ଓଡ଼ିଆ ହିରୋଙ୍କ ବାସ୍ତବିକ ଜୀବନ ସ୍ତ୍ରୀ ଦେଖନ୍ତୁ – କାହା ସ୍ତ୍ରୀ ଅତ୍ୟନ୍ତ ସୁନ୍ଦର ତ କାହା ସ୍ତ୍ରୀ ଅତ୍ୟନ୍ତ କଦର୍ଯ୍ୟ ଅଟନ୍ତି – ଏବେ ଦେଖି ନିୟନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ମାନଙ୍କ ବାସ୍ତବିକ ଜୀବନ ସ୍ତ୍ରୀଙ୍କ ବିଷୟରେ।ଅଥବା ଓଡ଼ିଆ ଚଳଚ୍ଚିତ୍ରର ହିରୋ ମାନେ ପ୍ରକୃତରେ କାହାକୁ ବିବାହ କରିଛନ୍ତି।ଏହି ହିରୋ ମାନଙ୍କ ସ୍ତ୍ରୀଙ୍କ ସମ୍ବନ୍ଧରେ ପ୍ରକୃତ ତଥ୍ୟ ଜାଣିବା ପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମେ ଆସୁଛନ୍ତି ଆପଣଙ୍କ ପ୍ରିୟ ପାଗଳ ପ୍ରେମୀ ସବ୍ୟସାଚୀ ମିଶ୍ର।ଏବଂ ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ଅର୍ଚିତା ।ଆପଣ ମାନେ ଏହି ଯୋଡିକୁ ତ ନିଶ୍ଚୟ ଦେଖିଥିବେ।ଏବଂ ଏହି ଯୋଡି ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥାଏ।

ଏହାପରେ ଦ୍ୱିତୀୟରେ ଆସୁଛନ୍ତି ଆପଣଙ୍କ ସବୁଠାରୁ ପ୍ରିୟ ବାବୁ ଭାଇଜାନ ଅରିନ୍ଦମ ରୟ।ଆପଣତ ତାଙ୍କ ଆକ୍ଟିଙ୍ଗ ବିଷୟରେ ନିହାତି ଭାବରେ ଜାଣିଥିବେ।ସେ ଅନେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି।ସେ ପ୍ରକୃତରେ ଯାହାଙ୍କୁ ବିବାହ କରିଛନ୍ତି ଅର୍ଥାତ ତାଙ୍କ ସ୍ତ୍ରଙ୍କ ନାମ ହେଉଛି ଅନୁପା ରୟ।ଆପଣ ମାନେ ମଧ୍ୟ ଅନେକ ଜାଗାରେ ଏହି ଯୋଡିକୁ ନିଶ୍ଚିତ ଦେଖିଥିବେ।ଏବଂ ଦର୍ଶକ ମାନଙ୍କୁ ଏହି ଯୋଡି ଅତି ପସନ୍ଦ ଆସିଥାଏ।

ଏହାପରେ ତୃତୀୟରେ ଆସନ୍ତି ଆପଣ ମାନଙ୍କ ସଭିଙ୍କ ପ୍ରିୟ ଶ୍ରିତମ ଦାସ।ସେ ଏକ ଭଲ କଳାକାର ଭାବରେ ପ୍ରସିଦ୍ଧ ହୋଇପାରିଛନ୍ତି।ଅନେକ ଲୋକଙ୍କୁ ତାଙ୍କ ଆକ୍ଟିଙ୍ଗ ବହୁତ ପସନ୍ଦ ଆସିଥାଏ।ସେ ଯାହାକୁ ପ୍ରକୃତରେ ବିବାହ କରିଛନ୍ତି ତାଙ୍କର ନାମ ହେଉଛି ପୁନମ ଦାସ।ଆପଣମାନେ ନିଶ୍ଚିତ ଭାବରେ ପୁନମ ଏବଂ ଶ୍ରିତମଙ୍କ ଯୋଡିଙ୍କୁ ଦେଖିପାରିଥିବେ।

ଏହାପରେ ୪ ନମ୍ବରରେ ଆସନ୍ତି ଆକାଶ।ତାଙ୍କ ବାସ୍ତବିକ ଜୀବନ ସ୍ତ୍ରୀଙ୍କ ନାମ ହେଉଛି ଶୁଭ୍ରଜ୍ୟୋତି ହାତୀ।ତାଙ୍କ ଯୋଡି ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ପରିଚିତ। ଏହାପରେ ୫ ନମ୍ବରରେ ଆସନ୍ତି ପୁପିନ୍ଦର।ତାଙ୍କ ବାସ୍ତବିକ ଜୀବନର ସ୍ତ୍ରୀଙ୍କ ନାମ ହେଉଛି ରୁପିନ୍ଦର।

ଏହାପରେ ଆସନ୍ତି ଦେବାଶିଷ।ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ମୋନାଲିଶା କାନୁନଗୋ।ତାଙ୍କ ଯୋଡି ମଧ୍ୟ ସମସ୍ତିଙ୍କୁ ବେଶ ପସନ୍ଦ ଆସିଥାଏ।ଏହାପରେ ଆମ ଲିଷ୍ଟରେ ଆସନ୍ତି ସିଦ୍ଧାନ୍ତ ମହାପାତ୍ର।ଆପଣ ସିଦ୍ଧାନ୍ତ ମହାପାତ୍ରଙ୍କୁ ତ ଭଲ ଭାବରେ ଜାଣିଥିବେ।ଓଡ଼ିଆ ସିନେମା ଜରିଆରେ ଆପଣ ନିଶ୍ଚିତ ଭାବରେ ସିଦ୍ଧାନ୍ତଙ୍କ ସହିତ ରଚନାଙ୍କ ଯୋଡିକୁ ନିଶ୍ଚିତ ଭାବରେ ପସନ୍ଦ କରିଥିବେ।ମାତ୍ରସେ ପ୍ରକୃତରେ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କର ନାମ ହେଉଛି ମାମା ମିଶ୍ର।

ଏହାପରେ ଆସନ୍ତି ଦୀପକ ଏବଂ ସେ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କର ନାମ ହେଉଛି ତନୁଜା।ଆପଣମାନଙ୍କୁ ତାଙ୍କ ଯୋଡି ନିଶ୍ଚିତ ଭାବରେ ପସନ୍ଦ ଅସୁଥିବ।ଏହାପରେ ଆସନ୍ତି ସମ୍ବିତ ଏବଂ ସେ ଯାହାଙ୍କୁ ପ୍ରକୃତରେ ବିବାହ କରିଛନ୍ତି ତାଙ୍କର ନାମ ହେଉଛି ସାୟୋନି।

ଏହାପରେ ଆସନ୍ତି ଅମ୍ଳାନ ଦାସ ସେ ଏବେ ନିକଟରେ ଫେବୃଆରୀ ମାସରେ ବିବାହ କରିଛନ୍ତି ଏବଂ ସେ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ନାମ ହେଉଛି ଭୂମିକା ଦାସ।ଏହାପରେ ଆସନ୍ତି ଅନୁଭବ ମହାନ୍ତି।ଏବଂ ସେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଛନ୍ତି।ଆପଣ ଅନୁଭବ ଏବଂ ବର୍ଷାଙ୍କ ଯୋଡିକୁ ନିଶ୍ଚିତ ଭାବରେ ଜାଣିଥିବେ।ସେ ଓଲିଉଡ଼ର ସବୁଠାରୁ ଲୋକପ୍ରିୟ ଯୋଡି ମଧ୍ୟରୁ ଏକ ଅଟନ୍ତି।ଏହାପରେ ଆମ ଲିଷ୍ଟରେ ଆସନ୍ତି ବାବୁସାନ ମହାନ୍ତି।ସେ ଲଭ ମ୍ୟାରେଜ କରିଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ତୃପ୍ତି।

Leave a Reply

Your email address will not be published. Required fields are marked *