ଓଡ଼ିଆ ହିରୋ Arindam ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର,ଏବେ ଏବେ ଏହି କାରଣ ପାଇଁ ମେଡିକାଲ Bed ରେ ପଡିଲେ ସେ

Spread the love

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ।ଆପଣ ମାନଙ୍କ ମଧ୍ୟରୁ କେତେକଙ୍କୁ ଏହା ପସନ୍ଦ ମଧ୍ୟ ଆସୁଥିବ।ତେବେ ଯଦି ଆପଣ ମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିଥିବେ ତ ଆପଣ ଅରିନ୍ଦମଙ୍କୁ ତ ନିଶ୍ଚୟ ଜାଣିଥିବେ।ସେ ଓଡ଼ିଆ ଅଭିନୟ ଜଗତର ଜଣେ ପ୍ରତିଷ୍ଠିତ କଳାକାର ଅଟନ୍ତି।ତାଙ୍କର ଅଭିନୀତ ଫିଲ୍ମ ମାନଙ୍କୁ ମଧ୍ୟ ଆପଣ ମାନେ ବହୁତ ପସନ୍ଦ କରୁଥିବେ।ତେବେ ସେ ଓଡ଼ିଆ ଫିଲ୍ମ ଜଗତରେ ବହୁତ ନା କମେଇ ସାରିଲେଣି।ସେ ପାଖାପାଖି ୨୦ ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମ ମାନଙ୍କରେ ତାଙ୍କ ଅଭିନୟର ଯାଦୁ ଦେଖାଇ ସାରିଲେଣି।

ସେ ତାଙ୍କର ଅଭିନୟ ପାଇଁ ବହୁତ ଆୱାର୍ଡ଼ ମଧ୍ୟ ପାଇ ସାରିଛନ୍ତି।ତେବେ ସେ ଜଣେ ବହୁତ ହ୍ୟାଣ୍ଡସମ ଅଭିନେତା ଅଟନ୍ତି।ତାଙ୍କର ସମସ୍ତ ଅଭିନୀତ ଚଳଚ୍ଚିତ୍ର ଗୁଡ଼ିକୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି।ତେବେ ଅରିନ୍ଦମଙ୍କ ପିଲାବେଳୁ ଅଭିନୟ ପ୍ରତି ବହୁତ ଆଗ୍ରହ ରହିଥିଲା।ସେ ଛୋଟ ବେଳୁ ତାଙ୍କ ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ଏହା ବ୍ୟତୀତ ବହୁତ ନାଟକ ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି।

ସେ ଜଣେ ବହୁତ ଭଲ ଅଭିନେତା ସହିତ ଜଣେ ଭଲ ସମାଜ ସେବୀ ମଧ୍ୟ।ସେ ସର୍ବଦା ଲୋକ ମାନଙ୍କର ସୁଖ ଦୁଃଖରେ ଯାଇ ଛିଡ଼ା ହୋଇଥାନ୍ତି।ସେ ବହୁତ ଜଣ କଲ୍ୟାଣ କାର୍ଯ୍ୟ ମଧ୍ୟ କରିଛନ୍ତି।ତେବେ ବର୍ତ୍ତମାନ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ପ୍ରତିଷ୍ଠିତ କଳାକାର ଭାବରେ ନିଜକୁ ଛିଡ଼ା କରାଇ ପାରିଛନ୍ତି।ସାଙ୍ଗମାନେ ଓଲିଉଡ଼ର ଲୋକପ୍ରିୟ ହିରୋ ଅରିନ୍ଦମକୁ ନେଇ ଆସିଲା ବଡ ଦୁଃଖ ଖବର।

ତେବେ ଅରିନ୍ଦମଙ୍କ କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ କି ସେ ହସ୍ପିଟାଲ ବେଡରେ ଶୋଇ ଥିବାର ନଜର ଆସିଛନ୍ତି।ଆଜ୍ଞା ହଁ ଅରିନ୍ଦମଙ୍କ ଗୋଡ଼ ଭାଙ୍ଗି ଯାଇଛି ଓ ସର୍ଜରୀ ମଧ୍ୟ ହୋଇଛି।ତେବେ ଅରିନ୍ଦମ ତାଙ୍କର ଏହି ଫଟୋ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନ ମାନଙ୍କୁ ସେୟାର କରିଛନ୍ତି।ସେ ହସ୍ପିଟାଲ ବେଡରେ ସୋଇ ରହିଥିବା ସମୟର ଫଟୋଟିକୁ ତାଙ୍କ ଫ୍ୟାନ ମାନଙ୍କୁ ସେୟାର କରିଛନ୍ତି।

ଏହା ସହିତ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ସେ କହିଛନ୍ତି।ତେବେ ମୁଁ ଓ ଆପଣ ମାନେ ନିଶ୍ଚୟ ପ୍ରାର୍ଥନା କରିବା କି ଓଲିଉଡ଼ ଦୁନିଆର ଏହି ଲୋକପ୍ରିୟ ହିରୋ ଜଲଦି ସୁସ୍ଥ ହୋଇ ଯାଆନ୍ତୁ।ତାଙ୍କ ଗୋଡ଼ ସମ୍ପୂର୍ଣ ରୂପେ ଭଲ ହୋଇଯାଉ ଓ ସେ ପୁଣି ଥରେ ଫିଲ୍ମ ଦୁନିଆକୁ ଚାଲି ଆସନ୍ତୁ।ତେବେ ଅରିନ୍ଦମ ସବୁବେଳେ ଅନ୍ୟ ମାନଙ୍କୁ ସାହାଯ୍ୟ କରି ଥାଆନ୍ତି।

ସେ ସର୍ବଦା ଲୋକ ମାନଙ୍କର ସୁବିଧା ଅସୁବିଧାରେ ଛିଡ଼ା ହୋଇ ଥାଆନ୍ତି।ତେବେ ଏହା ସହିତ ସେ ବହୁତ ଥର ରକ୍ତ ଦାନ କରିଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।ତେବେ ନିହାତି ଭାବରେ ଆମେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା କି ଅରିନ୍ଦମ ଜଲଦି ଠିକ ହୋଇ ଯାଆନ୍ତୁ।ଆପଣ ମାନେ ମଧ୍ୟ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ କି ଅରିନ୍ଦମ ଯେପରି ଜଲଦି ସୁସ୍ଥ ହୋଇ ଯାଆନ୍ତୁ।

Leave a Reply

Your email address will not be published. Required fields are marked *