ସାତ୍ଵିକ ଏବଂ ରାଧିକାଙ୍କ ଫ୍ୟାନ ପାଇଁ ଆସିଲା ଖୁସି ଖବର – ମିତାଲି ସରଘରିଆ ଏବଂ Jagajit Pal ନୂଆ ବୋହୁ ସିରିଏଲ ପରେ ଏହି ନୂଆ ସିରିଏଲ ରେ ଏକାଠି ନଜର ଆସିବେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ବିଷୟରେ କିଛି ବିଶେଷ କଥା ଆଲୋଚନା କରିବା।ଆପଣମାନେ ତ ନିଶ୍ଚୟ ଭାବରେ ଓଡ଼ିଆ ସିରିଏଲ ଦେଖୁଥିବେ ଏବଂ ପସନ୍ଦ ମଧ୍ୟ କରୁଥିବେ।ତେବେ ବର୍ତ୍ତମାନ ସମୟରେ ଏକ ଲୋକପ୍ରିୟ ସିରିବଲ ହେଉଛି ନୂଆବୋହୁ।ଏହାକୁ ଅନେକ ମାତ୍ରାରେ ଲୋକ ପସନ୍ଦ କରିଥାନ୍ତି।ଏହା ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛି।ଦର୍ଶକ ଏହାକୁ ଘଣ୍ଟା ଘଣ୍ଟା ମଧ୍ୟ ବସି ଦେଖିବାକୁ ପସନ୍ଦ କରିଥାନ୍ତି।ଯେତେ ଦେଖିଲେ ମଧ୍ୟ ଏହି ନୂଆ ବୋହୁ ସିରିଏଲଟି ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥାଏ।

ଏହାକୁ ଦେଖି ଲୋକ କେବେହେଲେ ଵୋର ହୋଇନଥାନ୍ତି।ଏହି ନୂଆ ବୋହୁ ସିରିଏଲର ଜଣେ ବିଶେଷ ଅଭିନେତ୍ରୀ ଥିଲେ ରାଧିକା ଏବଂ ଜଣେ ବିଶେଷ ଅଭିନେତା ଥିଲା ସାତ୍ଵିକ।କିନ୍ତୁ ଏହା ଏକ ଦୁଃଖର କଥାଯେ ଏହି ନୂଆ ବୋହୁ ସିରିଏଲରୁ ଅବସର ନେଇଛନ୍ତି ଏହି ଦୁଇ ଅଭିନେତା ଏବଂ ଅଭିନେତ୍ରୀ।ଏହା ଦର୍ଶକ ମାନଙ୍କୁ ଖୁବ ପ୍ରଭାବିତ କରିଛି।

ଏହି ସିରିଏଲ ଛାଡିବାପରେ ସାତ୍ଵିକ ଏବଂ ରାଧିକାଙ୍କୁ ତାଙ୍କର ଅନେକ ଗୁଡିଏ ଫ୍ୟାନ କମେଣ୍ଟ ମାଧ୍ୟମରେ ଜଣାଇଥିଲେ ଯେ ଏହି ସିରିଏଲ ନ ଛାଡ଼ନ୍ତୁ ଅଭିନେତା ସାତ୍ଵିକ ଏବଂ ରାଧିକା।କିନ୍ତୁ ଏହା ସହିତ ଅନ୍ୟ କିଛି ଫ୍ୟାନଙ୍କ ଅନୁରୋଧ ଥିଲାଯେ ଏକ ନୂଆ ସିରିଏଲରେ ଅନ୍ୟ କିଛି କ୍ୟାରେକ୍ଟରରେ ଫେରନ୍ତୁ ଏହି ଯୋଡି।ତେବେ ଦର୍ଶକଙ୍କ ଅନୁରୋଧ କ୍ରମେ ରାଧିକା ଏବଂ ସାତ୍ଵିକ ପୁଣି ଫେରିବାକୁ ଯାଉଛନ୍ତି ତରଙ୍ଗ ଟିଭିରେ ଏକ ନୂଆ ସିରିଏଲରେ।

ତେବେ କଣ ରହିଛି ସେହି ସିରିଏଲ ଏବଂ ଏହାର କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ।ସାଙ୍ଗମାନେ ଆପଣ ଜାଣିଥିବେ ସାତ୍ଵିକ ଏବଂ ରାଧିକାଙ୍କ କ୍ୟାରେକ୍ଟରକୁ ନୂଆ ବୋହୁ ସିରିଏଲରେ ମାରିଦେବା ପରେ ଏହି ସିରିଏଲର ଟାଇଟେଲକୁ ବଡ଼ଲାଇଦିଆଯାଇଛି।

ଯାହାର ନାମ ରହିଛି ଝିଅ ଆମର ନୂଆ ବୋହୁ।ତେବେ ଅନ୍ୟ ପକ୍ଷରେ ସାତ୍ଵିକ ଏବଂ ରାଧିକାଙ୍କ ଲୋକପ୍ରିୟତାକୁ ଆଖି ଆଗରେ ରଖି ତରଙ୍ଗ ଆଣିବାକୁ ଯାଉଛି ତାହାର ନୂଆ ସିରିଏଲ ବୋହୁ ଆମର ଲକ୍ଷ୍ମୀ ପ୍ରତିମା।ଏହି ସିରିଏଲରେ ମଧ୍ୟ ଆପଣମାନେ ସାତ୍ଵିକ ଏବଂ ରାଧିକାଙ୍କ ରୋମାଣ୍ଟିକ ଅନ୍ଦାଜକୁ ଦେଖିପାରିବେ।ଏହି ସିରିଏଲରେ ନୂଆବୋହୁ ସିରିଏଲ ଭଳି ଅନେକ ବଛା ବଛା କଳାକାର ମାନଙ୍କୁ ଦେଖିବାକୁ ମିଳିବା ସହ ଏକ ସ୍ୱତନ୍ତ୍ର ପ୍ରତିଶୋଧର ଛୁଙ୍କ ମଧ୍ୟ ଅନୁଭବ କରିପାରିବେ ଏହି ସିରିଏଲରେ।

ଏହି ସିରିଏଲର ଟେଲିକାଷ୍ଟ କେବେ ହେବାକୁ ଯାଉଛି ତରଙ୍ଗ ପକ୍ଷରୁ ତାହା ନେଇ କିଛି ସୂଚନା ମିଳିନଥିବା ବେଳେ ଏହି ସିରିଏଲର ଆସିବା କଥା କିନ୍ତୁ ସୋସିଆଲ ମିଡିଆରେ ବେଶ ଜୋର ଧରିଛି।ଟେବେ ଦେଖା ଯାଉ ସାତ୍ଵିକ ଏବଂ ରାଧିକାଙ୍କୁ ନେଇ ବୋହୁ ଆମର ଲକ୍ଷ୍ମୀ ପ୍ରତିମା ସିରିଏଲଟିକୁ ତରଙ୍ଗ ଆଣୁଛି ନା ନାହିଁ।

Leave a Reply

Your email address will not be published. Required fields are marked *