ହଠାତ କେଉଁ ଜାଗାରୁ ଆସିଲା ଏହି ଅଜଣା ହେଲିକପ୍ଟର(Unidentified Chopper) ଲ୍ୟଣ୍ଡିଙ୍ଗ କରିବା ସମୟରେ ଘଟିଲା ଏପରି ସମସ୍ତେ ହେଲେ ଭୟଭୀତ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଏକ ଅତ୍ୟନ୍ତ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି।ଏହା ଶୁଣିବାପରେ ଆପଣ ଭୟଭୀତ ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।ବର୍ତ୍ତମାନ ସମୟରେ ଏକ ହେଲିକ୍ୟାପ୍ଟର ଦେଖିବାକୁ ମିଳିଛି।

ଲୋକମାନଙ୍କ ମନରେ ଏହା ପ୍ରଶ୍ନ ଯେ ହଠାତ କେଉଁଆଡ଼ୁ ଆସିଲା ଏହି ହେଲିକପ୍ଟର।ଚାରିଆଡେ ହେଲିକ୍ୟାପ୍ଟରର ଶବ୍ଦ ବିଛେଇଦେଲା।ଲୋକମାନେ ମଧ୍ୟ ଖୁବ ଭୟଭୀତ ହୋଇଗଲେ ଚାହୁଁ ଚାହୁଁ ଲ୍ୟାଣ୍ଡିଙ୍ଗ କଲା ହେଲିକପ୍ଟର।ତରବର ଭାବରେ ବିପଦ ସଂକୁଳ ହୋଇ ଏପରି ଏକ ଜାଗରେ ଲ୍ୟାଣ୍ଡିଙ୍ଗ କଲା ହେଲିକ୍ୟାପ୍ଟର।ତେବେ ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡ଼ିୟମର ଦୃଶ୍ୟ।

ଏହା ଏକ ବହୁତ ବିରଳ ଏବଂ ଭୟଙ୍କର ଦୃଶ୍ୟ ଥିଲା।ସେହି ସମୟରେ ସେଠାରେ ଅନେକ ପିଲା ମଧ୍ୟ ଥିଲେ।ସେମାନେ ହଠାତ ଷ୍ଟାଡିୟମରେ ହେଲିକପ୍ଟର ଲ୍ୟାଣ୍ଡିଙ୍ଗ ହେବାର ଦେଖି ଭୟଭିତ ହୋଇଯାଇଥିଲେ।କିଏ ଆସିଲା କେଉଁଠୁ ଆସିଲା ପୂର୍ବରୁ କାହାକୁ କୋୖଣସି ଖବର ମଧ୍ୟ ଦିଆଯାଇନଥିଲା।

ପିଲା ଖେଳୁଥିବା ସହିତ ଆଖ ପାଖ ଅଞ୍ଚଳର ଲୋକେ ସେଠାରେ ବୁଲାବୁଲି କରୁଥିଲେ।କିଛି ପିଲା ସାଇକେଲ ଚଳାଉଥିଲେ କିଛି ପିଲା ଅନ୍ୟ କିଛି କାମ କରୁଥିଲେ ଏବଂ ଆଉ କିଛି ପିଲା ସେହି ସମୟରେ ସେଠାରେ ଖେଳୁଥିଲେ।କିନ୍ତୁ ଏପରି ଆପତ୍ତକାଳୀନ ଲ୍ୟାଣ୍ଡିଙ୍ଗ କରିବା ହେଲିକପ୍ଟରକୁ ଦେଖି ଲୋକ ବହୁତ ଭୟଭୀତ ହୋଇଯାଇଥିଲେ ଏବଂ ଯେମିତି ସେହି ହେଲିକପ୍ଟର ଲ୍ୟାଣ୍ଡି କଲା

ଲୋକମାନେ ଡରିକରି ସେଠାରୁ ଦୌଡିବାରେ ଲାଗିଲେ।କିଛି ପିଲା ଆତଙ୍ଗବାଦୀ ଭାବିଲେ ଆଉ ଅନ୍ୟ କିଛି ପିଲା ଭାବିଲେ ହେଲିକପ୍ଟର ଜଳିଯିବ।କିନ୍ତୁ ଆଶ୍ଚର୍ଯ୍ୟର କଥା ସେମିତି କିଛି ହୋଇ ନଥିଲା।ଉଡି ଉଡି ସେହି ହେଲିକପ୍ଟର ଯେପରି ଆସିଥିଲା ସେହିପରି ଭାବରେ ଧୂଳିଉଡାଇ ସେଠାରୁ ପଳେଇଥିଲା।ତେଣୁ ଏହା ସାମରିକ ବାହିନୀର ହେଲିକପ୍ଟର ହୋଇଥିବ ବୋଲି ଅନୁମାନ କରାଯାଉଛି।ଏବେ ମଧ୍ୟ ଏହା ସ୍ପଷ୍ଟ ହୋଇନାହିଁ।ଏବଂ ଏବେ ମଧ୍ୟ ଲୋକ ଭୟଭୀତ ଥିବାର ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *