ଜାଣନ୍ତୁ ମାଂସ ଖାଇବା ଠିକ ଅଟେ କି ଭୁଲ? ନହେଲେ ପସ୍ତେଇବେ।

Spread the love

ଆପଣ ମାନେ କଣ ଜାଣିଛନ୍ତିକି ମାଛ ମାଂସ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ଭଲ କି ଖରାପ ଅଟେ।ଆଗରୁ ଜଣା ଅଛିକି ଲୋକମାନେ ମାଂସ ମାଛ ଖାଇବା ଦ୍ୱାରା ଆମ ମାନଙ୍କ ଶରୀରକୁ ଭିନ୍ନ ଭିନ୍ନ ପ୍ରକାରର ଲାଭ ପହଁଞ୍ଚି ଥାଏ।ବର୍ତ୍ତମାନର ପରିସ୍ଥିତି ଦେଖିବାକୁ ଗଲେ ଏ ସମୟରେ ମାଛ,ମାଂସ ଖାଇବା ସୁରକ୍ଷିତ କି ନୁହେଁ କହିବା ସହଜ ହେବ ନାହିଁ।ଆଜି ଆମେ ଏଠାରେ ମାଂସ ଖାଇବା ଉପରେ ଏକ ସମ୍ପୂର୍ଣ୍ଣ ବିସ୍ଲେଶଣ ନେଇ ଆଅଇଁ ଅଛୁ ଯେଉଁଥିରେ ଆଜି ଆପଣ ମାନେ ଜାଣିବେ କିପରି ମାଂସ ଆମ ମାନଙ୍କ ଶରୀରକୁ ହାନି ପହଞ୍ଚାଇଥାଏ,ଆଉ ତାସହିତ ଆମକୁ କେଉଁ ପ୍ରକାରର ମାଂସ ଖାଇବା ଆଵଶ୍ୟକ ଯାହାଦ୍ୱାରା ଆମକୁ କୌଣସି ପ୍ରକାରର କ୍ଷତି ନହେବ।

ଆଜିଠାରୁ ପ୍ରାୟ ଦେଢ଼ କୋଟି ବର୍ଷ ପୂର୍ବେ ମାଙ୍କଡ ମାନଙ୍କର ପ୍ରଜାତି ବଢ଼ିବାରେ ଓ ବିକଶିତ ହେବାରେ ଲାଗିଲା।ଆଉ ସେମାନଙ୍କ ଭିତରୁ ଗୋଟେ ପ୍ରଜାତିକୁ ହୋମୋହେବିଲସ ବୋଲି ନାମ ଦିଆଗଲା।ଆଉ ଯେଉଁଠି ଏମାନେ ଗଛରେ ରହୁଥିଲେ ଆଉ ଖାଇବା ପାଇଁ କେବଳ ଫଳ ଉପରେ ନିର୍ଭର ରହୁଥିଲେ।ତାପରେ ଏମାନଙ୍କ ଆବାଦୀରେ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଲା ଆଉ ଆମ ପୂର୍ବପୁରୁଷମାନେ ଧୀରେ ଧୀରେ ଶିକାର କରି ମାଂସ ଖାଇବାରେ ଲାଗିଲା।ଏମାନେ ନିଜ ଖୁସିରେ ମାଂସ ଖାଉ ନଥିଲେ ଏମାନେ ନିଜେ ପରିସ୍ଥିତିରେ ପଡି ମାଂସ ଖାଇବା ଆରମ୍ଭ କଲେ।ପ୍ରଥମରୁ ଏମାନଙ୍କୁ ଯେତେବେଳେ ନିଆଁ ଜଳେଇ ଆସୁନଥିଲା ଏମାନଙ୍କ ପାଇଁ ମାଂସ ଖାଇବା କଠିନ ହୋଇଯାଇଥିଲା।ଆଉ ତାପରେ ସେ ଯେତେବେଳେ ଧୀରେ ଧୀରେ ନିଆଁ ଲଗେଇ ଶିଖିଲେ ତାଙ୍କୁ ଏହି ରନ୍ଧା ମାଂସ ବହୁତ ପସନ୍ଦ ଆସିବାରେ ଲାଗିଲା।

ଆଉ ସେବେ ଠାରୁ ମାଂସ ଖାଇବାର ପ୍ରଥା ଚଳନ ହୋଇଗଲା ଯାହା ଏପର୍ଯ୍ୟନ୍ତ ମଧ୍ୟ ଚାଲିଛି।ଆଉ ଆଜିଠାରୁ ବହୁତ ବର୍ଷ ପୂର୍ବରୁ ଆମେ ଯେତେବେଳେ ଚାଷ କରିବା ଶିଖିଲୁ ଆମ ଖାଦ୍ୟରେ ସାକାହାରି ଜିନିଷ ମିଶିବାରେ ଲାଗିଲା।କାହିଁକିନା ସେତେବେଳେ ଆମେ ମାଟି ଉପରେ ଜନ୍ମ ହେଉଥିବା ଜିନିଷ ଦ୍ୱାରା ନିଜ ପେଟ ପୁରେଇ ପାରୁଥିଲେ।ଯଦି ଆମେ ବର୍ତ୍ତମାନର ସମୟକୁ ଦେଖିବା ଏମିତି ଲୋକ ମିଲିଯିବେ ଯେଉଁମାନଙ୍କୁ ମାଂସ ଖାଇବା ବହୁତ ପସନ୍ଦ ହୋଇଥାଏ।ଆପଣ ମାନଙ୍କ ଭିତରେ ଏମିତି ଲୋକ ଥିବେ ଯିଏ ମାଂସ ଖାଇବାକୁ ପସନ୍ଦ ହୋଇଥାଏ,ଆଉ କେତେଜଣ ଏମିତି ଥିବେ ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ସାକାହାରି ହୋଇଥିବେ।

ଆପଣ ଦେଖୁଥିବେ ଯେବେ ଠାରୁ ଏ କରୋନା ଭାଇରସ ଚାଲିଛି ମାଂସାହାରି ଓ ସାକାହାରି ମାନଙ୍କ ଭିତରେ ଏକ ପ୍ରତିସ୍ପର୍ଧା ହେବାରେ ଲାଗିଛି।ବହୁତ ପ୍ରମାଣରୁ ଜଣାପଡିଛିକି ଯଦି ଆମେ ସମ୍ପୂର୍ଣ୍ଣ ସାକାହାରି ଜିନିଷ ଖାଇବା ତାହେଲେ ଆମେ ଜୀବନରେ କେବେ ଏଭଳି ଭାଇରସ ଆସିବ ନାହିଁ।ଏହାର ମୁଖ୍ୟ କାରଣ ହେଲା ଭାଇରସ ସର୍ଵ ପ୍ରଥମେ ଜୀବଜନ୍ତୁ ଦେଇ ଆମ ଭିତରକୁ ଆସିଥାଏ।ଆଉ ତାସହିତ ମାଂସ ମହାଉଥିବା ଲୋକଙ୍କ ଭିତରେ ହୃଦୟ ରୋଗ ଓ କ୍ୟାନ୍ସର ଭଳି ରୋଗ ଦେଖାଯାଇଥାଏ।ଗୋଟେ ସତ ଏମିତି ଅଛି ଯାହା ହେଉଛି ଯଦି ଆମ ପୂର୍ବ ପୁରୁଷ ମାଂସ ଖାଇବା ଆରମ୍ଭ ନକରି ଥାନ୍ତେ ତାହେଲେ ହୁଏତ ସେ ଭୋକରେ ମରିଯାଇଥାନ୍ତେ।ଆଉ ଯଦି ସେମିତି ହୋଇଥାନ୍ତା ତାହେଲେ ଆମର ବିକାଶ ଏତେ ଶୀଘ୍ର ହୋଇପାରି ନଥାନ୍ତା କି ଆମେ ଆଜି ଏହି ସବୁ ଟେକନୋଲୋଜିକୁ ବ୍ୟବହାର କରିପାରି ନଥାନ୍ତେ।

ଆମେ ସବୁ ଲୋକ ଯେଉଁ ଖାଦ୍ୟ ଖାଇଥାଉ ଆମେ ଏଠାରେ ୩ ଟି କାରଣରେ ଖାଦ୍ୟ ଖାଇ ଥାଉ।ପ୍ରଥମ କାରଣ ହେଉଛି ଯାହା ଆମର ଭୋକ।ଯେତେବେଳେ ଆମକୁ ଭୋକ ଲାଗିଥାଏ ଆମେ ଖାଦ୍ୟ ଖାଇଥାଉ ଆଉ ଆମକୁ କାର୍ଯ୍ୟ କରିବା ପାଇଁ ଆମକୁ ଉର୍ଜା ମିଳିଥାଏ।ଆଉ ଆମର ଭୋକ ଶାନ୍ତ ହୋଇଯାଇଥାଏ।ଖାଦ୍ୟ ଖାଇବାର ସ୍ୱିତୀୟ କାରଣ ହେଉଛି ସେଥିରେ ଥିବା ଜରୁରୀ ପୋଷକ ତତ୍ୱ କାରଣରୁ।ଖାଦ୍ୟ ଖାଇବା ଦ୍ବାରା ଆମକୁ ଭିଟାମିନ,ପ୍ରୋଟିନ,ଫ୍ୟାଟ ଭଳି ଅନେକ ଜରୁରୀ ପୋଷକ ତତ୍ୱ ମିଳିଥାଏ।ଆଉ ଆମ ନିଜକୁ ସୁସ୍ଥ ରଖିବା ପାଇଁ ଏହା ନିହାତି ଜରୁରୀ ହୋଇଥାଏ।ଆଉ ଯଦି ଆମେ ଖାଦ୍ୟ ଖାଇବାର ତୃତୀୟ କାରଣ ବିଷୟରେ କହିବା ତାହେଲେ ସେ ହେଉଛି ଖାଦ୍ୟର ସ୍ୱାଦ।ଆଉ ଏହା ହେଉଛି ଆଜିକାଲିର ସବୁଠାରୁ ବଡ଼ ସତ।

ଯେଉଁମାନେ ମାଛ,ମାଂସ ଖାଆନ୍ତି ସେମାନେ ନିଜ ସପକ୍ଷରେ କୁହନ୍ତିକି ମାଂସ ଖାଇବା ଦ୍ୱାରା ଆମକୁ ଅଧିକ ପରିମାଣରେ ପ୍ରୋଟିନ ମିଳିଥାଏ।ଏମିତିରେ ଯଦି ଆପଣ କୌଣସି ଖେଳାଳି କିମ୍ବା କୌଣସି ପରିଶ୍ରମ ଜନକ କାର୍ଯ୍ୟ କରୁଛନ୍ତି ତାହେଲେ ମାଂସ ଖାଇବା ଆପଣଙ୍କ ପାଇଁ ଲାଭ ଦାୟକ ଅସବ୍ୟସ୍ତ ହେବ।ମାଂସରେ ଥିବା ପୋଷକ ତତ୍ୱ ଯେମିତି ଆଇରନକୁ ଆମ ଲିଭର ବହୁତ ସହଜରେ ଶୋଶି ନେଇଥାଏ କିନ୍ତୁ ପାଳଙ୍ଗ ସାଗରେ ଥିବା ତତ୍ୱକୁ ଆମ ଲିଭର ଏତେ ସହଜରେ ଶୋଷି ପାରି ନଥାଏ।ଡାକ୍ତରମାନେ କୁହନ୍ତି ଆପଣ ବିନା କୌଣସି ଚିନ୍ତାରେ ସବୁଦିନ ଏ ମାଛ ଖାଇପାରିବେ କିନ୍ତୁ ଯେତବେଳେ ମଟନ ଚିକେନ୍ କଥା ଆସିବ ଏହାକୁ ସବୁଦିନ ଖାଇବା ଉଚିତ ହେବନାହିଁ କାରଣ ଏମାନଙ୍କ ଭିତରେ ରାସାୟନିକ ଇଞ୍ଜେକ୍ସନ ଦିଆଯାଇଥାଏ।ଯେଉଁଜୀଵ ଆମ ଆଖ ପାଖରେ ରହିଥାନ୍ତି ଆମେମାନେ ସେମାନଙ୍କୁ ହିଁ ଖାଇଥାନ୍ତି,କିନ୍ତୁ ରୋଗ ସେତେବେଳେ ବ୍ୟାପି ଥାଏ ଯେତେବେଳେ ଆମେ ଏଆବୁ ଜିନିଷକୁ ଖାଇବା ଆରମ୍ଭ କରି ଦେଇଥାଉ।ଯେଉଁମାନଙ୍କ ଭିତରେ ବାଦୁଡି,ସାପ ଆଉ ଅକ୍ଟୋପସ ଆଦି ଆସିବେ।ଆଉ ଏଗୁଡ଼ିକୁ ଚାଇନା ଖାଇବାକୁ ପସନ୍ଦ କରେ ଆଉ ତାପରେ ଆମକୁ ନାନାଦି ପ୍ରକାରର ରୋଗ ହେବାରେ ଲାଗିଥାଏ।ଏବେ ଆପଣ ବୁଝି ଯାଇଥିବେ ଆମ ପାଖରେ ଥିବା ଆଜିବି ଯେମିତି ଛେଳି,କୁକୁଡ଼ା,ମାଛ ଆଦି ଖାଇଲେ କୌଣସି ଅସୁବିଧା ନାହିଁ କିନ୍ତୁ ବାଦୁଡି,ସାପ ଓ ଅକ୍ଟୋପସ ଆଦି ଖାଇବା ଦ୍ୱାରା ଆମକୁ ଭିନ୍ନ ଭିନ୍ନ ପ୍ରକାରର ରୋଗର ସାମ୍ନା ଆମକୁ କରିବାକୁ ପଡିପାରେ।

Leave a Reply

Your email address will not be published. Required fields are marked *