ରାତିରେ ଶୋଇବାବେଳେ ତକିଆ (Takia) ତଳେ ରଖନ୍ତୁ ଏହି ଜିନିଷ ଧନର ବର୍ଷା ହେବ,ଆପଣଙ୍କ ଜୀବନରେ ଆସିବ ଖୁସି ର ଦିନ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ କଣ ଜାଣିଛନ୍ତି ଯେ ମୁଣ୍ଡ ତଳେ ରଖାଯାଉଥିବା ତକିଆ ଆପଣଙ୍କୁ ରାତାରାତି ମାଲାମାଲ କରିପାରେ।ଶୋଇବା ସମୟରେ ରଖାଯାଉଥିବା ତକିଆ ତଳେ ଏହି ଗୋଟିଏ ଜିନିଷ ନିଶ୍ଚିତ ରଖନ୍ତୁ ଏବଂ ଏହାପରେ ଆପଣ ଦେଖିବାକୁ ପାଇବେ ଚମତ୍କାର।

ଏହାଦ୍ବାରା ରାତାରାତି ଆପଣଙ୍କ ଭାଗ୍ୟ ଚମକିଯାଇପାରେ।ଆମଦାନୀ ହେବ ଦୁଇଗୁଣ।ରାତିରେ ଶୋଇବା ବେଳେ ସଭିଙ୍କୁ ତକିଆର ଆବଶ୍ୟକତା ହୋଇଥାଏ।ଦେଖିବାରେ ଏହା ଏକ ମାମୁଲି ଜିନିଷ ହେଲେ ମଧ୍ୟ ଏହା ଏକ ମାମୁଲି ଜିନିଷ ହୋଇ ନଥାଏ।ଆପଣମାନେ ଏହା ଶୁଣିଥିବେ ଯେ ବ୍ୟକ୍ତି ଯେତେ ବି ଧନୀ ହୋଇଗଲେ ମଧ୍ୟ ଶୋଇବା ପାଇଁ ତାକୁ ସୁନାର ତକିଆ ବଦଳରେ ମାମୁଲି ତକିଆର ଆବଶ୍ୟକତା ପଡେ।

ଆପଣଙ୍କୁ ଏଠାରେ ଜଣାଇଦେଉଛୁ ଯେ ଦେଖିବାରେ ତକିଆ ମାମୁଲି ହୋଇପାରେ କିନ୍ତୁ ଏହାର ସଠିକ ବ୍ୟବହାର ଆପଣଙ୍କୁ ରାତାରାତି ମାଲାମାଲ କରିପାରେ।ଆମେ ଆଜି ଜାଣିବା ଏମତି କେଉଁ ଜିନିଷ ଅଛି ଯାହାକୁ ତକିଆରେ ବ୍ୟବହାର କରି ଶୋଇବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଚମକି ଯାଇ ପାରେ।ଏହାର ପ୍ରଭାବ ସକାରତ୍ମକ ଉର୍ଜାରେ ଭରିହୋଇ ରହିଥାଏ

ଯାହା ବ୍ୟକ୍ତିକୁ ଧନବାନ ବନାଇଥାଏ।ତେବେ ଆଜି ଆମେ ଏହି ବିଷ୍ୟରେମ ଜାଣିବା।ପ୍ରଥମ ଜିନିଷ ହେଉଛି ମୟୁର ପର।ସକାରତ୍ମକ ଉର୍ଯର ପ୍ରାପ୍ତି କରିବା ପାଇଁ ଆପଣ ତକିଆ ତଳେ ମୟୁର ପର ରଖନ୍ତୁ।ଏହାର ପ୍ରଭାବ ଅଟି7 ଲାଭ ଦାୟକ ହୋଇଥାଏ।ତକିଆ ତଳେ ମୟୁର ପର ରଖିବା ଦ୍ବାରା ବ୍ୟକ୍ତିର କୁଣ୍ଡଳୀରେ ଦୋଷ ହୋଇନଥାଏ।

ଏହାଦ୍ବାରା ବ୍ୟକ୍ତିର ଭାଗ୍ୟ ପୁରପୁରି ତାର ସାଥ ଦେଇଥାଏ।ଦୁର୍ଘଟଣାରୁ ମଧ୍ୟ ମୟୁର ପର ଆପଣଙ୍କୁ ବଞ୍ଚାଇଥାଏ।ସକାଳୁ ଯେତେବେଳେ ଉଠୁଛନ୍ତି ସେତେବେଳେ ତକିଆ ତଳେ ମୟୁର ପର ଉଠାଇ ତାହାର ଦର୍ଶନ ଅବଶ୍ୟ କରନ୍ତୁ।ଏହାର ପରିଣାମ ବହୁତ ଭଲ ହୋଇଥାଏ।ଏହାପରେ ହେଉଛି ତୁଳସୀ ପତ୍ର।

ରାତିରେ ଶୋଇବା ବେଳେ ତକିଆ ତଳେ ଚାରିରୁ ପାଞ୍ଚଟି ତୁଳସୀ ପତ୍ର ରଖିବା ଦ୍ୱାରା ପଜିଟିଭ ଉର୍ଜା ପ୍ରାପ୍ତ ହୋଇଥାଏ।ସକାଳୁ ଉଠିକରି ତୁଳସୀ ପତ୍ରକୁ ଖାଇ ଦିଅନ୍ତୁ ଏହାଦ୍ବାରା ନକରାତ୍ମକ ଉର୍ଜାର ପ୍ରଭାବ ପଡିନଥାଏ।କିନ୍ତୁ ମନେ ରଖନ୍ତୁ ଏହାକୁ ସନ୍ଧ୍ୟା ପରେ ତୋଳନ୍ତୁ ନାହିଁ।ତୃତୀୟରେ ହେଉଛି ସନ୍ଧ୍ୟା ପରେ ରଖନ୍ତୁ ଏକ ଟଙ୍କିଆ କଏନ।ରାତିରେ ଶୋଇବା ବେଳ ତକିଆ ତଳେ ଏକ ଟଙ୍କିଆ କଏନ ରଖନ୍ତୁ ଏବଂ ଉଠିବା ପରେ ଏହାକୁ କୌଣସି ଗରିବ ବ୍ୟକ୍ତିକୁ ଦାନ କରିଦିଅନ୍ତୁ।ଏହାଦ୍ବାରା ଆପଣଙ୍କ ସମସ୍ୟାର ଅନ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *