ନଣନ୍ଦ ପୁଟୁଳି ସିରିଏଲର ହିରୋଇନ Cookies Swain ବିବାହ କଲେ,ଆଉ ତାପରେ କରିଲେ ଏପରି କାମ ଯେ ସମସ୍ତେ ଦେଖିକି ରହିଗଲେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ତଥ୍ୟ ଆଲୋଚନା କରିବା।ଆପଣମାନେ ନିହାତି ଭାବରେ ଓଡ଼ିଆ ସିରିଏଲ ସହିତ ଜଡିତ ଥିବେ।ଯଦି ଆପଣଙ୍କୁ ଓଡ଼ିଆ ସିରିଏଲ ପସନ୍ଦ ଆସିଥାଏ।ତେବେ ସେଥିମଧ୍ୟରୁ ଅନ୍ୟତମ ହେଉଛି ନଣନ୍ଦ ପୁଟୁଳି।ଏହା ଏତେ ମାତ୍ରାରେ ଲୋକପ୍ରିୟଯେ ଲୋକମାନେ ପ୍ରତିଦିନ ଏହି ଧାରାବାହିକକୁ ଦେଖିଥାନ୍ତି।ଏହା ବିଷୟରେ ଅଧିକରୁ ଅଧିକ ଚର୍ଚ୍ଚା ମଧ୍ୟ କରିଥାନ୍ତି।

ଏହି ସିରିଏଲଟିକୁ ଲୋକ ଏତେ ମାତ୍ରାରେ ପସନ୍ଦ କରିଥାନ୍ତିଯେ ଏହା ବହୁତ କମ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିପାରିଛି।ଏହାର କାରଣ ହେଉଛି ସେହି ସିରିଏଲଟିର ଷ୍ଟୋରି ତାହାର କ୍ୟାରେକ୍ଟର ଏବଂ ମୁଖ୍ୟ ରୂପରେ ସେଥିରେ କାମ କରିଥିବା ଅଭିନେତା ଏବଂ ଅଭିନେତ୍ରୀ।ଏହି ସିରିଏଲକୁ ଏଭଳି ଭାବରେ ପ୍ରସ୍ତୁତ କରାଯାଇଛିଯେ ଲୋକ ମାନେ ଯେପରି ଏହାକୁ ଅଧିକରୁ ଅଧିକ ପସନ୍ଦ କରିବେ।ଏବଂ ଏହା ଉପରେ ଏହି ସିରିଏଲରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ।

ସେମାନଙ୍କ ଅଭିନୟ ଏତେ ବାସ୍ତବିକ ଅଟେଯେ ଲୋକମାନେ ଏହି ସିରିଏଲ ଦେଖିବା ସମୟରେ ସେଥିରେ ମଜି ଯାଇଥାନ୍ତି।ଯଦି ଆପଣ ଏହି ସିରିଏଲ ଦେଖିଥିବେ ତେବେ ଏହି ନଣନ୍ଦ ପୁଟୁଳି ସିରିଏଲର ଲିଡ଼ ନାୟିକା କୁକିଜଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ଏହି ସିରିଏଲରେ କୁକିଜଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଆପଣ ଭଲଭାବରେ ଦେଖିଥିବେ।କୁକିଜଙ୍କୁ ଏହି ସିରିଏଲରେ ଲୋକମାନେ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି।ବର୍ତ୍ତମାନ ଯେଉଁ ଖବର ଆସିଛି ସେହି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କୁକିଜ।

ଏହି ଭଳି ଖବର ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏହି ଖବର ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ସତ୍ୟତା ତାହାର ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ଖବରର ସତ୍ୟତା କେତେ।

କୁକିଜ ସ୍ୱାଇଁ ବର୍ତ୍ତମାନ ସମୟରେ ଏହି ସିରିଏଲରେ ଏକ ରିଲ ଲାଇଫର ବିବାହ କରିବାକୁ ଯାଉଛନ୍ତି।କିଛି ସୋସିଆଲ ମିଡିଆରେ ଏହି କଥାକୁ ନେଇ ଭାଇରାଲ ହେବାରେ ଲାଗିଛିଯେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ସିରିଏଲର ଲିଡ଼ ନାୟିକା କୁକିଜ ସ୍ୱାଇଁ।ହେଲେ ସାଙ୍ଗମାନେ ଏହି ଖବରଟି ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ।କୁକିଜ ସ୍ୱାଇଁ ରିଲ ଲାଇଫରେ ବିବାହ କରିଛନ୍ତି।ବାସ୍ତବିକ ଜୀବନରେ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି।

ତେବେ କୁକିଜଙ୍କୁ ବର୍ତ୍ତମାନ ସମୟରେ ୨୬ ବର୍ଷ ବୟସ ଅଟେ।କୁକିଜଙ୍କ ଛୋଟ ବେଳରୁହିଁ ଅଭିନୟ ପ୍ରତି ବହୁତ ଅଧିକ ରୁଚି ଥିଲା ଏବଂ ତାଙ୍କ ମାଆ ଓ ପରିବାର ଲୋକଙ୍କ ସାହାଯ୍ୟ ଏବଂ ସହଯୋଗ ଦ୍ୱାରା କୁକିଜ ଆଜି ଓଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ପରିଚିତ ଚେହେରା ଅଟନ୍ତି।କୁକିଜଙ୍କ ଜବରଦସ୍ତ ଅଭିନୟ ଦ୍ୱାରା ତାଙ୍କୁ ବହୁତ ଅଧିକ ପସନ୍ଦ କରାଯାଉଥିବାର ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *