ରଜ କ୍ୱିନ ର ଜଜ ମାନକୁ ଶକ୍ତ ଜାବୁଡ଼ା ଦେଲେ ସୁଲଗ୍ନା ମହାନ୍ତି – କହିଲେ ତମର ଅଉକାତ ନାହିଁ ଜଜ ହେବାର – ନହେଲେ ଝିଅମାନଙ୍କୁ ଏପରି..

Spread the love

ବର୍ତମାନ ସାରା ଓଡ଼ିଶାରେ କିଛି ରିଆଲିଟି ଶୋ କୁ ନେଇ ଖୁବ ଜୋରଦାର ବିରୋଧ ଚାଲିଛି |ଏହାର ବିରୋଧ ପାଇଁ ଅନେକ ବଡ ବଡ ନାମିଦାମୀ ଲୋକ ଆଗକୁ ଆସିଛନ୍ତି |ବିଶେଷ କରି ଝିଅ ମାନକୁ ଯେଉଁ ଭାବେ ଅପମାନିତ କରାଯାଉଛି ତାର ପ୍ରତିବାଦ ଜୂର ଡର କରୁଛନ୍ତି ଓଡିଶା ଲୋକ |ତେବେ ନିଜେ ପାଠ ରେ ଜିରୋ ହେଇଥିଲେ ମଧ୍ୟ ଜଜ ହେଇକି ବସିଛନ୍ତି ଓ ଝିଅ ମାନକୁ ବହୁତ ଅପମାନିତ କରିଛନ୍ତି ଏହି ଜଜ ମାନେ ଯାହାର ତୀବ୍ର ଅସନ୍ତୋଷ ଦେଖିବା ପାଇଁ ଏବେ ମିଳିଛି ଓଡ଼ିଶାରେ ତେବେ ଏ ନେଇ ମୁଁହ ଖୋଲିସାନ୍ତି ଅନେକ ବଡ ବଡ ଲୋକ |ନିକଟରେ ଜଜ ମାନେ ଝିଅମାନଙ୍କୁ ଖୁବ ଖରାପ ପ୍ରଶ୍ନ ପଚାରୁଥିବାର ଦେଖିବା ପାଇଁ ମିଳିଛି |

ତେବେ ସେ କଣ କଣ କହି ଜର୍ଜ ଦେଖୋଉଥିବା ଲୋକଙ୍କୁ ତସଚଲ୍ୟ କରିଛନ୍ତି ତାହା ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ |ତେବେ ଏହା ଶେଷ ପର୍ଯ୍ୟନ୍ତ ଆପଣ ପଢନ୍ତୁ ସମସ୍ତଙ୍କ ସହ ସେୟାର କରନ୍ତୁ |ତେବେ ଆପଣ ଯଦି କେବେ ଦେଖିଥିବେ ତେବେ ନିଜକୁ ଆତ୍ମା ଘୋଷିତ ଜଜ କହୁଥିବେ ଏହି ଅଭିନେତା ମାନେ ପ୍ରାୟତଃ ଜଣେ ଜଣେ ଫ୍ଲପି ହୀରୋ କିମ୍ବା ହେରୋଇନ ଅଟନ୍ତି |ଆପଣ କେବେ ଲକ୍ଷ କରିନଥିବେ ଯେ ଓଡ଼ିଶାର କୌଣସି ବଡ ବଡ ସୁପରଷ୍ଟାର ଆଜି ଯାଏ ଏପରି ଶୋ ର ଜଜ ହେଇ ନାହାନ୍ତି |ତେବେ ଏହିଅନେକ ଶବ ଏବେ ଓଡ଼ିଶାରେ ହେଉଛି ଓ ଝିଅମାନଙ୍କୁ ଖୁବ ଅପମାନିତ କରାଯାଉଛି ଟିଭି ରେ

ତେବେ ଝିଅ ମନକୁ ଅପମାନିତ କରୁଥିବା ଜଜ ମାନେ ଖୁବ ଜୂର ରେ ହସୁଛନ୍ତି ଓ ଏହାଦ୍ୱାରା ଟିଭି ଚ୍ୟାନେଲ ମନାକର TRP ମଧ୍ୟ ବଢୁଛି |ତେବେ ଏଥିରେ ଓଡ଼ିଶାର ଝିଅ ଓ ଭଉଣୀ ମାନେ ଅପମାନିତ ହେଉଛନ୍ତି |ତେବେ ଏମାନେ ଛୋଟ ପିଲାଙ୍କୁ ମଧ୍ୟ ଦ୍ୱିଅର୍ଥ ବୋଧକ ପ୍ରଶ୍ନ ପଚାରୁଛନ୍ତି ଯାହାକି ଏମାନଙ୍କ ନିଜସ୍ୱ ଯୋଗ୍ୟତା ଜଣେଇଦେଉଛି |ତେବେ ଏହି ଜଜ ମାନେ ଯଦି ଏତେ ଶିକ୍ଷିତ ତେବେ ବଡ ବଡ଼ ଅଫିସର ନ ହେଇ କାହିଁକି ଏପରି ଶୋ ରେ ଜଜ ହେଇ ବସିଯାଉଛନ୍ତି ବୋଲି ସାଧାରଣ ରେ ଜୋରେ ଚର୍ଚା ହେଉଛି |ତେବେ ଏହି ଆତ୍ମଘୋଷିତ ହେରୋ କିମ୍ବା ହେରୋଇନ ମାନେ ଜୀବନରେ ପ୍ରାତଃ କୌଣସି ବଡ ଫିଲ୍ମ କରିନାହାନ୍ତି କିମ୍ବା କୌଣସି ବଡ ଜ୍ଞାନୀ ନୁହନ୍ତି ଏହା ସ୍ପଷ୍ଟ

ଆପଣ ଲକ୍ଷ କରିଥିବେ ଯଦି ଏମାନେ ପ୍ରାୟତଃ ଗୋଟିଏ କିମ୍ବା ଦୁଇଟି ଫିଲ୍ମ କରି ଜଜ ହେଇ ଯାଇଛନ୍ତି |ତେବେ ଏମାନେ କେତେ ଶିକ୍ଷିତ ? ଜଣକୁ ପ୍ରଶ୍ନ ପଚାରି ତାଙ୍କର ମଜାକ ଉଡେଇବା କେତେ ଶିକ୍ଷିତର ପରିଚୟ |ତେବେ ଚ୍ୟାନେଲ ମାନେ ଦିନକୁ ଦିନ ନୂଆ ନୂଆ ଶୋ ଆଣୁଥିବା ବେଳେ ଚ୍ୟାନେଲ କର୍ତ୍ତୃପକ୍ଷ ପ୍ରଥମେ ସ୍ପଷ୍ଟ କରିବେ କି ଜଜ କିପରି ସିଲେକ୍ଟ କରୁଛନ୍ତି ଓ ଜଜ ମନାକର କେଉଁ ଆଧାର ରେ ସିଲେକସନ ହେଉଛି ?ନ କେବଳ ଗୋଟିଏ ଫିଲ୍ମ ରେ ଭାର ଆକ୍ଟିଙ୍ଗ କରି ଓ କିଛି ବାପା ପଇସା ରେ ହୀରୋ ହେଇଗଲେ ଜଜ ହେବ ପାଇଁ ଯୋଗ୍ୟତା ଅର୍ଜନ କରି ହେଇଯିବ ?

ତେବେ ଏହାକୁ ନେଇ ବର୍ତମାନ ସାରା ଓଡ଼ିଶାର ଲୋକ ଖୁବ ବିରୋଧ ଆରମ୍ଭ କରିଛନ୍ତି ଓ ଏଭଳି ଶୋ କୁ ନ ଯିବା ପାଇଁ ଭଉଣୀ ମାନକୁ ଅନୁରୋଧ କରୁଛନ୍ତି |ପ୍ରଥମେ ଚ୍ୟାନେଲ ସ୍ପଷ୍ଟ କରନ୍ତୁ କେଉଁ ଆଧାର ରେ ଏମାନେ ଶିକ୍ଷାବିତ ଙ୍କୁ ଜଜ ନ କରି ଏଭଳି ଆତ୍ମଘୋଷିତ ହୀରୋ ହେରୋଇନ ଙ୍କୁ ଜଜ କରିଦିଆ ଯାଉଛି |ତେବେ ଯଦି ଆପଣ ଦେଖୁଥିବେ ତେବେ କିଛି ଦିନ ତଳେ ମାତ୍ର କିଛି ଟା ମ୍ୟୁଜିକ ଭିଡ଼ିଓ ରେ ଅଭିନୟ କରୁଥିବା ଏକ ମାତ୍ର ୨୨ ବର୍ଷ ର ଯୁବକ ମଧ୍ୟ ଜଜ ହେଇ ବସିଥିଲେ |ଯାହାକି ଏଭଳି ଚ୍ୟାନେଲ ମାନଙ୍କର ଅସ୍ତିତ୍ବ କଣ ତାହା ବାରି ହେଇ ପଡୁଥିଲା |ମାତ୍ର ୨୨ ବର୍ଷ ର ଜଣେ ଯୁବକ ଙ୍କୁ ଯଦି ଜଣେ ପ୍ରତିଯୋଗୀ ଓଲଟା ପ୍ରଶ୍ନ କରିଦେଲେ ତେବେ ସେ ଉତ୍ତର ଦେଇ ପାରିବେ ତ?ନ ସେ ଭାଗ କୁ ଚ୍ୟାନେଲ ର କର୍ତ୍ତୃପକ୍ଷ ଏଡିଟ କରି କାଟିଦେବେ

ତେବେ ଏ ନେଇ ଖୁବ ଜୂର ପତିକ୍ରିୟା କରିଛନ୍ତି ସୁଲଗ୍ନା ମହାନ୍ତି ସେ କହିଛନ୍ତି ଯେ ସବୁ ସେଇ ଝିଅଙ୍କ କଥା କହୁଛନ୍ତି ହେଲେ ମୁଁ ଆଜି ଟିକେ ସେ ବେହିଆ ଅଭଦ୍ର ବିଚାରକ ମାନଙ୍କ କଥା କହିବି | ସେ ଝିଅ ଗୁଡାକ ତ ମୂର୍ଖ | ପାଠଶାଠ ପଢି ବି ଗଧିଙ୍କ ଭଳି ଦୁଇ କେ ଦଶ କହି ନିଜ ଘର, ଗାଁ, ସ୍କୁଲ, କଲେଜ, ଜିଲ୍ଲାର ନାଁ ତଳେ ପକଉଛନ୍ତି | ହେଲେ ସେ ଅସଭ୍ୟ ଜଜ୍ ଗୁଡ଼ାଙ୍କର ଏତେ ଫୁଟାଣି କୋଉ କଥା ପାଇଁ? ସେ ଝିଅମାନଙ୍କୁ ଏତେ ଅପମାନ ଏତେ ବେଜିତ କରିବାର ଅଧିକାର ସେ ଅଶିଷ୍ଟ ଜଜ୍ ମାନଙ୍କୁ ଦେଇଛି କିଏ? ଏମିତି ଆଟିଚିଉଡ ଦେଖେଇ ପ୍ରଶ୍ନ ପଚାରୁଛନ୍ତି ଯେମିତି ନିଜେ କୌନ ବନେଗା କରୋଡପତିରୁ ସାତ କୋଟି ଜିତିକି ଆସିଛନ୍ତି |

Leave a Reply

Your email address will not be published. Required fields are marked *