କୁମ୍ଭ ରାଶି ଆଗାମୀ 15 ଦିନ ଭିତରେ ବଦଳିବାକୁ ଯାଉଛି ଆପଣଙ୍କ କିସମତ,ଏମାନଙ୍କ ପାଇଁ ଆସୁଛି ବଡ ଖୁସି ଖବର…

Spread the love

ଏତେ ବି ସିଧା ହୁଅନ୍ତୁ ନାହିଁ କାରଣ ଜଙ୍ଗଲରେ ଥିବା ସବୁଠୁ ସିଧା ଗଛ ହିଁ ପ୍ରଥମେ କଟା ଯାଇଥାଏ। ତେଣୁ ଅନ୍ୟ ଜୀବନ ହିସାବରେ ବଞ୍ଚିବା ଠାରୁ ଭଲ ହେବ ଆମେ ଆମ ନିଜ ଭାଗ୍ୟ ସହକାରେ ବଞ୍ଚିଯିବା।ଯଦି ଜୀବନରେ ସଫଳତା ହାସଲ କରିବାର ଅଛି ତ ପରିଶ୍ରମ କରିବା ଶିଖି ନିଅନ୍ତୁ। ସଫଳତା ମିଳିବା ପାଇଁ ଆପଣ ମାନକୁ

ବହୁତ ପରିଶ୍ରମ କରିବା ପାଇଁ ପଡିବ। ଯଦି ଏଇ ୧୫ ଦିନ କଥା ବିଚାର କରିବା ତେବେ ଆପଣ ନିଜ ମନ ମୁତାବକ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ପାଇଁ ଯାଉଚି। ବିଶେଷ କରି ପିଲା ମାନଙ୍କ ପାଠ ପଢା ଓ ବିବାହ ସମ୍ବନ୍ଧିତ କାର୍ଯ୍ୟରେ ଖର୍ଚ୍ଚ ଟିକେ ଅଧିକ ହୋଇପାରେ।ଏହି ସବୁ ଦିନରେ

କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ସପକ୍ଷରେ ଯାଇପାରେ। କୌଣସି କାମ କରିବା ସମୟରେ ବିବେକ ଓ ଧର୍ଯ୍ୟ ସହକାରେ କାମ କରନ୍ତୁ। ଜମି ଜମା ସମ୍ବନ୍ଧିତ କାର୍ଯ୍ୟ ଗୁଡିକରେ ଅବହେଳା ଜମା ବି କରନ୍ତୁ ନାହିଁ।ତେବେ ବିଦ୍ୟାର୍ଥୀ ମାନଙ୍କୁ ନିଜ ପାଠ ପଢାରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି।

ପ୍ରପୋର୍ଟି ବିଜନେସ ଆପଣଙ୍କର ଫାଇନାଲ ହୋଇପାରେ। ସରକାରୀ ଚାକିରିରେ ଥିବା ବ୍ୟକ୍ତିଙ୍କୁ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧୀୟ ଖୁସି ଖବର ମିଳିବ। ପରିବାର ଜନଙ୍କ ସହ ଭଲ ସମୟ ବ୍ୟତୀତ କରିବାରେ ଆପଣଙ୍କୁ ଖୁସି ଅନୁଭୂତ ହେବ।ଘରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଆପଣଙ୍କର ରହିବ।

କିନ୍ତୁ ଏହା ଦ୍ଵାରା ଆପଣ ନିଜର ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି। କିଛି କଥା ଇଛା ବିରୋଧୀ ହେବା କାରଣରୁ ଦୁଃଖ ଆପଣଙ୍କର ବନି ରହିବ। ଯେତେ ଅଧିକ ମାନସିକ ଚିନ୍ତାରେ ରହିବେ ସେତେ ଆପଣ କାମ କରି ପାରିବେ ନାହିଁ।କୌଣସି କାମ କରିବା ପୂର୍ବରୁ ତାହା ସହ ଜଡ଼ିତ ତଥ୍ୟ ଜାଣି ରଖନ୍ତୁ।

ଅନ୍ୟ ଠାରୁ ଅଧିକ ବିଶ୍ୱାସ କରିବା ପରିବର୍ତ୍ତେ ନିଜ କାମରେ ବିଶ୍ୱାସ କରିବାର ଆବଶ୍ୟକତା ରହିଛି। କାହାର ପରାମର୍ଶରେ ଆପଣ ଜମା ବି ଫସନ୍ତୁ ନାହିଁ।ତେବେ ପତି ପତ୍ନୀଙ୍କ ଭିତରେ ମଧୁର ସଂପର୍କ ରହିବ। ଯଦି ମହିଳାଙ୍କ ବିଷୟରେ କହିବା ତେବେ ମହିଳାଙ୍କ କ୍ଷେତ୍ରରେ ସମୟ ବହୁତ ଭଲ ରହିବ।

ଏହି ସମୟରେ ଆପଣ ସମସ୍ତ କାମ ସଠିକ ଭାବରେ କରି ପାରିବେ। ଯେଉଁମାନେ ଶିକ୍ଷା ସମ୍ବନ୍ଧିତ କାମରେ ଜଡିତ ଅଛନ୍ତି ସେମାନଙ୍କୁ ଫାଇଦା ମିଳିବ। ଶରୀରରେ ଆପଣଙ୍କର ସୁଧାର ଆସିବ। ପୁରୁଣା ରୋଗ ଠିକ ହେବ। ହରିନାମ ଜପ କରନ୍ତୁ, ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *