ପୁଣି ଦଳକୁ ଫେରିଲେ M S DHONI ଆଗକୁ ଆସୁଥିବା T20 ବିଶ୍ୱକପରେ ପାଇଲେ ସ୍ଥାନ,ହେଲେ ଏଥର ଖେଳାଳି ନୁହଁ ଏହି ରୂପରେ ଭାରତୀୟ ଦଳରେ ରହିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କ୍ରିକେଟ ଟି ୨୦ ବିଶ୍ୱକପକୁ ନେଇ କିଛି ବିଶେଷ ଖବର ବିଷୟରେ ଜାଣିବା। ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେତ କ୍ରିକେଟ ନିହାତି ଭାବରେ ଦେଖୁଥିବେ ଓ ପସନ୍ଦ ମଧ୍ୟ କରୁଥିବେ।ଏହା ଭାରତରେ ଏକ ବହୁତ ଲୋକପ୍ରିୟ ଖେଳ ଅଟେ।

ଏହାକୁ ଖେଳିବା ସହିତ ଅନେକ ଲୋକ ଦେଖିବାକୁ ମଧ୍ୟ ପସନ୍ଦ କରିଥାନ୍ତି।ତେବେ ତେବେ ମିଳିଥିବା ଖବର ଅନୁସାରେ ୨୦୦୭ ମସିହାରୁ ରୁ ୨୦୧୬ ଟି ୨୦ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ଆଉ ଏବେ ୨୦୨୧ ଟି ୨୦ ବିଶ୍ୱ କପରେ ଭାରତୀୟ ଦଳର ମେଣ୍ଟର।ସେତେବେଳେ ସେ ଦଳର ନେତୃତ୍ୱ ନେଉଥିଲେ ଓ ଏବେ ଦଳକୁ ବିଶ୍ୱ କପ ବିଜୟର ସୂତ୍ର କହିବେ।

ପୂର୍ବ ଅପେକ୍ଷା ଏବେ ଦାଇତ୍ୱ ବଦଳିଛି ସତ ହେଲେ ଦଳରେ ଏବେ ସମାନ କାମ କରିବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ।ବୁଧବାର ଆଇ ସି ସି ଟି ୨୦ ବିଶ୍ୱ କପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଟିମର ମେଣ୍ଟର ଭାବରେ ଦାଇତ୍ୱ ମିଳିବା ପରେ କ୍ରିକେଟଟି ୨୦ ବିଶ୍ୱକପ ପାଇଁ ବି ସି ସି ଆଇ ଦଳ ଘୋଷଣା କରି ସାରିଛି।

ଯେଉଁଥିରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଗଠିତ ହୋଇଛି।ଓ ଏହି ଦଳର ମେଣ୍ଟର ଭାବରେ ଦାଇତ୍ୱ ମିକିଛି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ।କାରଣ ସେ ହିଁ ଦଳର ଏକ ମାତ୍ର ଅଧିନାୟକ ଥିଲେ ଯିଏକି ପ୍ରଥମ କରି ଦଳକୁ ଟି ୨୦ ବିଶ୍ୱ କପରେ ବିଜୟୀ କରିପାରିଥିଲେ।

ଲଗାତାର ୬ଟି ଟି ୨୦ ବିଶ୍ୱ କପରେ ଦଳର ନେତୃତ୍ୱ ନେବାର ଅଭିଜ୍ଞତା ତାଙ୍କ ପାଖରେ ରହିଥିବାରୁ ବି ସି ସି ଆଇ ତାଙ୍କୁ ଏହି ଗୁରୁଦାଇତ୍ୱ ଦେଇଛି।କ୍ରିକେଟ ଇତିହାସ ପୃଷ୍ଠାକୁ ଓଲଟାଇ ଦେଖିଲେ ଜାଣିହେବ ଯେ ୨୦୦୭ ମସିହାରେ ଯେତେବେଳେ ପ୍ରଥମକରି ଟି ୨୦ ବିଶ୍ୱ କପ ଖେଳାଯାଇଥିଲା ସେତେବେଳେ ତାଙ୍କ ନୂଆ ଅଧିନାୟକ ସହ ପଡିଆକୁ ଦେଖୁଥିଲା ଟିମ ଇଣ୍ଡିଆ।

ମହେନ୍ଦ୍ର ସିଂ ଧୋନୀ ସେହି ଅଧିନାୟକ ଥିଲେ ଯିଏ ଅସମ୍ଭବ ସମ୍ଭବ କରିଦେଇଥିଲେ।ଓ ୨୦୦୭ ଟି ୨୦ ବିଶ୍ୱକପରେ ଟିମ ଇଣ୍ଡିଆକୁ ଦେଇଥିଲେ ବିଶ୍ୱକପ।ଏହାପରେ ମଧ୍ୟ ସେ ୫ଟି ଟି ୨୦ ବିଶ୍ୱ କପରର ସେ ଦଳର ନେତୃତ୍ୱ ନେଇଛନ୍ତି ୨୦୦୭ରେ ଚମ୍ପିୟନ ହେବାପରେ ଏହାପରେ ଏକ ରନରସପ ମଧ୍ୟ ହୋଇଥିଲା।ଆଉ ଏବେ ଦଳକୁ ପୁଣି ଥରେ ଚମ୍ପିୟାନ କରିବାକୁ ମହେନ୍ଦ୍ର ସିଂ ଧୋନୀଙ୍କୁ ମିଳିଛି ଗୁରୁ ଦାଇତ୍ୱ।

Leave a Reply

Your email address will not be published. Required fields are marked *