ଯୌତୁକ ନେଲା ତପସ୍ୱନୀଙ୍କ ଜୀବନ,ଭାଙ୍ଗିଗଲା ସଂସାର ଗଢ଼ିବାର Suneli ସ୍ୱପ୍ନ,ସାରା ଅଂଚଳ ରେ ଶୋକର ଛାୟା..ଦେଖନ୍ତୁ Video

Spread the love

ଯାଜପୁର ଜିଲ୍ଲାର ନିଜାମପୁର ଗ୍ରାମର ତପସ୍ଵିନୀଙ୍କ ଜୀବନ ବିନା କାରଣରେ ବର୍ତ୍ତମାନ ଚାଲି ଯାଇଛି।ତେବେ ସୂଚନା ଅନୁସାରେ ତପସ୍ଵିନୀ ଏହି ଚାରି ବର୍ଷ ତଳେ ବିବାହ କରିଥିଲେ।ତେବେ ତାଙ୍କର ବିବାହ ହେବାର କିଛି ଦିନ ପରେ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କ ଉପରେ ଯୌତୁକ ପାଇଁ ଅନେକ ଚାପ ପକାଉଥିବର କଥା ମଧ୍ୟ ସାମ୍ନାକୁ ଆସିଥିଲା।ତେବେ ସୂଚନା ଅନୁସାରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ଅନେକ ଖରାପ ବ୍ୟବହାର ମଧ୍ୟ କରୁଥିବାର ସୂଚନା ମଧ୍ୟ ସାମ୍ନାକୁ ଆସିଥିଲା।

ତେବେ ବର୍ତ୍ତମାନ ତାଙ୍କର ପରିବାର ଲୋକ ଅଭିଯୋଗ କରିଛନ୍ତି କି ତାଙ୍କର ଝିଅକୁ ସେମାନେ ହତ୍ୟା କରି ଦେଇଛନ୍ତି।ତେବେ ତାଙ୍କର ପରିବାର ଲୋକ ଅଭିଯୋଗ କରିଥିଲେ କି ତାଙ୍କର ଝିଅଙ୍କୁ ସେମାନେ ଯୌତୁକ ପାଇଁ ଅନେକ ଚାପ ପକାଉ ଥିଲେ।ଏହା ସହିତ ସେମାନେ ଯୌତୁକ ପାଇଁ ତାଙ୍କର ଝିଅ ସହିତ ଅନେକ ଖରାପ ବ୍ୟବହାର କରୁଥିବାର ମଧ୍ୟ ତାଙ୍କର ପରିବାର ଲୋକ ବର୍ତ୍ତମାନ ଅଭିଯୋଗ କରିଛନ୍ତି

ଏହା ସହିତ ସେମାନେ କହିଛନ୍ତି କି ତାଙ୍କର ଝିଅର ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ।ତେବେ ତାଙ୍କର ଝିଅ କୁହନ୍ତି କି ତାଙ୍କର ବିବାହ ପରେ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କ ଘର ଲୋକଙ୍କୁ ଏକ କାର ମଧ୍ୟ ଯୌତୁକରେ ମାଗି ଥିଲେ।ଏହା ସହିତ ସେମାନେ ତପସ୍ଵିନୀଙ୍କ ଉପରେ ବିଭିନ୍ନ ପ୍ରକାରର ଅତ୍ୟାଚାର ମଧ୍ୟ କରୁଥିବା କଥା ମଧ୍ୟ ସେ କହିଥିଲେ।

ତେବେ ସେ ସେହି ଅତ୍ୟାଚାର ସହି ନ ପାରି ଶେଷରେ ଆତ୍ମହତ୍ୟା କରି ଦେଇଛନ୍ତି ବୋଲି ଅନେକ ଲୋକ କହୁଛନ୍ତି।ଏହା ସହିତ ତାଙ୍କର ପରିବାର ଲୋକ କହିଛନ୍ତି କି ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କର ହତ୍ୟା କରି ଦେଇଛନ୍ତି।ତେବେ ଏଭଳି ଅଭିଯୋଗ ଆଣିବା ପରେ ବର୍ତ୍ତମାନ ତାଙ୍କର ପରିବାର ଲୋକ ତାଙ୍କର ଶ୍ୱଶୁର ଘର ଲୋକଙ୍କୁ ଗିରଫ କରିବା ପାଇଁ ବର୍ତ୍ତମାନ ଦାବି କରିଛନ୍ତି।

ଏହା ସହିତ ତାଙ୍କର ପରିବାର ଲୋକ ବର୍ତ୍ତମାନ ଏହା କହିଛନ୍ତି କି ତାଙ୍କର ଝିଅକୁ ହତ୍ୟା କରିବା ପରେ ମଧ୍ୟ ତାଙ୍କର ଶ୍ୱଶୁର ଘର ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କଣ ପାଇଁ ଗିରଫ କରାଯାଇ ନାହିଁ।ଏହା ସହିତ ତପସ୍ୱିନୀଙ୍କ ମାଆ ବର୍ତ୍ତମାନ ନିଜର ଝିଅକୁ ହରାଇ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି।ଏହା ସହିତ ସେ କହିଛନ୍ତି କି ତାଙ୍କର ଝିଅକୁ ଜାଣି ଜାଣି ହତ୍ୟା କରି ଦିଆ ଯାଇଛି।

ଏହା ସହିତ ସେ ବର୍ତ୍ତମାନ ନିଜର ଝିଅର ହତ୍ୟାକାରୀ ମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ବର୍ତ୍ତମାନ ଦାବି କରୁଛନ୍ତି।ଏହା ସହିତ ସେ କହିଛନ୍ତି କି ତାଙ୍କର ଝିଅକୁ ସେମାନେ ଯେପରି ଭାବରେ ବିନା କାରଣରେ ଯୌତୁକ ପାଇଁ ହତ୍ୟା କରିଛନ୍ତି ଏହାର ଦଣ୍ଡ ସେମାନଙ୍କୁ ମିଳିବା ଆବଶ୍ୟକ।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘର ଲୋକଙ୍କ ପାଖରୁ ଅନେକ ନିର୍ଯାତନା ସହିଛନ୍ତି ବୋଲି ତାଙ୍କର ମାଆ କହିଥିଲେ।ତେବେ ବିବାହ କରି ଏକ ସଂସାର ଗଢିବାକୁ ଯାଇ ସେ ସବୁକିଛି ହରାଇ ଦେଇଛନ୍ତି ବୋଲି ତାଙ୍କର ପରିବାର ଲୋକ କହିଛନ୍ତି।

Leave a Reply

Your email address will not be published. Required fields are marked *