ଶସ୍ତା (CHEAPEST) ଦରରେ ଓଡ଼ିଆ ଖାଦ୍ୟ,ପଖାଳ ଥାଳି ଓ ଓଡ଼ିଆ ଥାଳି ଥରେ ଖାଇବା ପରେ ଆପଣ କେବେ ଭୁଲିବେ ନାହିଁ…ଦେଖନ୍ତୁ Video

Spread the love

ତେବେ ଆମ ଓଡ଼ିଶାରେ ବର୍ତ୍ତମାନ ବିଭିନ୍ନ ବାହାରର ଖାଦ୍ୟ ମଧ୍ୟ ବିକ୍ରି ହେବା ଆରମ୍ଭ ହୋଇଗଲାଣି।କିନ୍ତୁ ଯାହା ହେଲେ ମଧ୍ୟ ଓଡ଼ିଆ ଖାଦ୍ୟ ସବୁଠାରୁ ଅଧିକ ପ୍ରିୟ ଅଟେ ଲୋକମାନଙ୍କର।ତେବେ ଆମେ ବର୍ତ୍ତମାନ ଏପରି ଏକ ହୋଟେଲ ସମ୍ପର୍କରେ ଆଲୋଚନା କରିବା ଯାହା ଓଡ଼ିଆ ଖାଦ୍ୟ ବିକ୍ରି କରିବା ପାଇଁ ସବୁଠାରୁ ଅଧିକ ଭାବରେ ପ୍ରସିଦ୍ଧ।ଏହା ସହିତ ଏହି ସ୍ଥାନରେ ବହୁତ ଶସ୍ତା ଦରରେ ମଧ୍ୟ ଓଡ଼ିଆ ଖାଦ୍ୟ ମିଳିଥାଏ।ଯାହା ଫଳରେ ଏଠାକୁ ଅନେକ ଲୋକ ଖାଦ୍ୟ ଖାଇବା ପାଇଁ ଆସି ଥାଆନ୍ତି।

ତେବେ ଏହି ହୋଟେଲର ନାମ ହେଉଛି ମାଆ ସନ୍ତୋଷି ହୋଟେଲ ଏହା ସହିତ ଏହା ରୂପାଲି ଛକ ନିକଟରେ ଅବସ୍ଥିତ।ଏହା ସହିତ ଏଠାରେ ବର୍ଷର ସବୁ ସମୟରେ ଲୋକମାନଙ୍କ ଭିଡ଼ ଦେଖିବା ପାଇଁ ମିଳିଥାଏ।ଏହା ସହିତ ଏଠାରେ ବିଭିନ୍ନ ପ୍ରକାରର ଖାଦ୍ୟ ଶସ୍ତା ଦରରେ ମିଳିଥାଏ।ଏହା ସହିତ ଏଠାରେ ବିଶେଷ ଭାବରେ ଓଡ଼ିଆ ଖାଦ୍ୟ ଅଧିକ ବିକ୍ରି ହୋଇଥାଏ।

ଏହା ସହିତ ଓଡ଼ିଆ ଖାଦ୍ୟ ମାତ୍ର ୬୦ ଟଙ୍କା ଦରରେ ମିଳି ଯାଇ ଥାଏ।ଏହା ସହିତ ଏଠାରେ ଦହି ପଖାଳ ମଧ୍ୟ ମିଳିଥାଏ।ଯାହା ଫଳରେ ଏଠାକୁ ଅନେକ ଲୋକ ଅନେକ ଦୂରରୁ ମଧ୍ୟ ଦହି ପଖାଳ ଖାଇବା ପାଇଁ ଆସି ଥାଆନ୍ତି ଏହା ସହିତ ବିଶେଷ ଭାବରେ ଅନେକ ଲୋକ ଏଠାକୁ ଖାଦ୍ୟ ଖାଇବା ପାଇଁ ଆସି ଏହି ହୋଟେଲର ଅନେକ ପ୍ରଶଂସା କରି ଥାଆନ୍ତି।

ତେବେ ବାସ୍ତବରେ ଏଠାରେ ବହୁତ ସ୍ଵାଦିଷ୍ଟ ଖାଦ୍ୟ ମିଳିଥାଏ ଯାହା ଅନ୍ୟ ସମସ୍ତ ହୋଟେଲ ତୁଳନାରେ ବହୁତ ଭଲ ବୋଲି ଅନେକ ଲୋକ କହି ଥାଆନ୍ତି।ଏହା ସହିତ ଏଠାରେ ଖାଦ୍ୟ ଖାଇବା ପାଇଁ ବର୍ଷର ସବୁ ସମୟରେ ଭିଡ଼ ଦେଖିବାକୁ ମିଳିଥାଏ।ଏହା ସହିତ ଏଠାରେ ଖାଉଥିବା ଲୋକମାନେ କହି ଥାଆନ୍ତି କି ଏଠାରେ ବହୁତ ସ୍ଵାଦିଷ୍ଟ ଖାଦ୍ୟ ମିଳିଥାଏ।

ଏହା ସହିତ ଅନେକ ଦୂରରୁ ଲୋକମାନେ ଏଠାକୁ ଖାଦ୍ୟ ଖାଇବା ପାଇଁ ଆସି ଥାଆନ୍ତି।ଏହା ସହିତ ଏଠାରେ ଖାଉଥିବା ଲୋକମାନେ ଏହି ଖାଦ୍ୟର ଅନେକ ପ୍ରଶଂସା ମଧ୍ୟ କରି ଥାଆନ୍ତି।ଏହା ସହିତ ଏଠାରେ ଯେଉଁ ଖାଦ୍ୟରେ ମସଲା ବ୍ୟବହାର କରା ଯାଇଥାଏ ଏହାକୁ ସେମାନେ ନିଜେ ପ୍ରସ୍ତୁତ କରି ଥାଆନ୍ତି।

ଯାହା ଫଳରେ ଏଠାରେ ଖାଦ୍ୟ ଅଧିକ ସ୍ଵାଦିଷ୍ଟ ଲାଗିଥାଏ ବୋଲି ଅନେକ ଲୋକ କହି ଥାଆନ୍ତି।ଏହା ସହିତ ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ମିଳିଥାଏ।ଏହା ସହିତ ଏଠାରେ ବିଶେଷ ଭାବରେ ଓଡ଼ିଆ ଖାଦ୍ୟ ଅନେକ ଲୋକଙ୍କର ପ୍ରିୟ ଅଟେ।ତେବେ ସେଠାରେ ଅଳ୍ପ ଦରରେ ଓଡ଼ିଆ ଖାଦ୍ୟ ମିଳୁ ଥିବାରୁ ଅନେକ ଲୋକ ବର୍ତ୍ତମାନ ସେଠାରେ ଖାଦ୍ୟ ଖାଇବା ପାଇଁ ଅନେକ ଦୂରରୁ ମଧ୍ୟ ଆସୁଛନ୍ତି।

ତେବେ ସେଠାରେ ବିଭିନ୍ନ ପ୍ରକାରର ଖାଦ୍ୟ ମାତ୍ର ୬୦ ଟଙ୍କାରେ ମିଳୁଛି।ଏହା ସହିତ ଆଜିକାଲି ଏତେ କମ ଦରରେ ଖାଦ୍ୟ ମିଳିବା ଅନେକ କଷ୍ଟ ବୋଲି ସେଠାକୁ ଆସୁଥିବା ଲୋକମାନେ କହିଥାନ୍ତି।

Leave a Reply

Your email address will not be published. Required fields are marked *