ନୂଆ ବର୍ଷ ରେ ଫିଲ୍ମ ଜଗତ ପାଇଁ ଆସିଲା ବଡ ଦୁଃଖ ଖବର, ହଠାତ ମୃତ୍ୟବରଣ କଲେ ଆଜି ଏହି Brilliant ହିରୋଇନ,ସାରା ଦେଶରେ ଖେଳିଗଲା ଶୋକର ଛାୟା..

Spread the love

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ପ୍ରତି ଦିନ କିଛି ନା କିଛି ଜିନିଷ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଆଜି ମୁଁ ଆପଣ ମାନଙ୍କୁ ଏପରି ଗୋଟିଏ ଘଟଣା ବିଷୟରେ ଅବଗତ କରାଇବି।ତେବେ ଏହି ବିଷୟରେ ଆପଣ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆସନ୍ତୁ ଜାଣିବା ଆଜିର ତଥ୍ୟ ବିଷୟରେ।ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି।

ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି।ସାଙ୍ଗମାନେ ଆମ ଦେଶ ହେଉଛି କଳାକାର ଓ ସଂସ୍କୃତିର ଦେଶ। ଏଠାରେ ଅନେକ କଳାକାର ଅଛନ୍ତି।ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ।ଆଜି ଏହି ପ୍ରସିଦ୍ଧ ଅଭିନେତ୍ରୀ ଭୟରେ କଲେ ଆତ୍ମହତ୍ୟା।ଆଜି ଆମେ ଜାଣିବା କାହିଁକି ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ।

ତେବେ ୨୮ ବର୍ଷୀୟ ଏହି ଅଭିନେତ୍ରୀ ଜଣଙ୍କ ଭୟରେ ଅଭିନୟ କରିଥିବା ଅଭିଯୋଗ ହୋଇଛି।ତେବେ ପୋଲିସର ସନ୍ଦେହ ତାଙ୍କର ଦୁଇ ବନ୍ଧୁଙ୍କ ଉପରେ ରହିଛି।ସେମାନେ ଏହି ଷଡ଼ଯନ୍ତ୍ରର ସାମିଲ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।ଦୁଇ ବନ୍ଧୁଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି।

ଅନ୍ୟ ପଟେ ଏହି ଘଟଣାକୁ ନେଇ ଏମ୍ବିଶି ବିରୋଧରେ ଅଭିଯୋଗ ଆଣିଛନ୍ତି କ୍ୟାବିନେଟ ମନ୍ତ୍ରୀ।ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ପୂର୍ଣ୍ଣ କହିବା ସହିତ ସେ ଅଭିଯୋଗ କରିଛନ୍ତି ଯେ ଏମ୍ବିଶୀ ଏକ ଘରୋଇ ଚାନ୍ଦା ଆଦାୟ କରୁଥିବା ଏକ ରାକେଟ ଚଳାଉଛନ୍ତି।ଏହି ରାକେଟ ମୁମ୍ବାଇରେ ଚାଲୁଛି ବୋଲି ନୱାଜ କହିଛନ୍ତି।

ଡିସେମ୍ବର ୨୦ ତାରିଖରେ ଅଭିନେତ୍ରୀ ଜଣଙ୍କ ମୁମ୍ବାଇରେ ଦୁଇ ଜଣ ବନ୍ଧୁଙ୍କ ସହିତ ଏକ ହୁକା ପାର୍ଲରରେ ରହୁଥିବା ବେଳେ ଦୁଇ ନକଲି ଏମ୍ବେଶି ଅଫିସର ଆସି ତାଙ୍କୁ ଭୟ ଦେଖେଇ ଥିଲେ।ଏହା ପରେ ଅଭିନେତ୍ରୀ ମାନସିକ ଚାପ ଗ୍ରସ୍ତ ହୋଇ ଡିସେମ୍ବର ୨୩ ତାରିଖରେ ଭଡ଼ାରେ ରହୁଥିବା ମୁମ୍ବାଇର ଏକ ଘରେ ଆତ୍ମହତ୍ୟା କରିଛନ୍ତି।

ପୋଲିସର ସୂଚନା ଅନୁସାରେ ସୁରଜ ପରଦେଶ ଓ ପ୍ରବୀଣ ନିଜକୁ ଏମ୍ବିସି ଅଫିସର ଦର୍ଶାଇ ଅଭିନେତ୍ରୀଙ୍କୁ ମିଛ ଡ୍ରଗସ ମାମଲାରେ ଗିରଫ କରିବା ପାଇଁ ବାରମ୍ବାର ଧମକ ଦେଉଥିଲେ।ବଦଳରେ ଠକ ମାନେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଦାବି କରିଥିଲେ।ପରେ ଏହାକୁ କମାଇ ୨୦ ଲକ୍ଷ କରିଥିଲେ।ଟଙ୍କା ନ ଦେଲେ ଗିରଫ କରିବେ ବୋଲି ଧମକ ଦେଇଥିଲେ।

ଏହି ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି ଦୁଇ ଜଣଙ୍କୁ ଗିରଫ କରା ଯାଇଛି।ତେବେ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଗିରଫଦାରୀ ବଢ଼ି ପାରେ।ତେବେ ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ।୨୦ ଲକ୍ଷ ଟଙ୍କା ଦାବି କରୁଥିଲେ ନକଲି ଏମ୍ବେଶୀ ଅଫିସର।

Leave a Reply

Your email address will not be published. Required fields are marked *