ନୂଆ ବର୍ଷରେ ସୁମିତଙ୍କୁ ଶୁଭେଚ୍ଛା ଜଣାଇଲେ ତପସ୍ଵିନୀ,ପୁରୁଣା Memory ମନେପକେଇ କହିଲେ ଏତେ ସୁନ୍ଦର କଥା..ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନଙ୍କ ମଧ୍ୟରେ କଳହ ବର୍ତ୍ତମାନ ବହୁତ ଅଧିକ ବଢ଼ି ଯାଇଛି।ଯାହା ଫଳରେ ସେମାନେ ବର୍ତ୍ତମାନ ପରସ୍ପର ଠାରୁ ଏକ ପ୍ରକାର ଅଲଗା ହୋଇ ଯାଇଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ହୋଇଯିବା ପରେ ବର୍ତ୍ତମାନ ଏହି ନୂଆ ବର୍ଷ ସେମାନଙ୍କୁ ପୁଣି ଏକାଠି କରିବ ବୋଲି ଅନେକ ଲୋକ ବର୍ତ୍ତମାନ ଆଶା କରି ରହିଛନ୍ତି।

ତେବେ ଏହି ନୂତନ ବର୍ଷ ତପସ୍ଵିନୀଙ୍କ ପାଇଁ କିଛି ଶୁଭ ସମୟ ନେଇ ଆସିବ ବୋଲି ଅନେକ ଲୋକ ବର୍ତ୍ତମାନ ଆଶା କରିଛନ୍ତି।ଏହା ସହିତ ଏହି ନୂତନ ବର୍ଷ ପରେ ସେମାନଙ୍କ ସମ୍ପର୍କରେ କିଛି ସୁଧାର ଆସିବ ବୋଲି ଅନେକ ଲୋକ ଆଶା ପ୍ରକାଶ କରିଛନ୍ତି।ଏହା ସହିତ ତପସ୍ଵିନୀ ମଧ୍ୟ ବର୍ତ୍ତମାନ ନିଜର ପତିଙ୍କ ପାଖକୁ ପୁଣି ଫେରିବା ପାଇଁ ଆଶା କରି ରହିଛନ୍ତି।

ତେବେ ସେମାନଙ୍କ କଥାର ଶୁଣାଣି ଆଗାମୀ ୪ ତାରିଖରେ ରହି ଥିବାରୁ ବର୍ତ୍ତମାନ ସେମାନଙ୍କ ସଂପର୍କରେ କିଛି ଉନ୍ନତି ଆସିବ ବୋଲି ମଧ୍ୟ ଆଶା ରହିଛି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ସେହିପରି ଭାବରେ ନିଜର ଶ୍ୱଶୁର ଘର ଲୋକମାନଙ୍କ ସମ୍ମୁଖରେ ବସି ରହିଛନ୍ତି।ଏହା ସହିତ ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ସେହି ସ୍ଥାନ ଛାଡି ଯିବେ ନାହିଁ ବୋଲି ମଧ୍ୟ କହିଛନ୍ତି।

ତେବେ ଏହି ନୂତନ ବର୍ଷ ଆଗମନ ଫଳରେ ସେ ନିଜର ପତିଙ୍କୁ କିଛି ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଜଣାଇ ଥିଲେ।ତେବେ ସେ ଆଶା କରିଥିଲେ କି ତାଙ୍କର ପତି ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇବେ।କିନ୍ତୁ ତାଙ୍କ ପକ୍ଷରୁ କୌଣସି ମଧ୍ୟ ବାର୍ତ୍ତା ଆସି ନଥିଲା ବୋଲି ସେ କହିଛନ୍ତି।ଏହା ସହିତ ତପସ୍ଵିନୀ ଏହା କହିଥିଲେ କି ଗତ ବର୍ଷ ନୂଆ ବର୍ଷରେ ତାଙ୍କର ପତି ତାଙ୍କୁ ୧୨ଟା ରାତି ସମୟରେ ପ୍ରଥମେ ଶୁଭେଚ୍ଛା ଜଣାଇ ଥିଲେ।

ଏହା ସହିତ ଏହାପରେ ତପସ୍ଵିନୀ ଏହା ମଧ୍ୟ ଆଶା କରିଥିଲେ କି ତାଙ୍କ ମଧ୍ୟରେ ଥିବା ସମସ୍ତ କଳହ ଶେଷ ହୋଇଯିବ।ଏହା ସହିତ ସେମାନେ ପୂର୍ବଭଳି ଏକାଠି ହୋଇଯିବେ।ମାତ୍ର ସେପରି କିଛି ମଧ୍ୟ ହୋଇ ନଥିଲା।ଡକ୍ଟର ସୁମିତ ତାଙ୍କ ପକ୍ଷରୁ କୌଣସି ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଇ ନଥିଲେ।ତେବେ ତପସ୍ଵିନୀ ନିଜ ପକ୍ଷରୁ ନିଜେ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ।

ତେବେ ସେ କହିଥିଲେ କି ଗତବର୍ଷ ସେ କହିଥିଲେ କି ସେମାନେ ଆଗାମୀ ବର୍ଷ ଏକାଠି ହୋଇ ଯାଇ ଥିବେ।ଏହା ସହିତ ସେମାନେ ବିବାହ ମଧ୍ୟ କରି ନେଇଥିବେ।କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ବହୁତ ଅଧିକ କଳହ ଚାଲିଛି।ତେବେ ତପସ୍ଵିନୀ ଏହି ନୂତନ ବର୍ଷରେ ନିଜର ପତିଙ୍କୁ ପୁଣି ଫେରି ପାଇବା ପାଇଁ ଆଶା କରି ରହିଛନ୍ତି।ତେବେ ଏହା ଦେଖିବାକୁ ବାକି ରହିଲା କି ଏହି ନୂଆ ବର୍ଷ ତାଙ୍କ ପାଇଁ କିଛି ଶୁଭ ଖବର ଆଣି ଦେଉଛି ନା ନାହିଁ।

Leave a Reply

Your email address will not be published. Required fields are marked *