ଦୋଳ (Dola) ପୂର୍ଣ୍ଣିମା ଦିନ ଘଟୁଛି ପବିତ୍ର ସଂଯୋଗ,କରନ୍ତୁ ଏହି ଚମତ୍କାରି ଉପାୟ ଧନର ବର୍ଷା ହେବ,ଆପଣଙ୍କ ଭାଗ୍ୟ ରାତାରାତି ବଦଳିଯିବ…

Spread the love

କଥାରେ ଅଛି ଓଡ଼ିଆମାନଙ୍କର ବାର ବର୍ଷରେ ତେର ପର୍ଵ ପାଳନ କରିଥାନ୍ତି। ଦଶହରା ଠାରୁ ଆରମ୍ଭ କରି ଦୋଳଯାତ୍ରା ପର୍ଯ୍ୟନ୍ତ ସମସ୍ତ ଉତ୍ସବ ଓଡିଆମାନେ ଅତି ଧୁମଧାମରେ ପାଳନ କରିଥାନ୍ତି। ଦୋଳ ପୂର୍ଣ୍ଣିମା ଗୋପାଳ ମାନଙ୍କ ଏକ ମହାନ ପର୍ବ ଅଟେ। ଏହାକୁ ସର ଓଡିଶାବାସୀ ଅତି ଆନନ୍ଦର ସହିତ ପାଳନ କରିଥାନ୍ତି। ପ୍ରଭୁ କୃଷ ଏବଂ ରାଧା ମାଆ ଙ୍କୁ ଏକତ୍ର ଦୋଳରେ ବସାଇ ନଗର ପରିକ୍ରମା କରାଯାଉଥିବାରୁ ଏହାର ନାମ ଦୋଳଯାତ୍ରା ରଖା ଯାଇଛି।

ତେବେ ଆସନ୍ତୁ ଏହି ଦୋଳ ପର୍ବ କିପରି ପାଳନ କଲେ ଆପଣଙ୍କ ଜୀବନରେ ଚାମତ୍କାର ଘଟିବ, ସେ ସମ୍ପର୍କରେ ଆଲୋଚନା କରିବା।ହୋଲିରେ ଅଭିର ଖେଳ ବସନ୍ତ ରୋଗର ନିରାକରଣ ପାଇଁ ସର୍ବୋତ୍ତମ ଅଟେ ନୋଳି କୁହାଯାଏ। ସେଥିପାଇଁ ଲୋକମାନେ ଏହି ଦିନ ହୋଲି ଖେଳି ଥାଆନ୍ତି ବୋଲି କଥାରେ ଅଛି।

ଏହି ଦିନ କୃଷ୍ଣ ମୈତ୍ର ନାମକ ଏକ ରାକ୍ଷସକୁ ବଧ କରିଥିଲେ ଏବଂ ଲୋକମାନଙ୍କ ମନରେ ଭୟ ଭାବ ଦୂର କରି ନିର୍ଭୟ ଭାବର ନୂତନ ଉଦ୍ଭାବନ କରିଥିଲେ। ଏହି ଦିନ ଅଗ୍ନି ଦେବ ହୋଲିକା ନାମକ ରାକ୍ଷସୀକୁ ମାରି ଦେବର୍ଷି ନାରଦଙ୍କ ଜୀବନ ବଞ୍ଚାଇ ଥିଲେ। ସେଥିପାଇଁ ଏହି ଦୁଇଟି ଦିନ ସମସ୍ତ ଓଡିଶାବାସୀଙ୍କ ପାଇଁ ଖୁସିର ଦିନ ହୋଇଥାଏ।

ଏହି ଦିନ ଆପଣ ଯେଉଁ କଥା ଠାକୁରଙ୍କୁ ମାଗିବେ,ତାହା ନିଶ୍ଚିତ ସମ୍ପୂର୍ଣ୍ଣ ହେବ। ଏହି ଦିନ ଆପଣ ଲକ୍ଷ୍ମୀ ମାଙ୍କ ଏକ ପ୍ରତିଛବି ଘରକୁ ଆଣନ୍ତୁ। ସନ୍ଧ୍ୟା ସମୟରେ ମାଙ୍କ ସମ୍ମୁଖରେ ୯ ଟି ବଳିତାକୁ ଗାଈ ଘିଅରେ ଭଜାଇ ତାହାକୁ ଗୋଟିଏ କିମ୍ବା ଅନେକ ମାଟି ଦ୍ୱୀପରେ ରଖି ଜାଳି ଦିଅନ୍ତୁ। ଏହା ଧନଲାଭର ସହଜ ଉପାୟ ଅଟେ।

ଦ୍ୱିତୀୟ ଉପାୟ ହେଉଛି ଏହି ଦିନ ଏକ ପୂଜା ଉପଯୋଗୀ ନଡ଼ିଆ ଘରକୁ ଆଣନ୍ତୁ। ସେଥିରେ ସିନ୍ଦୁର ଲଗାଇ ନାଲି କପଡା ବାନ୍ଧି ତାହାକୁ ପୂଜା କରନ୍ତୁ ଏବଂ ହନୁମାନଙ୍କ ମନ୍ଦିରରେ ପ୍ରଭୁଙ୍କ ପାଦ ତଳେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ।ଘରେ ଆଶ୍ୱତ୍ଥ ଗଛ ତଳେ ଜଳ ଅର୍ପଣ କରି ଏକ ସୋରିଷ ତେଲର ଦ୍ବୀପ ଟିଏ ଜାଳି ଦିଅନ୍ତୁ।

ଘର ସମ୍ମୁଖରେ ହଳଦୀ, କିମ୍ବା ସିନ୍ଦୁରରେ ସ୍ବସ୍ତିକ କିମ୍ବା ଅର୍ଦ୍ଧ ଚନ୍ଦ୍ର ଆଙ୍କି ଦିଅନ୍ତୁ। ଏହା ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳ ଦେବ। ଏହି ଦିନ ଦୁଇଟି ମାଟି ପାତ୍ର ନେଇ ସେଥିରେ ଗୋଟିଏରେ ୫୦୦ ଗ୍ରାମ ବିରି ରଖନ୍ତୁ ଏବଂ ଅନ୍ୟଟିରେ ୫୦୦ ଗ୍ରାମ ଲୁଣ ରଖନ୍ତୁ। ଏହା କଲା ବେଳେ କେହି ନ ଦେଖିବା ଆବଶ୍ୟକ। ଏହି ଦିନ ରାତିରେ ଚନ୍ଦ୍ର ଦେବଙ୍କୁ ଧଳା ଭୋଗ ଏବଂ କ୍ଷୀର ଦେଇ ପୂଜନ କରନ୍ତୁ। ଦେଖୁବେ ସମସ୍ତ ଅସୁବିଧା କଟି ଯିବ।

Leave a Reply

Your email address will not be published. Required fields are marked *