ଦୁର୍ଲଭ Angry Monocled ସାପ ସହ ଶ୍ରମିକ ଲାଗିବା ପଡିଲା ଭୟାନକ ମହଙ୍ଗା,ସାପ କରିଲା ଏପରି ଅବସ୍ଥା ଯେ ଭୟ ରେ ଡରିଗଲେ ସାରା ଅଂଚଳ ର ଲୋକ

Spread the love

ତେବେ ନିକଟରେ ଓଡ଼ିଶାର ଏକ ଗୋଦାମ ଗୃହରୁ ଏକ ଭୟଙ୍କର ଚନ୍ଦ୍ର ନାଗ ଉଦ୍ଧାର କରାଯାଇଥିଲା।ତେବେ ଏହା ଏକ ଦୁର୍ଲଭ ଚନ୍ଦ୍ର ନାଗର ଉଦ୍ଧାର କାର୍ଯ୍ୟ କରାଯାଇଥିଲା।ତେବେ ଏହି ନାଗ ଅଚାନକ ଭାବରେ ସେହି ଗୋଦାମ ଗୃହକୁ ପସି ଯାଇଥିଲା।ତେବେ ଏହା ପରେ ଏହି ସାପକୁ ବାହାର କରିବା ପାଇଁ ସେହି ଗୋଦାମ ଗୃହରେ କାମ କରୁଥିବା ଲୋକମାନେ ଅନେକ ପ୍ରୟାସ କରିବା ପରେ ମଧ୍ୟ ସେହି ସାପକୁ ବାହାର କରିବାରେ ସଫଳ ହୋଇ ପାରି ନଥିଲେ।

ତେବେ ଏହା ପରେ ସେମାନେ ଶେଷରେ ଅନେକ ପ୍ରୟାସ କରିବା ପରେ ସେଠାରୁ ସେହି ସାପକୁ ବାହାର କରିବାରେ ଅସଫଳ ହୋଇଥିଲେ।ତେବେ ଏହା ପରେ ଶେଷରେ ସେମାନେ ଏହି ସାପକୁ ବାହାର କରିବା ପାଇଁ ଶେଷରେ ସେମାନେ ବନ ବିଭାଗର କର୍ମଚାରୀ ମାନଙ୍କୁ ଡ଼କାଇଥିଲେ।ତେବେ ଏହାପରେ ଶେଷରେ ସେହି ବନ ବିଭାଗର କର୍ମଚାରୀ ଶେଷରେ ଅନେକ ପ୍ରୟାସ କରିବା ପରେ ସେହି ସାପର ସନ୍ଧାନ ପାଇଥିଲେ।

ତେବେ ସେଠାରେ ଗଦା ହୋଇଥିବା ଅନେକ ଅଖା ବସ୍ତା ମାନଙ୍କ ଭିତରେ ସେହି ସାପଟି ଲୁଚି ରହିଥିଲା।ତେବେ ଶେଷରେ ସେମାନେ ସମସ୍ତେ ମିଶି ସେହି ସାପକୁ ବାହାର କରିବା ପାଇଁ ଅନେକ ପ୍ରୟାସ କରିଥିଲେ।ତେବେ ଶେଷରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରିବାରେ ସଫଳ ହୋଇ ପାରିଥିଲେ।ତେବେ ସେହି ସାପଟି ଏତେ ଲୋକଙ୍କୁ ଦେଖି ଅଧିକ କ୍ରୋଧିତ ହୋଇ ଯାଇଥିଲା।

ଯାହା ଫଳରେ ସେହି ସାପଟି ସେଠାରେ ଥିବା ବନ ବିଭାଗର କର୍ମଚାରୀ ମାନଙ୍କ ଉପରକୁ ଆକ୍ରମଣ କରିଥିଲା।ତେବେ ଏହାପରେ ଶେଷରେ ସେମାନେ ସେହି ସାପକୁ ଧରି ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।ତେବେ ସୂଚନା ଅନୁସାରେ ସେହି ସାପଟି ଏକ ଦୁର୍ଲଭ ପ୍ରଜାତିର ଚନ୍ଦ୍ର ନାଗ ଥିଲା।

ତେବେ ସୂଚନା ଅନୁସାରେ ସେହି ସାପଟି ଏପରି ଦୁର୍ଲଭ ପ୍ରଜାତିର ହୋଇଥିବାରୁ ତାହା ସାଧାରଣ ଭାବରେ ଦେଖା ଯାଇ ନଥାଏ।ଏହା ସହିତ ବନ ବିଭାଗର କର୍ମଚାରୀ ଏହା କହିଥିଲେ କି ଏହି ସାପ କୌଣସି ଘରେ ରୁହେ ନାହିଁ।ଏହା କେବଳ ପୋଖରୀ ଓ ବିଲ ଆଦି ଅଞ୍ଚଳରେ ରହିଥାଏ।ଏହା ସହିତ ଏହା ଏକ ବିଷାକ୍ତ ସାପ ହୋଇ ଥିବାରୁ ଏହି ସାପ କାମୁଡ଼ିଲେ ବହୁତ କ୍ଷତି ହୋଇଥାଏ।

ତେବେ ଏହି ସାପ କାମୁଡ଼ିଲେ ମନୁଷ୍ୟ ବଞ୍ଚିବାର ସମ୍ଭାବନା ପ୍ରାୟ ୫ ପ୍ରତିଶତ ଥାଏ।ତେବେ ବନ ବିଭାଗର କର୍ମଚାରୀ କହିଥିଲେ କି ଏହିଭଳି ସାପ ଦେଖିବା ପରେ ଅନେକ ଲୋକ ସେମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ମାରିବା ପାଇଁ ପ୍ରୟାସ କରି ଥାଆନ୍ତି।ମାତ୍ର ଏପରି କରିବା ଫଳରେ ସେମାନଙ୍କ ପାଇଁ ମଧ୍ୟ ଏହା ବିପଦ ଜନକ ହୋଇ ପାରେ।

ଯଦି ଏହା କାହାକୁ କାମୁଡି ଦିଏ ତେବେ ସେହି ବ୍ୟକ୍ତିର ମୃତ୍ୟୁ ପ୍ରାୟତଃ ସୁନିଶ୍ଚିତ ହୋଇ ଯାଇଥାଏ।ତେଣୁ ଏହି ଭଳି ସାପ ପାଖରୁ ଦୂରେଇ ରହିବା ସହିତ ଏମାନଙ୍କୁ ଦେଖିବା ପରେ ତୁରନ୍ତ ବନ ବିଭାଗକୁ ସମ୍ପର୍କ କରିବା ପାଇଁ କହିଥିଲେ ବନ ବିଭାଗର କର୍ମଚାରୀ।

Leave a Reply

Your email address will not be published. Required fields are marked *