Top ମହଲାରେ ରହିବାକୁ ରାଜି ହେଲେ ଡିମ୍ପଲ୍, ଶ୍ୱଶୁର ଘର ଆଗରେ ରଖିଲେ ଏଭଳି ସର୍ତ୍ତ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ଉପରେ ମାନ୍ୟବର କୋର୍ଟ ନିଜର ରାୟ ଶୁଣାଣି କରି ସାରିଛନ୍ତି।ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହି ପାରିବେ।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବା ସହିତ ତାଙ୍କୁ ମାସିକ ପ୍ରାୟ ୧୭ ହଜାର ଟଙ୍କା ୧୦ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି।

ତେବେ କୋର୍ଟ ଏହି ନିର୍ଦ୍ଦେଶ ଦେବା ପରେ ତପସ୍ଵିନୀ ବହୁତ ଖୁସି ହୋଇ ଯାଇଥିଲେ।ଏହା ସହିତ ତପସ୍ଵିନୀ ଅନେକ ଦିନର ପରିଶ୍ରମ ପରେ ଶେଷରେ ନିଜର ଶ୍ୱଶୁର ଘରେ ରହିବାକୁ ଯାଉଛନ୍ତି ବୋଲି ମଧ୍ୟ ଅନେକ ଲୋକ କହିଛନ୍ତି।ଏହା ସହିତ ତପସ୍ଵିନୀ ଏହା କହିଥିଲେ କି ନିଜର ଶ୍ୱଶୁର ଘର ଲୋକଙ୍କ ସହିତ ସେ ରହିବାକୁ ଚାହାନ୍ତି।

କିନ୍ତୁ ତାଙ୍କର ଶ୍ୱଶୁର ତାଙ୍କର ଘରର ଉପର ମହଲାରେ ତାଙ୍କର ରହିବାର ବ୍ୟବସ୍ଥା କରୁଥିବାରୁ ତପସ୍ଵିନୀ ଏହି କଥାକୁ ନେଇ ସନ୍ତୁଷ୍ଟ ନଥିବା ଜଣା ପଡିଥିଲା।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘର ଲୋକଙ୍କ ସହିତ ରହିବା ପାଇଁ ବାରମ୍ବାର କହି ଆସୁଥିଲେ ମଧ୍ୟ ତାଙ୍କର ଶ୍ୱଶୁର ତାଙ୍କର ରହିବା ପାଇଁ ଉପର ଘରର ବ୍ୟବସ୍ଥା କରିଥିଲେ।

ଏହା ସହିତ ତପସ୍ଵିନୀ କିନ୍ତୁ ଉପର ଘରେ ରହିବା ପାଇଁ ରାଜି ହେଉ ନଥିଲେ।କିନ୍ତୁ ବର୍ତ୍ତମାନ ତପସ୍ଵିନୀ ଶେଷରେ ନିଜର ନିଷ୍ପତି ବଦଳାଇ ଦେଇଛନ୍ତି।ଏହା ସହିତ ତପସ୍ଵିନୀ କହିଛନ୍ତି କି ସେ ନିଜର ଶ୍ୱଶୁରଙ୍କ ଉପର ଘରକୁ ଯିବା ପାଇଁ ରାଜି ହୋଇ ଯାଇଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି।

ତେବେ ତପସ୍ଵିନୀ କହିଛନ୍ତି କି ସେ ନିଜର ଶ୍ୱଶୁର ଘରକୁ ଯିବା ସହିତ ନିଜର ଶ୍ୱଶୁର ଘର ଲୋକଙ୍କ ସହିତ ମିଶି ରହିବା ପାଇଁ ଚାହୁଁଛନ୍ତି।ଏହା ସହିତ ତପସ୍ଵିନୀ କହିଥିଲେ କି ଯେତେବେଳେ କୋର୍ଟ ଏହା ନିର୍ଦ୍ଦେଶ ଦେଇଛନ୍ତି କି ସେ ନିଜର ଶ୍ୱଶୁର ଘର ଲୋକଙ୍କ ସହିତ ମିଶି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ତେବେ ସେ କଣ ପାଇଁ ନିଜର ଶ୍ୱଶୁର ଘରର ଉପର ଘରେ ରହିବେ।

ତେବେ ତପସ୍ଵିନୀ ବର୍ତ୍ତମାନ ନିଜର ଏହି ନିଷ୍ପତି ବଦଳାଇ ଦେଇଛନ୍ତି।ଏହା ସହିତ ସେ ନିଜର ଶ୍ୱଶୁର ଘରର ଉପର ଘରେ ରହିବା ପାଇଁ ରାଜି ହୋଇ ଯାଇଛନ୍ତି।ଏହା ସହିତ ତପସ୍ୱିନୀଙ୍କ ଶ୍ୱଶୁର ବର୍ତ୍ତମାନ କହିଛନ୍ତି କି ଉପର ଘରେ ତପସ୍ୱିନୀଙ୍କ ରହିବା ପାଇଁ ସମସ୍ତ ପ୍ରକାରର ମୌଳିକ ସୁବିଧା ଉପଲବ୍ଧ ରହିଛି।

ଯାହା ଫଳରେ ତାଙ୍କର ସେଠାରେ ରହିବାର କୌଣସି ପ୍ରକାରର ମଧ୍ୟ ଅସୁବିଧା ହେବ ନାହିଁ।ଏହା ସହିତ ସେ ସେଠାରେ ମଧ୍ୟ ପୂର୍ବରୁ ରହୁଥିଲେ।ତେବେ ସେଠାରେ ସେ ରହିବାରେ ଅସୁବିଧା କଣ ?ତେବେ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରର ଉପର ଘରେ ରହିବା ପାଇଁ ସମ୍ମତି ଜଣାଇ ସାରିଛନ୍ତି।

Leave a Reply

Your email address will not be published. Required fields are marked *