉଁ ଖବର ଆସୁଛି କି କାରଣ ସହ ସଂଘର୍ଷ କରୁଛନ୍ତି ଓଡ଼ିଶାର ଲୋକପ୍ରିୟ ଓ ଅତି ପରିଚିତ ନାମିଦାମୀ ଗାୟିକା ତପୁ ମିଶ୍ର |ଗତ କିଛି ଦିନ ହେବ ସେ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଆଡ଼ମିସନ ହେଇଥିଲେ |ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନ ସୁଧୁରିବାରୁ ଆଉ ଗୋଟେ ହସ୍ପିଟାଲ ରେ ଭର୍ତି କର ଯାଇଥିଲା କିନ୍ତୁ ବର୍ତମାନ ସେତାହାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସେତେ ଟା ଉର୍ନତି କରିନି

ତେବେ ଏ ନେଇ ତାଙ୍କ ପରିବାର ଲୋକ ଆଜି ସୂଚନା ଦେଇଛନ୍ତି ଓ ସୋସିଆଲ ମିଡ଼ିଆ ରେ ଆଜି ତପୁ ଙ୍କ ପାଇଁ ଜୋରଦାର ପ୍ରାଥନା ହେଇଥିଲା ଓ କିଛି କିଛି ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ଲୋକମାନେ ଆଗେଇ ଆସିଛନ୍ତି |ତେବେ ତାଙ୍କ ସ୍ୱାସ୍ଥ୍ୟ ରେ ଉର୍ନତି ଆଣିବା ପାଇଁ ତାଙ୍କୁ କଲିକତା ନିଆଯାଇପାରେ ,ଏ ନେଇ ତାଙ୍କର କିଛି ବିଶ୍ୱସ୍ତ ବନ୍ଧୁ କହିଛନ୍ତି ଯେ ତାଙ୍କୁ କଲିକତା ନେବା ପାଇଁ ଆୟୋଜନ ଚାଲିଛି

ତେବେ କଲିକତା ଯିବା ପାଇଁ ଏୟାର ଲିଫ୍ଟ ର ଆବଶ୍ୟକତା ହେଇପାରେ ଓ ଏଥିପାଇଁ ଅନେକ ତାଙ୍କ ଆବଶ୍ୟକ ସେଥିପାଇଁ କଛିହିଁ ଲୋକ ନିଜ ଆଡୁ ତପୁ ମିଶ୍ର ଙ୍କୁ ସାହାଯ୍ୟର ହାତ ବଢେଇଛନ୍ତି ଓ ଅନ୍ୟ ମନକୁ ମଧ୍ୟ ଆଗେଇ ଆସିବା ପାଇଁ କହିଛନ୍ତି ଓ ସମସ୍ତେ କିଛି କିଛି ସାହାଯ୍ୟ କରିବା ନିହାତି ଦରକାର ବୋଲି କହିଛନ୍ତି ମଧ୍ୟ ,ତେବେ ଆପଣ ମଧ୍ୟ ଆପଣଙ୍କ ସମସରଥଯ ହିସାବରେ ତାଙ୍କୁ ନିଶ୍ଚୟ କିଛି ସାହାଯ୍ୟ କରିବା ପାଇଁ ଅନୁରୋଧ

ତେବେ ଆମେ ତଳେ ତାଙ୍କ ପ୍ରିୟଜନଙ୍କ ଫୋଟୋ ଦେଇଚୁ ଯାହାକୁ ଦେଖି ଆପଣ କିଛି କିଛି ସାହାଯ୍ୟ କରିପାରିବେ ଓ ଭଗବାନ ଙ୍କ ପାଖେ ପ୍ରାଥନା ମଧ୍ୟ କରନ୍ତୁ ସେ ଯଥାଶୀଘ୍ର ଫରିଆସନ୍ତୁ |ତେବେ ଓଡ଼ିଆ ଫିଲ୍ମ ଓ ଆଲବମ ରେ ଅନେକ ଗୀତ ଗାଏ ସାରିଛନ୍ତି ଏହି ଓଡ଼ିଆ ଗାୟିକା ତପୁ ମିଶ୍ର |ଆଜି ଆମେ ତାଙ୍କୁ କିଛି ସାହାଯ୍ୟ କରି ଓ ତାଙ୍କ ପାଇଁ ପ୍ରାଥନା କରିବା ନିହାତି ଦରକାର ଓ ସେ ଯେପରି ସୁସ୍ଥ ହେଇ ଫେରିବେ ଆଶା କରିବା ତେବେ ତାକୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ମୋ ଓଲିଉଡ଼ ପରିବାର ତରଫ ରୁ କଳାକାର ଓ ମେମ୍ବର ମାନେ ମଧ୍ୟ କିଛି କିଛି ସାହାଯ୍ୟ କରିବା ପାଇଁ କହିଛନ୍ତି

Leave a Reply

Your email address will not be published. Required fields are marked *