ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର,ଜଣେ ମହିଳା,ପୁରୁଷକୁ ସବୁ କିଛି Deipariba, କିନ୍ତୁ ଏମିତି କଣ ଅଛି ଯାହା ଦେଇ ପାରିବ ନାହିଁ,ବୁଦ୍ଧିମାନ ଲୋକ ସଠିକ ଉତ୍ତର ଦେବେ..

Spread the love

ଅନେକ କିଛି ପ୍ରଶ୍ନ ସହ ଉତ୍ତର ଆଣିଛୁ। ଆଜି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ନେଇକି ଆସିଛୁ। ତେବେ ଏମିତି କିଛି ପ୍ରଶ୍ନ ଆପଣଙ୍କର ପରୀକ୍ଷାରର ଆସିପାରେ। ଅନେକ କ୍ଷେତ୍ରରେ ଏହା ଆପଣଙ୍କୁ ସାହାଯ୍ୟ କରିପାରେ। ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆଣୁ।ପ୍ରଥମ ପ୍ରଶ୍ନ: (୧) ୧୯୯୮ରେ ଭାରତର କେଉଁଠାରେ ପରମାଣୁ ବୋମା ପରୀକ୍ଷଣ ହୋଇଥିଲା? ଉତ୍ତର:ରାଜସ୍ଥାନ

ପରବର୍ତ୍ତୀ ପ୍ରଶ୍ନ: (୨) କେଉଁ ଦେଶ ସର୍ବାଧିକ ଆମ୍ବ ଉତ୍ପାଦନ କରିଥାଏ? ଉତ୍ତର:ଭାରତ।ପରବର୍ତ୍ତୀ ପ୍ରଶ୍ନ: (୩) ଭାରତରେ ସବୁଠାରୁ ଅଧିକ ବେଗରେ ଗତି କରୁଥିବା ଟ୍ରେନର ନାମ କଣ? ଉତ୍ତର: ବନ୍ଦେ ଭାରତ ଏକ୍ସପ୍ରେସ। ପରବର୍ତ୍ତୀ ପ୍ରଶ୍ନ: (୪) ସିନ୍ଧୁ ସଭ୍ୟତାର କେଉଁ ସ୍ଥାନ ଭାରତରେ ଅଛି? ଉତ୍ତର:ଲୋଥଲ।

ପରବର୍ତ୍ତୀ ପ୍ରଶ୍ନ: (୫) କେଉଁ ଦେଶରେ ସିଗାରେଟ ପିଇଲେ ଫାଶୀ ଦଣ୍ଡ ମିଳିଥାଏ? ଉତ୍ତର: କାନାଡା। ପରବର୍ତ୍ତୀ ପ୍ରଶ୍ନ:(୬) ହାତୀ ଗୋଟେ ଥରରେ କେତେ ଲିଟର ପାଣି ପିଇଥାଏ? ଉତ୍ତର:୧୪ ଲିଟର।ପରବର୍ତ୍ତୀ ପ୍ରଶ୍ନ: (୭) କେଉଁ ପରିବ ଖାଇଲେ ଦାନ୍ତ ସଫା ହେଇଥାଏ? ଉତ୍ତର: ଅମୃତଭଣ୍ଡା।

ପରବର୍ତ୍ତୀ ପ୍ରଶ୍ନ: (୮) ଏମିତି କେଉଁ ଜୀବ ଅଛି ଯିଏ ପାଣି ଭିତରେ ରୁହେ କିନ୍ତୁ ପାଣି ପିଏନାହିଁ ? ଉତ୍ତର:ବେଙ୍ଗ।ପରବର୍ତ୍ତୀ ପ୍ରଶ୍ନ: (୯) କେଉଁ ଦେଶରେ ସବୁଠୁ ଅଧିକ ପୋଲିସ ଅଛନ୍ତି? ଉତ୍ତର:ଆମେରିକା। ପରବର୍ତ୍ତୀ ପ୍ରଶ୍ନ: (୧୦) କେଉଁ ଦେଶର ଲୋକ ସବୁଠୁ କମ ମାଂସ ଖାଆନ୍ତି? ଉତ୍ତର: ଭୁଟାନ।

ପରବର୍ତ୍ତୀ ପ୍ରଶ୍ନ: (୧୧) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ କାମ କେଉଁ ଦିନରୁ ଆରମ୍ଭ ହୋଇଥାଏ? ଉତ୍ତର:ଅକ୍ଷୟ ତୃତୀୟା। ପରବର୍ତ୍ତୀ ପ୍ରଶ୍ନ: (୧୨) ହରିୟାଣାର ମହାତ୍ମାଗାନ୍ଧୀ କାହାକୁ କୁହାଯାଏ? ଉତ୍ତର:ମୂଳଚାନ୍ଦ ଜୈନ।ପରବର୍ତ୍ତୀ ପ୍ରଶ୍ନ: (୧୩) ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କର ସ୍ଥାପନା କେଉଁ ପଞ୍ଚବର୍ଷୀୟ ଯୋଜନାରେ କରାଯାଇଥିଲା?

ଉତ୍ତର: ଷଷ୍ଠ ପଞ୍ଚବର୍ଷୀୟ ଯୋଜନାରେ।ପରବର୍ତ୍ତୀ ପ୍ରଶ୍ନ:(୧୪) ଆସାମରେ ମୋଟ କେତୋଟି ଜିଲ୍ଲା ଅଛି? ଉତ୍ତର:୩୫ଟି।ପରବର୍ତ୍ତୀ ପ୍ରଶ୍ନ: (୧୫) ଆକବରଙ୍କ ମୃ-ତ୍ୟୁ କେବେ ହୋଇଥିଲା? ଉତ୍ତର:୧୬୦୫।

ପରବର୍ତ୍ତୀ ପ୍ରଶ୍ନ:(୧୬) ଜଣେ ମହିଳା,ପୁରୁଷକୁ ସବୁ କିଛି ଦେଇପାରିବ, କିନ୍ତୁ ଏମିତି କଣ ଅଛି ଯାହା ଦେଇ ପାରିବ ନାହିଁ? ଉତ୍ତର:କୋକେଇରେ କାନ୍ଧ ଦେଇ ପାରିବ ନାହିଁ।

Leave a Reply

Your email address will not be published. Required fields are marked *